Breaking News

ଭୁଲରେ ମଧ୍ୟ ଏହି ୮ଟି କାମ କରନ୍ତୁ ନାହିଁ ନଚେତ ଦାଣ୍ଡର ଭିକାରୀ ହୋଇଯିବେ !

ଦର୍ଶକବନ୍ଧୁ ଯେଉଁ ଲୋକ ମାନେ ହନୁମାନ ମନ୍ତ୍ର ପାଠ କରିଥାନ୍ତି ସେହି ଲୋକଙ୍କ ଉପରେ କେବେବି ଖରାପ ଶକ୍ତି ପଡ଼ିନଥାଏ ପ୍ରଭୁ ହନୁମାନ ଚିରଞ୍ଜିବି ଅଟନ୍ତି ତାଙ୍କୁ ଶ୍ରୀ ରାମ କଳିଯୁଗରେ ଅନ୍ତ ହେବା ପର୍ଯ୍ୟନ୍ତ ହେବା ପର୍ଯ୍ୟନ୍ତ ମର୍ତ୍ୟ ଲୋକରେ ବସ ବାସ କରିବା ପାଇଁ ବର ଦାନ ଦେଇଛନ୍ତି | ଏଥି ପ୍ରଭୁ ହନୁମାନ ପୃଥିବୀରେ ସମ୍ପୂର୍ଣ୍ଣ ରୂପରେ ଅଛନ୍ତି ଏହାର ମଧ୍ୟ କିଛି ପ୍ରମାଣ ଦେଖିବାକୁ ପାଇଛେ | ସଙ୍କଟ ମୋଚନ ହନୁମାନ ଟଙ୍କା ଭକ୍ତ ମାନଙ୍କୁ ମଧ୍ୟ ଦର୍ଶନ ଦେଇଛନ୍ତି ଆଜିବି କୁହାଯାଏକି ପ୍ରଭୁ ଶ୍ରୀ ରାମଙ୍କ କଥା ପଡିଥାଏ ସେହି କଥା ଶୁଣିବା ପାଇଁ ହନୁମାନ ନିଚୟ ଆସିଥାନ୍ତି ପ୍ରଭୁ ହନୁମାନ ନିଜ ଭକ୍ତ କିଭଳି ରକ୍ଷା କରିଥାନ୍ତି ସେହି ଭଳି ଦୁଷ୍ଟ ମାନଙ୍କୁ ଦଣ୍ଡ ଦେଇଥାନ୍ତି |

ପ୍ରଚୀନ ଧର୍ମ ଅନୁସାରେ ଏମୀଚୀ କିଛି କାମ ଅଛି ଏହାକୁ କରିବା ଦ୍ୱାରା ପ୍ରଭୁ ହନୁମାନ ଙ୍କ କୃପା ପାଇବା ଠାରୁ ବଞ୍ଚିତ ରହିଯାଆନ୍ତି | ଯଦି ଏହି ପୁରୁଷ କେଉଁ କାମ କରିଥାନ୍ତି ସେ କେବେବି ହନୁମାନ ଙ୍କୁ ପ୍ରସନ୍ନ କରିପାରିବେ ନାହିଁ ଏଭଳି ବ୍ୟକ୍ତିଙ୍କୁ ପ୍ରଭୁ ହନୁମାନ ଦଣ୍ଡର ପ୍ରାପ୍ତି ବୋଲି ମାନିଥାନ୍ତି ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ଯାହାକି କୌଣସି ଲୋକ କରିଲେ ତାଙ୍କ ଘରେ ମାତା ଲକ୍ଷ୍ମୀ ଯାଇଥାନ୍ତି ନା ସେମାନଙ୍କୁ ପ୍ରଭୁ ହନୁମାନ ଙ୍କ କୃପା ମିଳିନଥାଏ |

ଏହି ସବୁ ପାପର କାରଣରୁ ହନୁମାନ ଲଙ୍କା ଛାଡିବା ପୂର୍ବରୁ ଏହାକୁ ନଷ୍ଟ କରିଦେଇଥିଲେ ଅର୍ଥାତ ଯେଉଁ ଘରେ ଏଭଳି କାର୍ଯ୍ୟ ହୋଇଥାଏ ସେହି ଯାଗାରୁ ପ୍ରଭୁ ହନୁମାନ ଚାଲିଯାଇଥାନ୍ତି ସେହି ଯାଗାରେ ରହୁଥିବା ଲୋକଙ୍କ ଉପରେ ସବୁବେଳେ ଦରିଦ୍ର ଆସିଥାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ନା ସୁଖ ସାମ୍ୱବୃତି ବଢିଥାଏ ଏବଂ ଚାଲନ୍ତୁ ଜାଣିବା କେଉଁ ଲୋକ ଙ୍କ ଉପରେ ପ୍ରଭୁ ହନୁମାନ କୃପା କରନ୍ତି ନାହିଁ |

ଯେଉଁ ଘରେ ପ୍ରଭୁଙ୍କୁ ଉପରେ ବିଶ୍ୱାସ ଉପରେ ନଥାଏ ଏବଂ ଯେଉଁ ଠାରେ ଦେବା ଦେବୀଙ୍କ ଅପମାନ କରାଯାଇଥାଏ ଏଭଳି ଘରେ କେବେବି ପ୍ରଭୁ ହନୁମାନଙ୍କ କୃପା ମିଳିନଥାଏ | ଯେଉଁ ମାନେ ଆମିଷ ପ୍ରତେକ ଦିନ ଖାଇଥାନ୍ତି ଏବଂ ମଦ୍ୟ ପାନ ମଧ୍ୟ କରିଥାନ୍ତି ଏଭଳି ଘରୁ ମାତା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ଏଭଳି ଘରେ ରହୁଥିବା ଲୋକ ସବୁବେଳେ ସେହି ଦରିଦ୍ର ହୋଇ ରହିଥାନ୍ତି ଶାସ୍ତ୍ର ଅନୁସାରେ ଯେଉଁ ଲୋକ ପ୍ରତେକ ଦିନ ମଦ୍ୟ ପାନ କରିଥାଏ ଓ ଆମିଷ ଖାଇଥାନ୍ତି ସେହି ଲୋକଙ୍କୁ କେବେବି ପ୍ରଭୁ ହନୁମାନଙ୍କ ଆଶ୍ରିବାଦ ମିଳିନଥାଏ |

ଯେଉଁ ଘର ଅପରିଷ୍କାର ହୋଇ ରହିଥାଏ ସବୁବେଳେ ଅସନା କାର୍ଯ୍ୟ କରାଯାଇଥାଏ ଓ ଲୋକେ ଏହାକୁ ନିଦା କରିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ କୃପା ରହିନଥାଏ | ଯେଉଁ ଘରେ ସାଧୁ ସନ୍ଥଙ୍କର ଅପମାନ କରାଯାଇଥାଏ ଏବଂ ସେମାନଙ୍କ ବିଷୟରେ ଖରାପ କଥା ଆଲୋଚନା କରାଯାଇଥାଏ ସେହି ଭଳି ଲୋକ ଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ମିଳିନଥାଏ | ଯେଉଁ ଘରେ ଚରିତ୍ର ହିଁ ଲୋକ ରହିଥାନ୍ତି କିମ୍ବା ପର ସ୍ତ୍ରୀ ଏବଂ ପର ଝିଅ ଉପରେ ନଜର ପକାଇଥାନ୍ତି ଅଥବା ତାଙ୍କ ସହିତ ଖରାପ ସମ୍ପର୍କ ରଖିଥାନ୍ତି ସେହି ଭଳି ଲୋକ ଙ୍କୁ କର୍ମର ଦଣ୍ଡ ଭଗବାନ ତାଙ୍କୁ ଦଣ୍ଡର ଭୀତରୀ ମଧ୍ୟ କରିଦେଇଥାନ୍ତି |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.