ହେଲୋ ଫ୍ରେଣ୍ଡ୍ ଭାରତ ଏକ ଏମିତି ଦେଶ ଅଟେ ଯେଉଁ ଠାରେ ଧର୍ମ ଓ ମନ୍ୟତା କୁ ଗୁରୁତ୍ଵ ଦିଆଯାଇଥାଏ ଏଠାରେ ଅନେକ ଏମିତି ମନ୍ଦିର ଅଛି ଯାହା ମଧ୍ୟରୁ କିଛି ନିଜର ପୌରାଣିକ ମହତ୍ଵ ପାଇଁ ଜଣା ଯାଆନ୍ତି ତ ଆଉ କିଛି କଳାତ୍ମକ ଶୈଳୀ ପାଇଁ ପ୍ରସିଦ୍ଧ ଆସନ୍ତୁ ଜାଣିବା 10 ଟି ଏମିତି ରହସ୍ୟ ମଇ ମନ୍ଦିର ବିଷୟରେ ଜାଣିବା ଯାହାର ରହସ୍ୟ ବୈଜ୍ଞାନିକ ମାନେ ମଧ୍ୟ ଜାଣି ପାରୁ ନାହାନ୍ତି ଏମାନଙ୍କ ମଧ୍ୟରୁ କିଛି ମନ୍ଦିରକୁ ନେଇ ଏମିତି ବିଚିତ୍ର ମାନ୍ୟତା ଅଛି ଆପଣ ମଧ୍ୟ ଅର୍ଶ୍ଚଯ୍ୟ ହୋଇଯିବେ |
ନମ୍ବର 1 ରେ କୋଡୁଙ୍ଗଲୁର୍ ଭାଗବତୀ ମନ୍ଦିର – ଭାରତର କେରଳ ରାଜ୍ୟରେ ସ୍ତିତ କୋଡୁଙ୍ଗଲୁର ଭଗବତୀ ମନ୍ଦିର ଏକ ବୋହୁତ ପ୍ରାଚୀନ ମନ୍ଦିର ଅଟେ ଏହି ମନ୍ଦିର ମା ଭଦ୍ରକାଳି ଙ୍କୁ ସମର୍ପିତ ହୋଇଛି ଓ ଏଠାକୁ ଆସିବାକୁ ଭକ୍ତ ମାନେ କୁଡ଼ମ୍ବା କୋଡୁଙ୍ଗୁରୁ ଅମା ନାମରେ ଡାକନ୍ତି କେରଳର ଏହି ମନ୍ଦିର ରେ ମା କାଳୀ ଙ୍କର ରୁଦ୍ର ରୂପ ର ପୂଜା ଅର୍ଚ୍ଚନା କରାଯାଏ ଏହି ମନ୍ଦିର ମଲାବାର ର 64 ଭଦ୍ରକାଳୀ ମନ୍ଦିର ମଧ୍ୟରୁ ପ୍ରମୁଖ ଏହି ମନ୍ଦିରର ସବୁଠାରୁ ରହସ୍ୟମୟ କଥା ଏହା କି ଏଠାରେ ହେଉଥିବା ପୂଜା ଅର୍ଚ୍ଚନା ଦେବୀଙ୍କର ନିର୍ଦ୍ଦେଶ ଅନୁସାରେ କରାଯାଏ ପ୍ରାଚୀନ ସମୟ ରେ ଏଠାରେ ପଶୁ ମାନଙ୍କର ବଳୀ ଚଢ଼େଇବା ର ପରମ୍ପରା ଥିଲା କିନ୍ତୁ ଏବେ ଏଠାରେ ନାଲି ଧୋତି ଚଢ଼େଇ ବାର ପରମ୍ପରା ଅଛି ବର୍ଷ ରେ ଗୋଟିଏ ଥର ଏଥି ଭରଣି ନାମ ର ଉତ୍ସବ ର ଆୟୋଜନ କରାଯାଏ ଏହି ଉତ୍ସବ 7 ଦିନ ପର୍ଯ୍ୟନ୍ତ ଚାଲି ଥାଏ ଏଠାରେ ଥିବା ଭକ୍ତ ମାନେ ଦେବୀ ମାତା ଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ଦିରରେ ନିଜ ରକ୍ତରେ ହୋଲି ଖେଳନ୍ତି |
ନମ୍ବର 2 ରେ ବୀରଭଦ୍ର ମନ୍ଦିର ଲିପାକ୍ଷି – ଆନ୍ଧ୍ର ପ୍ରଦେଶ ର ଆନନ୍ଦ ପୁର ଜିଲ୍ଲାରେ ସ୍ଥାପିତ ଏହି ମନ୍ଦିର 17 ଖମ୍ବ ରେ ଠିଆ ହୋଇଛି କିନ୍ତୁ ଆପଣଙ୍କୁ ଏହା ଜନିକି ଆର୍ଶ୍ଚଯ୍ୟ ହେବେ ମନ୍ଦିରର ପିଲର ମାଟିକୁ ଛୁଇଁ ନାହିଁ ଏହା ପବନରେ ଝୁଲି ରଚିଛି ଏହି କାରଣରୁ ଏହି ଖମ୍ବ କୁ ହଙ୍ଗୀଙ୍ଗ ପିଲର କୁହନ୍ତି ଏହି ମନ୍ଦିର ଲିପାକ୍ଷୀ ନାମରେ ଦୁନିଆ ସାରା ପ୍ରସିଦ୍ଧ ଅଟେ ପବନରେ ଝୁଲୁଥିବା ଏହି ଖମ୍ବ ଏଠାକୁ ଆସୁଥିବା ଲୋକମାନେ ଙ୍କ ସହିତ ଇଞ୍ଜିନିୟର ମାନଙ୍କ ପାଇଁ ମଧ୍ୟ ରହସ୍ୟ ର ବିଷୟ ଅଟେ ମାନ୍ୟତା ଏହା ଅଟେ ଯେଉଁ ଶ୍ରଦ୍ଧାଳୁ ଝିଲୁ ଥିବା ଖମ୍ବ ତଳୁ କପଡା ବାହାର କରନ୍ତି ତାଙ୍କ ଜୀବନରେ ସୁଖ ଶାନ୍ତି ସମ୍ବୃଢ଼ିର୍ ଆଗମନ ହୋଇଥାଏ ଏହି ମନ୍ଦିର ଭଗବାନ ଶିବ ଭଗବାନ ବିଷ୍ଣୁ ଓ ଭଗବାନ ବୀରଭଦ୍ର ଙ୍କୁ ସମର୍ପିତ ଅଟେ ଏଠାରେ ସୋୟମ୍ଭୁ ଶିବ ଲିଙ୍ଗ ଅଛି ଯାହାକୁ ଶିବଙ୍କର ରୁଦ୍ର ଅବତାର ମାନା ଯାଏ ସ୍କାନ୍ଧ ପୁରାଣରେ ଏହି ମନ୍ଦିର ବିଷୟରେ ବର୍ଣ୍ଣନା ରହିଛି |
ନମ୍ବର 3 ରେ କାମାକ୍ଷା ମନ୍ଦିର – ମା କାମାକ୍ଷା ଦେବୀଙ୍କ ମନ୍ଦିର ଆସେଙ୍କେତ ବୁହାଟି ପାଖରେ ଅବସ୍ଥିତି ଏହି ଚତ୍ମକାରୀ ମନ୍ଦିର ମା ଭଗବତୀ ଙ୍କ 51ଶକ୍ତି ପୀଠ ମଧ୍ୟରେ ସାମିଲ ଅଛି ଏଠାରେ କୌଣସି ମୂର୍ତ୍ତି ନାହିଁ ଏଠାରେ ମା ସତୀଙ୍କ ଶରୀରରୁ ଅଙ୍ଗର ପୂଜା ହୋଇଥାଏ ପୌରାଣିକ କଥା ଅନୁସାରେ ଭଗବାନ ଶିବ ଙ୍କ ର ମା ସତୀଙ୍କ ପ୍ରତି ମୋହ ଭାଙ୍ଗ କାରିବା ପାଇଁ ବିଷ୍ଣୁ ଭଗବାନ ନିଜ ଚକ୍ରରେ ମା ସତୀଙ୍କର 51 ଭାଗ କରିଥିଲେ ଯେଉଁ ଠାରେ ଏହି ଭାଗ ପଡ଼ିଲା ସେଠାରେ ମାତାଙ୍କର ଗୋଟିଏ ଗୋଟିଏ ଶକ୍ତି ପୀଠ ହୋଇଗଲା ଏଠାରେ ମାତାଙ୍କ ର ୟୋନି ପଡ଼ିଥିଲା କୁହାଯାଏ ବର୍ତ୍ତମାନ୍ ସମୟରେ ଏହା ବୋହୂତ୍ ଶକ୍ତିଶାଳୀ ପୀଠ ମନାଯାଏ ଏହି ମନ୍ଦିର 3 ଭାଗରେ ବିଭକ୍ତ ହୋଇଛି ପ୍ରଥମ ଭାଗରେ ସମସ୍ତ ଙ୍କୁ ଯିବାକୁ ଅନୁମତି ନାହିଁ ଦ୍ୱିତୀୟ ଭାଗରେ ମାତା ଙ୍କ ଦର୍ଶନ ହୋଇଥାଏ ଏଠାରେ ଗୋଟିଏ ପଥରରୁ ସବୁ ବେଳେ ପାଣି ବାହାରି ଥାଏ ଏଠାରେ ଦେବୀଙ୍କ ୟୋନୀ ର ପୂଜା କରିବା କରାଯାଏ ଓ ୟୋନି ଭାଗ ସେଠାରେ ଥିବା ରୁ ମା ରାଜଶିଳା ମଧ୍ୟ ହୋଇଥାନ୍ତି କୁହାଯାଏ ଏଠାରେ ପୂଜା ପାଉଥିବା ପଥରରୁ ମାସରେ ଥରେ ରକ୍ତର ଧାରା ବାହାରି ଥାଏ ଏହା ହେବାର କାରଣ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ଜାଣି ପରି ନାହାନ୍ତି
ନମ୍ବର 4 କରଣୀ ମାତା ମନ୍ଦିର – କରଣୀ ମାତା ମନ୍ଦିର ମଧ୍ୟ ଭାରତର ଏକ ରହସ୍ୟ ମୟ ମନ୍ଦିର ମଧ୍ୟରୁ ଗୋଟିଏ ଏହି ମନ୍ଦିର ରାଜସ୍ଥାନ ର ବିକାନୁର ଜିଲ୍ଲାରେ ଦେଶଲୋକ ରେ ଅବସ୍ଥିତ କୁହାଯାଏ କି ମାତା କରଣି ମାତା ଦୁର୍ଗାଙ୍କ ଅବତାର ଅଟନ୍ତି ଏହି ମନ୍ଦିର ପରିସରରେ ଅନେକ ମୂଷା ଦେଖା ଯାଏ ଏହି ମନ୍ଦିରରେ 25 ହଜାରୁ ଅଧିକ ମୂଷା ଅଛନ୍ତି ମନ୍ଦିରରେ ଏତେ ମୂଷା ଅଛନ୍ତି କି ଏଠାକୁ ଆସିଥିବା ଭକ୍ତ ମାନେ ପାଦ ପକାଇ ଠିକ୍ ରେ ଚାଲି ପାରନ୍ତି ନାହିଁ କୁହାଯାଏ କି ଯଦି ପଦ ତଳେ ଗୋଟିଏ ମୂଷା ଆସିଗଲା ତାହା ଶୁଭ ହୋଇନଥାଏ ସେଥି ପାଇଁ ସମସ୍ତ କୁ ପାଦ ଘୋଷାଡି କି ଚାଲିବା ପାଇଁ ପଡିଥାଏ ଏଠାରେ କଳା ମୂଷା ଅଧିକ ଏବଂ ଧଳା ମୂଷା ବୋହୁତ କମ୍ ଅଛନ୍ତି ଯିଏ ଧଳା ମୂଷା ଦେଖି ଦିଅନ୍ତି ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯାଏ ଏଠାରେ ଏତେ ମୂଷା କାହିଁକି ଅଛନ୍ତି ଏହା କାହାକୁ ଜଣା ନାହିଁ |
ନମ୍ବର 5 କାଳ ଭୈରବ ମନ୍ଦିର – ଚର୍ମକାରୀ ରହସ୍ୟ ରେ ଭାରି ରହିଥିବା ଏହି ମନ୍ଦିର ମଧ୍ୟ ପ୍ରଦେଶ ର ଉଦ୍ଯେନ୍ ସେ ଅବସ୍ଥିତି ଏହି ମନ୍ଦିର କାଳ ଭୈରବ ମନ୍ଦିର ନାମରେ ପ୍ରସିଦ୍ଧ ଅଟେ ପରମ୍ପରା ଅନୁସାରେ ଏଠାରେ କାଳ ଭୈରବ ଙ୍କୁ କେବଳ ମଦ ଦିଆଯାଏ ଚତ୍ମକାର କଥା ଏହା ଅଟେ କି ଯେତେ ବେଳେ ମଦ ର ପତ୍ର କାଳ ଭୈରବ ମୂର୍ତ୍ତି ର ମୁଁହ ପାଖରେ ଲାଗନ୍ତି ମଦ ଶେଷ ହୋଇଯାଏ ଏହା ଏମିତି ଚତ୍ମକାର ଅଟେ ତାହାକୁ ଦେଖିବା ପରେ ମଧ୍ୟ ବିଶ୍ବାସ କରିବା କଷ୍ଟ ହୋଇଥାଏ ଏହାର ଥିବା ଦୀପ ସ୍ତମ୍ଭ ଭକ୍ତ ମାନଙ୍କୁ ଦ୍ଵାରା ଜାଳିବା ଦ୍ୱାରା ସମସ୍ତ ଙ୍କ ମନସ୍କାମନା ପୂରଣ ହୋଇଯାଏ |
Check Also
ଏବେ ଏବେ ଆସିଲା ସରକାରଙ୍କ ଏହି ନୂଆ Yojana, ଯେଉଁଥିରେ ରେ ବର୍ଷକୁ ମିଳିବ ୫୧ ହଜାର, ଦେଖନ୍ତୁ କେମିତି ଉଠେଇବେ ଲାଭ…
ନମସ୍କାର ବନ୍ଧୁଗଣ ବିବାହିତ କପୁଲଙ୍କ ପାଇଁ ଆସିଛି ଆଉ ଏକ ନୂଆ ସ୍କିମ ଯେଉଁଥିରେ ଆପଣମାନେ ଆପଲାଏ କରିବା ପରେ …