Breaking News

ଭୁଲରେ ବି ମଙ୍ଗଳବାର ଦିନ ଏହି ପାଞ୍ଚଟି କାମ କରନ୍ତୁ ନାହିଁ ,ନହେଲେ ବରବାଦ ହେଇଯିବେ

ଭୁଲରେ ବି ମଙ୍ଗଳବାର ଦିନ ଏହି ପାଞ୍ଚଟି କାମ କରନ୍ତୁ ନାହିଁ ,ନହେଲେ ବରବାଦ ହେଇଯିବେ ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ଏହି ପାଞ୍ଚ ଟି କାମ କରି ଥାଏ ତାର ବରବାଦି କୁ ସ୍ଵୟଂ ବଜରଙ୍ଗବାଲୀ ମଧ୍ୟ ଅଟକାଇ ପାରିବେ ନାହିଁ |ଏପରି ବ୍ୟକ୍ତି ଙ୍କ ଉପରେ ଦୁଃଖ ର ବାଦଲ ଛାଇ ଯାଇ ଥାଏ |ଭଗବାନ ହନୁମାନ ଏହି ବ୍ୟକ୍ତି ଙ୍କ ଜୀବନ ରେ ମହା ପ୍ରଳୟ ଆଣିଥାନ୍ତି |ସେଥିପାଇଁ ମଙ୍ଗଳବାର ଦିନ ଭୁଲ ରେ ବି ଏହି କାମ କରନ୍ତୁ ନାହିଁ |ମଙ୍ଗଳବାର ଏବଂ ଶନି ବାର ଦିନ ଭଗବାନ ହନୁମାନ ଙ୍କର ପୂଜା କରା ଯାଇଥାଏ |ତେବେ ଚାଲନ୍ତୁ ଜାଣିବା ସେହି ଭୁଲ ଯାହା ଆପଣଙ୍କୁ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ |ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ |ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ଵାରା କିନ୍ନର ସନ୍ତାନ ଜନ୍ମ ହୋଇ ଥାନ୍ତି |ସେଥି ପ୍ରତି ସାବଧାନ ରହିବା ଉଚିତ |

ଦ୍ଵିତୀୟ ରେ ହେଉଛି ଏହି ଦିନ କ୍ଷୀର ତିଆରି ଜିନିଷ ଖାଇବା ଅନୁଚିତ |ଏହି ଦିନ କ୍ଷୀର ରେ ତିଆରି ମିଠା ଖାଇବା ଉଚିତ ନୁହେଁ କାରଣ କ୍ଷୀର କୁ ଚନ୍ଦ୍ରମା ଙ୍କ କାରକ ବୋଲି କୁହା ଯାଇଥାଏ |ଚନ୍ଦ୍ରମା ଏବଂ ମଙ୍ଗଳ ଦୁହେଁ ଦୁହିଙ୍କ ବିରୋଧି ହୋଇଥିବା ରୁ ଏହି ଦିନ କ୍ଷୀର ତିଆରି ଜିନିଷ ଖାଇବା ଉଚିତ ନୁହେଁ |

ତୃତୀୟ କାମ ଟି ହେଉଛି ଲୁହା ଜିନିଷ କିଣନ୍ତୁ ନାହିଁ |ଶନି ବାର ପରି ମଙ୍ଗଳବାର ମଧ୍ୟ ଲୁହା ଜିନିଷ କିଣନ୍ତୁ ନାହିଁ |ଏହି ଦିନ ଖାସ କରି ଲୁହା ନିର୍ମିତ ଧାରୁଆ ଜିନିଷ କିଣନ୍ତୁ ନାହିଁ |

ଏହା ବ୍ଯତୀତ ମଙ୍ଗଳବାର ଦିନ ନଖ ,ଚୁଟି ଆଦି କାଟିବା ଉଚିତ ନୁହେଁ |ଏପରି କରିବା ଦ୍ଵାରା ହନୁମାନ ରାଗି ଥାଆନ୍ତି |ସୌନ୍ଦର୍ଜ୍ୟ ପ୍ରସାଧନ ସାମଗ୍ରୀ ଏହି ଦିନ କ୍ରୟ କରିବା ଅନୁଚିତ |

ମଙ୍ଗଳବାର ଦିନ ଏହା କିଣିବା ଉଚିତ ନୁହେଁ |ପଞ୍ଚମ କାମ ଟି ହେଉଛି ଏହି ଦିନ ମାଛ ,ମାଂସ ,ମଦ ଆଦି ରୁ ଦୂର ରେ ରୁହନ୍ତୁ |ଏହି ଦିନ ଏହି ସବୁ ଜିନିଷ ସେବନ କଲେ ଭଗବାନ ହନୁମାନ ଙ୍କର କ୍ରୋଧ ର ସାମ୍ନା କରିବାକୁ ପଡେ |ସେଥିପାଇଁ ଏହି ସବୁ ଭୁଲ କରନ୍ତୁ ନାହିଁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପୁଣି ସରକାର କରିଲେ ବଡ଼ ଘୋଷଣା, ଏକା ଥରକେ ଏତେ ଟଙ୍କା ଶସ୍ତା ହେଲା ସୁନା(Gold), ଶୁଣିକି ଏବେ ହିଁ କିଣିଦେବେ ଆପଣ…

ବର୍ତମାନର ବଡ଼ ଖବର ଯାହାକି ସୁନା ରୁପା ଦରକୁ ନେଇ ଫୁଣି କମିଲା ସୁନା ରୁପା ଦର ଯେମିତିକି ଆପଣ …

Leave a Reply

Your email address will not be published.