Breaking News

Bhubaneswar ଫେରିବା ରାତିର ଘଟଣା, ଯାହାକୁ ଦେଖିବା ପରେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ, ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ !

ହେଲୋ ଫ୍ରେଣ୍ଡ୍ ପ୍ରିୟା କହିଛନ୍ତି ଘଟଣା ଟି ତାଙ୍କ ସହିତ ଘଟିଥିଲା 2017 ମସିହାରେ ଅର୍ଥାତ୍ ଆଜି କୁ ଠିକ୍ 5 ବର୍ଷ ତଳେ ସେତେ ବେଳେ ସେ ଭୁବନେଶ୍ଵରରେ ଏକ ଫାର୍ମା କମ୍ପାନୀରେ ଚାକିରୀ କରୁଥିଲେ କାମ କରିବା ଭିତରେ ସେଥି ତାଙ୍କର 3 ଜଣ ଘନିଷ୍ଠ ସଙ୍ଗ ହୋଇଗଲେ ବିବେକ ସଂଗ୍ରାମ ଓ ବିନିତା ସେହି 4 ଜଣ ଗୋଟେ ସେକ୍ଟର ସେ କାମ କରନ୍ତି ତେଣୁ ଅଫିସିଆଲି କାମରେ ଦିନ କମ୍ପାନୀ ସେମାନଙ୍କୁ ୱେଷ୍ଟ ବେଙ୍ଗଲ ପାଠଇଲା ଟ୍ରିପ 4 ଦିନର ଥାଏ ଏବଂ କାମ ଶେଷ ହେବାର ଶେଷ ଦିନ ଦଶହରା ମଧ୍ୟ ଥାଏ କଲିକତାର ଦଶହରା କରିଲେ ସାରା ଭାରତ ପ୍ରସିଦ୍ଧ

ତେଣୁ ବିନୀତା ଜିଦ୍ କରିଲା ଭୁବନେଶ୍ୱର ଯିବା ପୂର୍ବରୁ କଲିକତାର ଦଶହରା ବୁଲିକି ଯିବା ପାଇଁ ତାହା କଥାରେ ସମସ୍ତେ ରାଜି ହୋଇଗଲେ କାହିଁକି ନା ଏହା ପୂର୍ବରୁ ସେମାନେ ମଧ୍ୟ କେବେ କଲିକତାରେ ଦଶହରା ବୁଲିକି ଦେଖି ନଥିଲେ ତାହା ପରେ ସମସ୍ତେ ନିଜ ନିଜର ଲଗେଜ୍ ପ୍ୟାକ କରି ହୋଟେଲ ରୁ ବାହାରି ଆସିଲେ ଆଉ ଗଡିଲେ ଲଗେଜ ରଖି ବାହାରିଲେ କୋଲକାତା ବୁଲିବା ପାଇଁ କଲିକତା ଯିବା ସମୟରେ ସେହି 4 ଜଣ ସାଙ୍ଗ ଖୁବ ସାରା ମଜା କରି ଯାଇଥାନ୍ତି ଆଉ କଲିକତାରେ ପହଞ୍ଚିବା ପାଇଁ ଆଉ ମାତ୍ର 20 ମିନିଟ ସମୟ ଥାଏ ଠିକ୍ ସେହି ସମୟରେ ସେମାନଙ୍କର ଗାଡ଼ି ଅଟକି ଗଲା ସେମାନଙ୍କୁ ଲାଗିଲା କି ଗାଡ଼ି ତଳେ କିଛି ବଡ ଜିନିଷ ଆସି ଯାଉଛି ବିବେକ ଗାଡିରୁ ତଳକୁ ଓହ୍ଲେଇ ଦେଖିଲା ତାଙ୍କ ଗାଡ଼ି ଏକ ଚାରି ଛକିରେ ଠିଆ ହୋଇଛି ଏବଂ ଟାୟାର ତଳେ ଗୋଟେ କଳା ବିଲେଇ ମରିକି ପଡ଼ିଛି ତାହା ସହିତ ଦୁଇଟି ଲେମ୍ବୁ ମଧ୍ୟ ରଖା ଯାଇଛି

ରାସ୍ତା ସେତେ ବେଳେ ଶୁନଶାନ୍ ଥିଲା ବିବେକ ଏହି ସବୁ କଥା ସମସ୍ତ ଙ୍କୁ କହିଲା ତାକୁ ଲାଗୁଥାଏ କେହି ବୋଧେ କିଛି ମାଜାକ୍ କରିଛି ନିଛାଟିଆ ରାସ୍ତା ର ଫାଇଦା ନେଇକି ସେତେ ବେଳେ ବିନିତାକୁ କିଛି ଅଜବ ଅନୁଭବ ହେଉଥାଏ ତାକୁ ଲାଗୁଥାଏ ଯେମିତି କିଛି ବଡ ଅଘଟଣ ଘଟିବା ପାଇଁ ଯାଉଛି ଏହି ସମ୍ପର୍କରେ ବିନିତା କାହାକୁ କିଛି କହିବା ଆଗରୁ ବିବେକ ଗାଡ଼ି ଚଲେଇ ଆଗକୁ ପଳେଇଲା ସେଠାରୁ ସେମାନେ କିଛି ବାଟ ଆସିଛନ୍ତି କି ନାହିଁ ପୁଣି ଥରେ ତାଙ୍କ ଗାଡ଼ି ରହିଗଲା ଏହା ଦେଖି ବିବେକ ପୁଣି ଥରେ ଗାଡ଼ି ରୁ ତଳକୁ ଓହ୍ଲାଇଲା ଆଉ ବାହାରକୁ ଆସି ଦେଖେତ ସେହି ଟାୟାର ଫାଟି ଯାଇଛି ଯାହା ତଳେ ସେହି କଳା ବିଲେଇ ଆଉ ଲେମ୍ବୁ ପଡ଼ିଥିଲା ଆଉ ସମସ୍ତେ ଗାଡିରୁ ବାହାରକୁ ଆଦି କଣ କରିବେ ବୋଲି ଚିନ୍ତା କଲେ ସେତେ ବେଳେ ସଂଗ୍ରାମ କହିଲା କି ଆଉ ଅଳ୍ପ ବାଟ ପରେ ତାଙ୍କର ଲୋକେସନ ଚାଲ ଚାଲି ଚାଲି କଥା ବାର୍ତ୍ତା ହୋଇ ଯିବା ପାଇଁ ଓ ମେଚାନିକ କୁ କଣ ପାଇଁ ଏହି ଶୁନଶାନ୍ ରାସ୍ତାରେ ଅପେକ୍ଷା କରିବେ

ସେଥି ତା କଥା ସମସ୍ତଙ୍କୁ ଠିକ୍ ଲାଗିଲା ସେଥି ପାଇଁ କାର କୁ ସାଇଡ ରେ ପାର୍କ କରି ସେମାନେ ଆଗକୁ ଚାଲିଲେ କିଛି ବାଟ ଚାଲିବା ପରେ ବିନିତାକୁ ଯେମିତି ଲାଗିଲା କେହି ଜଣେ ତାକୁ ଗାଡ଼ି ପାଖରୁ ଡାକୁଛି ତେଣୁ ବାରମ୍ବାର ସେ ପଛକୁ ବୁଲି ଚାହୁଁ ଥାଏ ବିବେକ ପ୍ରିୟା ସହିତ ଚାଲୁଥିଲା ସେଥି ତାର ନଜର ପ୍ରିୟା ର ଜୋତା ଉପରେ ପଡ଼ିଲା ଆଉ ପ୍ରିୟାକୁ ଅଟକାଇ କହିଲା ତୋ ଯୋତାରେ ରକ୍ତ ଲାଗିଛି ଠିକ୍ ସେହି ସମୟରେ ସଂଗ୍ରାମ ଜୋରରେ ତଳକୁ ଖସି ପଡିଲା ଯାହା ଦେଖି 3 ଜଣ ଖୁବ୍ ହସିଲେ କିନ୍ତୁ ସଂଗ୍ରାମ ତାକୁ ଉଠୁ କହିଲା ତାକୁ କେହି ଜଣେ ପଚାରୁ ଜୋରରେ ଧକା ଦେଲା ଯାହା ଫଳରେ ସେ ତଳେ ଖସି ପଡିଲା ସଂଗ୍ରାମ ର ଏହି କଥା ଶୁଣି ସମସ୍ତେ ଆର୍ଶ୍ଚଯ୍ୟ ହୋଇଗଲେ କାହିଁକି ନା ସେହି ରାସ୍ତାରେ ସେହି 4 ଜଣଙ୍କ ଛଡା ଆଉ କେହି ବି ନଥିଲେ ଏହା ସେମାନେ ଭାବୁ ଭାବୁ ଠିକ୍ ସେହି ସମୟରେ ଗାଡ଼ି ପାଖରୁ ବିନିତାର ଖୁବ୍ ଜୋରରେ ଚିତ୍କାର ଶୁଭିଲା ଆଉ ଆମେ ଯେତେ ବେଳେ ଦେଖିଲୁ ବିନିତା ଦୌଡ଼ି ଦୌଡ଼ି ତାଙ୍କ ପାଖରୁ ଆସୁଛି

କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସହିତ ଯିଏ ଆସୁଥିଲା ସିଏ କିଏ ଥିଲା ଏହା ଭାବି ସମସ୍ତେ ନିଜ ନିଜ ମୁହଁକୁ ଚାହୁଁ ଥିଲେ କେହି କାହାକୁ କିଛି କହୁନଥିଲେ ଆଉ ବିନିତା ଆସି କହିଲା ତମେ ମାନେ ମତେ ଗାଡିରେ ଛାଡି କେମିତି ଆଡ଼ିଲ ବିନିତାର୍ ଏହି କଥା ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରି ଦେଲା ଆଉ ପ୍ରିୟା ଚୁପ୍ ହୋଇ ଠିଆ ହୋଇଥିଲା ଏହା ଦେଖି ସଂଗ୍ରାମ ପ୍ରିୟାକୁ କହିଲା ତୋର କଣ ହେଲା ପ୍ରିୟା ହାତ ଦେଖେଇ ଗୋଟିଏ ଗଛ ଆଡକୁ ଦେଖେଇଲା ଆଉ ସମସ୍ତେ ସମସ୍ତେ ଦେଖିଲେ କୁ ସେହି ଗଛରେ ଗୋଟିଏ ସ୍ତ୍ରୀ ଲୋକ ଓଲଟା ଝୁଲୁଥିବାର ନଜର ଆସିଲା ଆଉ ସେହି ସ୍ତ୍ରୀ ଲୋକର ଚେହେରା ଏତେ ଭୟାନକ ଦେଖା ଯାଉଥିଲା କି ପ୍ରିୟା ସେଠାରେ ବେହୋଶ ହୋଇଗଲେ ସେହି ସ୍ତ୍ରୀ ଲୋକ ଏମାନଙ୍କୁ ଅନାଇ ହସୁଥାଏ ଓ ତାର ଠିକ୍ ଉପରେ ଗୋଟିଏ କଳା ବିଲେଇ ବସିଥାଏ ଯାହାର ଆଖୁ ପୁରା ଲାଲ୍ ଦେଖା ଯାଉଥାଏ

ଏହା ଦେଖି ସମସ୍ତେ ଡରି ଗଲେ ଏବଂ ପ୍ରିୟାକୁ ସାଙ୍ଗରେ ନେଇ ଆଗକୁ ଦୌଡିବା ପାଇଁ ଲାଗିଲେ ସେମାନେ ଦୌଡ଼ି ଦୌଡ଼ି ଗୋଟିଏ ଦଶହରା ମଣ୍ଡପ ପାଖରେ ପହଞ୍ଚିଲେ ଆଉ ସେଠାରେ ପ୍ରିୟାକୁ ପାଣି ଚିଞ୍ଚି ହୋଶ କୁ ଆଣିଲେ ଏହା ପରେ ସେହି 4 ଜଣ ସେହି ଦଶହରା ମଣ୍ଡପରେ ରହିଲେ ସକାଳ ସେବା ପରେ ମେକାନିକ ଡାକି ଗାଡ଼ି ଠିକ କରିବା ପରେ ସେମାନେ ବାଜଳିଲେ ଭୁବନେଶ୍ୱର ଆସିବା ପାଇଁ ସେପର୍ଯ୍ୟନ୍ତ ସମସ୍ତେ ଠିକ୍ ଥିଲେ ହଠାତ୍ ବିନିତା ଠିକ୍ ରେ ନିଶ୍ବାସ ନେଇ ପାରିଲା ନାହିଁ ଦେଖୁ ଦେଖୁ ସେ ସେମାନଙ୍କ ଆଖି ସାମ୍ନାରେ ଚାଟ ପଟ ହୋଇ ମରିଗଲା ବିନିତାର ଅଚାନକ ମୃତ୍ୟୁ ସେମାନଙ୍କର ପ୍ରାଣ ନେଇ ସାରିଥାଏ ସେମାନେ ରାସ୍ତା ସାରା ନିର୍ଜୀବ ବସ୍ତୁ ଭଳି ବସିଥାନ୍ତି କିଛି ଘଣ୍ଟାର ଯାତ୍ରା ପରେ ସେମାନେ ଆଦି ଭୁବନେଶ୍ୱର ରେ ପହଞ୍ଚିଲେ ସେତେ ବେଳେ ସେମାନେ ବିନିତାକୁ ହରାଇ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଥାଉ କିଛି ଦିନ ବିତିଗଲା ଧୀରେ ଧୀରେ ସମସ୍ତେ ନିଜର ନର୍ମାଲ ଅବସ୍ଥାକୁ ଆସୁଥିଲେ

ଦିନେ ଲଞ୍ଚ ସମୟରେ ସେହି ପ୍ରିୟ ବିବେକ ଓ ସଂଗ୍ରାମ ବିନିତା କୁ ମାନେ ପକାଇ ଥାଉ ସେଦିନର ଏକ ଘଟଣା ପ୍ରିୟା ର ମାନେ ପଡ଼ିଲା ସେ ଦିନ ଭୟ କାରଣ ରୁ ସେ କାହାକୁ କହି ନଥିଲା ସେ କହିଲା ସେଦିନ ଭୁବନେଶ୍ୱର ଫେରିବା ସମୟରେ ବିନିତା ବାରମ୍ବାର ବାହାରକୁ ଦେଖୁଥାଏ ପ୍ରିୟ ଯେତେ ବେଳେ ବାହାରକୁ ଦେଲେ ସେହି ଗଛରେ ଯେଉଁ ପ୍ରେତ ଆତ୍ମା ବସିଥିଲା ଠିକ୍ ସେହି ଗାଜାରେ କଳା ବିଲେଇ ବସିଛି ଆଉ ସେହି ବିଲେଇ ବିନିତା କୁ ଏକ ଲୟରେ ଚାହିଁଛି ବିନିତା ମଧ୍ୟ ସେହି ବିଲେଇ କୁ ଦେଖି ମୁରୁକି ହସୁଛି ଆଉକିଛି ସମୟ ପରେ ବିନିତାର ଆଖି ଲାଲ ହୋଇଗଲା ଆଉ ତାର ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଗଲା ବିନିତା ଙ୍କୁ ଛାଡି ଚାଲି ଯିବାର ପ୍ରାୟ 5 ବର୍ଷ ବିତି ଗଲାଣି ଆଜିବି ତାର ଜାଗା ସେମାନଙ୍କ ହୃଦୟରେ ଖାଲି ପଡ଼ିଛି ସେହି ସ୍ତ୍ରୀ ଲୋକ କିଏ ଥିଲା ଆଉ ସେମାନଙ୍କ ସହିତ ଏମିତି କାହିଁକି କଲା ଆଜି ପର୍ଯ୍ୟନ୍ତ ସେମାନେ ଜାଣି ପାରିଲେ ନାହିଁ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.