Breaking News

ଦେଖନ୍ତୁ ଭିଡିଓ – ଭୂଲ ଇଂଜେକସନ ପାଇଁ ଚାଲିଗଲା ନବବଧୂ ଙ୍କ ଜୀବନ , ପୁରା ଘଟଣା ଜାଣି ଦୁଃଖିତ ହେବେ …

ଡାକ୍ତର ମାନଙ୍କୁ ଭଗବାନ ଙ୍କ ତ୍ୱିତିୟ ଅବତାର ବୋଲି ମାନିଥାନ୍ତି। କାହିଁକି ନା ଭଗବାନ ଙ୍କ ପରେ ଡାକ୍ତର ହିଁ ମଣିଷ ର ରୋଗ ଭଲ କରିଥାଏ। ଏବଂ ମୃତ୍ୟୁ ମୁଖରୁ ଫେରାଇ ଆଣି ଜୀବନ ଦାନ ଦେଇଥାଏ। ତେବେ ଜଣେ ଭଲ ଡାକ୍ତର ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ରାତି ଦିନ ଏକ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପାଠ ପଢି ସେ ବିଷୟରେ ନୂଆ ନୂଆ କଥା ଗବେଷଣା କରି ଡାକ୍ତର ହୋଇଥାନ୍ତି।ତେବେ ଆଜି କାଲି କିଛି ପଇସା ବଳରେ ଡାକ୍ତର ତ ହୋଇଯାଉଛନ୍ତି ହେଲେ ପାଠ ପଢୁନାହାନ୍ତି କି ସେ ବିଷୟରେ କିଛି ଜାଣୁ ନାହାନ୍ତି।

ଚିକିତ୍ସା ରେ ଅବହେଳା କରି ଲୋକ ଙ୍କୁ ମାରି ଦେଉଛନ୍ତି। ତେବେ ଆଜି କାଲି ଡାକ୍ତର ଙ୍କ ଉପରେ କିଏ କରିବା ଭରସା। ହଁ ଆଜ୍ଞା ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଚି ଯାହାକୁ ଶୁଣିଲେ ଆପଣଙ୍କର ଡାକ୍ତର ମାନଙ୍କ ଉପରୁ ବିଶ୍ୱାସ ହିଁ ଉଠିଯିବ। ଡାକ୍ତର ମାନଙ୍କ ଭୁଲ ଇଂଜେକସନ ପାଇଁ ଆଜି ଚାଲିଯାଇଛି ଜଣେ ନବବିବାହିତା ଙ୍କ ଜୀବନ। ଉକ୍ତ ମହିଳା ଜଣଙ୍କର ଘର ହେଉଛି ମେଣ୍ଢାସଳ ଗ୍ରାମରେ ସେଇ ଏଇ ଗତ ବାର ଦିନ ହେବ ଭୁବନେଶ୍ୱର ବରମୁଣ୍ଡା ର ବାସୀନ୍ଧା ଅଜିତ ରଣସିହଁ ଙ୍କୁ ବାହା ହେଇଥିଲେ।

କିନ୍ତୁ ବାହାଘର ର ଠିକ ବାର ଦିନ ରେ ହଠାତ ତାଙ୍କ ଦେହ ଅସୁସ୍ତ ହେବାରୁ ତାଙ୍କୁ ତାଙ୍କ ସ୍ୱାମୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁଃଖର ବିଷୟ ସେହି ହସ୍ପିଟାଲରେ ତାଙ୍କର ମୃତୁ ହେଇଥିଲା। ତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ଡାକ୍ତର ମାନେ ତାଙ୍କ ସ୍ତ୍ରୀଙ୍କୁ ଭୂଲ ଇଂଜେକସନ ଲଗାଇଛନ୍ତି ସେଥିପାଇଁ ହିଁ କେବଳ ତାଙ୍କର ମୃତୁ ହେଇଚି ଏଥିପାଇଁ କେବଳ ହସ୍ପିଟାଲ ଦାୟୀ। ତେଣୁ ସେ ଓ ତାଙ୍କ ପରିବାର ଲୋକେ ସେହି ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ରେ ଏହା ବି ଲେଖାଅଛି କି ସେମାନେ ଯେତେବେଳେ ଏ ବିଷୟରେ ମେଡିକାଲ କର୍ମଚାରୀ ଙ୍କି ପଚାରି ଥିଲେ ହସ୍ପିଟାଲରେ ଥିବା ସିକିଉରିଟି ଓ ବାଉଁଶର ମାନେ ତାଙ୍କୁ ମାର ଧର କରିଥିଲେ। ତେଣୁ ପୋଲିସ ଏ ନେଇ ଏବେ ତଦନ୍ତ ଚଲେଇଛି । ଏପର୍ଯ୍ୟନ୍ତ ବି କିଛି ସଠିକ ଭାବେ ଜଣାପଡ଼ିନାହିଁ। କିନ୍ତୁ ସେଠାକାର ଡାକ୍ତର ମାନଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କର ହୃଦଘାତ କାରଣରୁ ମୃତୁ ହେଇଚି ଏଥିରେ ହସ୍ପିଟାଲ ର କିଛି ବି ଭୂଲ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *