Breaking News

ଭୂମିକା ଙ୍କ ଫ୍ୟାନ ମାନଙ୍କ ପାଇଁ ଆସିଲା ବହୁତୁ ବଡ଼ ଖୁସି ଖବର ଅଭିନୟ ଛାଡି Piolice ଚାକିରୀ କଲେ ଓଡ଼ିଆ ହିରୋଇନ Bhumika Das !

ନମସ୍କାର ବନ୍ଧୁଗଣ ଆସିଯାଇଛି ଗୋଟିଏ ବୋହୁତ ବଡ଼ ଖୁସିର ଖବର ଏବେ ଅଭିନୟ ଛାଡି ପୋଲିସ ଚାକିରୀ କରିଛନ୍ତି ଓଡ଼ିଆ ହିରୋଇନ୍ ଭୂମିକା ଦାସ ତେବେ ବନ୍ଧୁଗଣ ଆପଣମାନେ ଭୂମିକାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ସେ ଓଲିଉଡ ଜଗତରେ କାମ କରି ଆସିଲେଣି ସେ ଗୋଟିଏ ଶିଶୁ କଳାକାର ଭାବରେ ପ୍ରଥମେ ଓଲିଉଡ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ |

ଦର୍ଶକବନ୍ଧୁ ମାତ୍ର 5 ବର୍ଷ ବୟସରେ ହିଁ ସେ ଗପ ହେଲେବି ସତ ଫିଲ୍ମରେ ସୁନ୍ଦର ଅଭିନୟ କରିଥିଲେ ଯାହାଦ୍ଵାରା ତାଙ୍କୁ ବୋହୁତ ସାରା ଆୱାର୍ଡ଼ ମଧ୍ୟ ମିଳି ସାରିଛି ତେବେ ଦର୍ଶକବନ୍ଧୁ ଗତ ଦିନମାନଙ୍କରେ ସେ ମୁଖ୍ୟ ହିରୋଇନ୍ ଭାବେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି ଆଉ ତାଙ୍କୁ ଏଥିପାଇଁ ମଧ୍ୟ ବୋହୁତ ସାରା ଆୱାର୍ଡ଼ ମିଳିଛି ତେବେ ବନ୍ଧୁଗଣ ଗତ ଦିନମାନଙ୍କରେ ସେ ଭଲ ପାଠ ପଢିବା ସହିତ ଭଲ ଅଭିନୟ ମଧ୍ୟ କରିଛନ୍ତି |

ବନ୍ଧୁଗଣ ଏହାରି ମଧ୍ୟରେ ଆପଣମାନେ ଭୂମିକାଙ୍କୁ ପୋଲିସ୍ ଡ୍ରେସ୍ ମଧ୍ୟ ଆପଣ ଦେଖିବା ପାଇଁ ନିଶ୍ଚିତ ଭାବରେ ପାଉଥିବେ ତାହେଲେ ଏହି ପୋଲିସ୍ ଡ୍ରେସ୍ ଟି ଆଗାମୀ ଫିଲ୍ମର ସୁଟିଂ ପାଇଁ ପିନ୍ଧିଛନ୍ତି ତେବେ ଆଗାମୀ ଫିଲ୍ମରେ ସେ ଗୋଟିଏ ପୋଲିସ୍ ହୋଇଛନ୍ତି ପୋଲିସ୍ ଅଫିସରର କାମ କରୁଛନ୍ତି ଯେଉଁଥିରେ ସେ ନାରୀ ମାନଙ୍କ ରକ୍ଷା କରିବା ସହିତ ସମାଜରେ ହେଉଥିବା ଭୁଲ ଏବଂ ଅତ୍ୟାଚାର ବିନାଶ କରିବା ପାଇଁ ଚେଷ୍ଟା କରିଛନ୍ତି |

ଦର୍ଶକ ବନ୍ଧୁ ଏହି ଫିଲ୍ମରେ ସେ ଗୋଟିଏ ସୋସିଆଲ ମ୍ୟାସେଜ ଦେଇଛନ୍ତି ପୋଲିସ୍ ମାନଙ୍କ ପାଇଁ ଓ ସମସ୍ତ ଜନସାଧାରଣଙ୍କ ପାଇଁ ସୋସିଆଲ ମ୍ୟାସେଜ୍ ଦେଇଛନ୍ତି ଭୂମିକା ଦାସ ତେବେ ଦର୍ଶକ ବନ୍ଧୁ ଏହି ଫିଲ୍ମରେ ଭୂମିକା ପୋଲିସ୍ ଚରିତ୍ରରେ ଅଭିନୟ କରିଛନ୍ତି ଆଉ ଏହି ଚରିତ୍ରଟିକୁ ସେ ବୋହୁତ ସୁନ୍ଦର ଭାବରେ ଅଭିନୟ କରୁଥିବାର ନଜର ଆସିଛନ୍ତି |

ତାହେଲେ ଆଗାମୀ କିଛିଦିନ ମଧ୍ୟରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି ଭୂମିକା ପୋଲିସ୍ ଭାବରେ ନଜର ଆସିବେ ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଭୂମିକାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଛି ଆଉ ୧୭ ବର୍ଷ ବୟସରେ ସେ ବୋହୁତ ସୁନ୍ଦର ଅଭିନୟ କରୁଛନ୍ତି |

ଆଉ ଏଥିପାଇଁ ତାଙ୍କୁ ଆୱାର୍ଡ଼ ମଧ୍ୟ ଗତ ଦିନମାନଙ୍କରେ ମିଳିଛି ତେବେ ବନ୍ଧୁଗଣ ଆପଣମାନଙ୍କୁ ଭୂମିକା କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାଇବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.