Breaking News

ଭାରତ ର ସବୁଠାରୁ ସୁନ୍ଦରୀ IPS ଅଫିସର ଯାହାଙ୍କୁ ଦେଖିବାକୁ ଲୋକ ତ ଲୋକ ଚୋର ଙ୍କର ମଧ୍ୟ ଲାଗିଯାଏ ଭିଡ଼, ଏତେ ସୁନ୍ଦର ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ !

ଦର୍ଶକବନ୍ଧୁ ଆମ ସମାଜରେ ସରକାରୀ ଚାକିରୀର ବୋହୁତ ଅଧିକ ଭ୍ୟାଲୁ ରହିଛି ଏମିତିରେ ଆମ ଦେଶରେ ବୋହୁତ ପ୍ରକାର ସରକାରୀ ଚାକିରୀ ରହିଛି ଆଉ ଅଧିକାଂଶ ସରକାରୀ ଚାକରଙ୍କୁ ଆମେ ଗାଳି ବି ଦେଇଥାନ୍ତି କିନ୍ତୁ ସରକାରୀ ଚାରକଙ୍କ ଉପରେ ଆମେ ଯେତେ ରାଗନ୍ତି ତାଠାରୁ ଅଧିକ ଆମେ ସରକାରୀ ଚାକିରୀକୁ ଭଲ ପାଆନ୍ତି ତେବେ ଏହିପରି କିଛି ସରକାରୀ ପଦବୀ ରହିଥାଏ ଯାହା ବୋହୁତ କଷ୍ଟରେ ମିଳିଥାଏ |

ଯେପରିକି ଆଇଏଏସ ଓ ଆଇପିଏସ୍ କିଏ ସମାଜରେ ସୁଧାର ଆଣିବା ପାଇଁ ଏହି ପଦବୀ ବଛିଥାଏ ତ ଆଉ କିଏ ଆଉ କିଏ ଭଲ ଟଙ୍କା ଆଉ ନିଜର ମାନସମ୍ମାନ ପ୍ରତିଷ୍ଠା ପାଇଁ ଏହି ପଦବୀକୁ ଆସିଥାଏ ତେବେ ଆଜି ଆସନ୍ତୁ ଆମେ ଏପରି ଆଇଏଏସ ଆଉ ଆଇପିଏସ୍ ଙ୍କ ବିଷୟରେ ଜାଣିବା ଯିଏ ନିଜ କାମକୁ ତ ଠିକ୍ ଭାବରେ କରୁଛନ୍ତି କିନ୍ତୁ ଏମାନେ ଏତେ ସୁନ୍ଦର ଯେ ମଡେଲିଂରେ ମଧ୍ୟ ନିଜର କ୍ୟାରିୟର ଗଢି ପାରିଥାନ୍ତେ |

ଆଇଏଏସ ଟିନା ଧାବି
ଟିନା ଧାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି ଆଉ ତାଙ୍କ ଭଉଣୀ ମଧ୍ୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି ନଭେମ୍ବର ୯ ତାରିଖ ୧୯୯୩ ମସିହାରେ ଭୋପାଲ୍ ରେ ଜନ୍ମ ଗ୍ରହଣ କରିଥିଲେ ଟିନା ସେ ୨୦୧୫ ମସିହାରେ ଶିଭିଲ୍ ପରୀକ୍ଷାରେ ଟପର ରହିଥିଲେ ଟିନା ମାତ୍ର ୨୨ ବର୍ଷ ବୟସରେ ହିଁ ନିଜର ପ୍ରଥମ ପ୍ରୟାସରେ ଆଇଏଏସ ପରୀକ୍ଷାରେ ଟପ୍ କରିଥିଲେ ଆଉ ଆଜି ଆଇଏଏସ ଟିନା ଧାବି ରାଜସ୍ଥାନ ସରକାର ଜଏଣ୍ଟ ସେକେଟ୍ରି ପୋଷ୍ଟରେ ଅଛନ୍ତି।

ଆଇଏଏସ ବି ଚନ୍ଦ୍ରକଳା
୨୭ ସେପ୍ଟେମ୍ବର ୧୯୭୯ ମସିହାରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା ୨୦୦୮ ବ୍ୟାଚ ଆଇଏଏସ ଅଫିସର ଚନ୍ଦ୍ରକଳାଙ୍କୁ ସିଭିଲ ପରୀକ୍ଷାରେ ୪୦୯ ସ୍ଥାନ ମିଳିଥିଲା ଚନ୍ଦ୍ରକଳାଙ୍କ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଆଉ କ୍ଲାସ୍ ୧୨ ରେ ତାଙ୍କର ବାହାଘର କରିଦିଆଯାଇଥିଲା କିନ୍ତୁ ବାହାଘର ପରେ ସେ ଅନେକ ଥର ପରୀକ୍ଷାରେ ଫେଲ୍ ହୋଇଥିଲେ ଆଉ ଚତୁର୍ଥ ପ୍ରୟାସରେ ସେ ୨୦୦୮ ମସିହାର ପରୀକ୍ଷାରେ ପାସ୍ କରି ଆଇଏଏସ ହୋଇଥିଲେ।

ଆଇପିଏସ୍ ସଂଯୁକ୍ତା ପାରାସଦ୍
ସଂଯୁକ୍ତା ପାରାସଦ୍ ୨୦୦୬ ବ୍ୟାଚ୍ ର ଆଇପିଏସ ଅଫିସର ଅଟନ୍ତି ତାଙ୍କ ଜନ୍ମ ଆସାମରେ ୩ ଅକ୍ଟୋବର ୧୯୭୯ ମଧ୍ୟରେ ହୋଇଥିଲା ସଂଯୁକ୍ତା ପଲିଟିକାଲ ସାଇନ୍ସ ନେଇ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ କଲେଜ୍ ରୁ ଗ୍ରାଯୁଏସନ୍ ଶେଷ କରିଛନ୍ତି ଆଇପିଏସ୍ ସଂଯୁକ୍ତା ପାରାସଦ୍ ୨୦୦୬ ରେ ସିଭିଲ ପରୀକ୍ଷାରେ ୮୫ ସ୍ଥାନ ହାସଲ କରିଥିଲେ ଆଉ ଏହାପରେ ସେ ଆଇପିଏସ୍ ବନିଥିଲେ ଆଉ ତାଙ୍କୁ ଲେଡ୍ଡି ସିଙ୍ଘମ ମଧ୍ୟ କୁହାଯାଇଥାଏ ସେ ୧୫ ମାସରେ ୧୬ ଟି ଏନ୍କାଉଣ୍ଟର କରିଥିଲେ ଆଉ ସେବେଠାରୁ ସେ ଲେଡ୍ଡି ସିଙ୍ଘମ ବନି ଯାଇଛନ୍ତି।

ଆଇପିଏସ୍ ମ୍ୟାରେନ୍ ଯୋସର୍
ମ୍ୟାରେନ୍ ଯୋସର୍ ଙ୍କ ଜନ୍ମ ୨୦ ଅପ୍ରେଲ ୧୯୯୦ ରେ କେରଳରେ ହୋଇଥିଲା ଆଉ ସେ ଦିଲ୍ଲୀର ସେନ୍ସଷ୍ଟିଫନ୍ କଲେଜରୁ ନିଜର ଗ୍ରାଯୁଏସନ୍ ଆଉ ମାଷ୍ଟର ଡ଼ିଗ୍ରୀ ଶେଷ କରିଲେ ମ୍ୟାରେନ୍ ଯୋସର୍ କେରଳର ସବୁଠୁ କମ୍ ବୟସର ଆଇପିଏସ୍ ଅଫିସର ଅଟନ୍ତି ସେ ୨୫ ବର୍ଷ ବୟସରେ ହିଁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ୍ କରି ନେଇଥିଲେ ୨୦୧୨ ରେ ସେ ନିଜର ପ୍ରଥମ ପ୍ରୟାସରେ ନିଜର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ କରିଥିଲେ ଆଉ ସମଗ୍ର ଇଣ୍ଡିଆରେ ୧୮୮ ସ୍ଥାନ ହାସଲ କରିଥିଲେ।

ଆଇଏଏସ ସ୍ମିତା ଅଗ୍ରୱାଲ
ସ୍ମିତା ଅଗ୍ରୱାଲଙ୍କ ଜନ୍ମ ୧୯ ଜୁନ ୧୯୭୭ ରେ ଦ୍ରାଜଲିଂରେ ହୋଇଥିଲା ତାଙ୍କ ବାପାଙ୍କ ନାମ କର୍ଣ୍ଣଲ୍ ପ୍ରଣବ ଦାସ ଅଟେ ଯିଏକି ଜଣେ ରିଟାର୍ୟଟ ଆର୍ମି ଅଫିସର୍ ଅଟନ୍ତି ସେ କମର୍ସ ଷ୍ଟ୍ରୀମରେ ନିଜର ଗ୍ରାଯୁଏସନ୍ ଶେଷ କରିଥିଲେ ଆଉ ଏହାପରେ ୨୦୦୦ ମସିହାରେ ନିଜର ଦ୍ୱିତୀୟ ପ୍ରୟାସରେ ସେ ପରୀକ୍ଷା ପାସ୍ କଲେ ଆଉ ସେ ପୁରା ଭାରତରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ଆଉ ଆଜି ଆଇଏଏସ ସ୍ମିତା ଅଗ୍ରୱାଲ ଜନତାଙ୍କ ଅଧିକାରୀ ଭାବରେ ବେଶ୍ ପରିଚିତ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.