Breaking News

ଭାରତ ର 10 ଟି ଭୁତିୟା ରେଳ ଷ୍ଟେସନ ଯେଉଁଠାକୁ ରାତି ତ ରାତି ଦିନ ରେ ଯିବାକୁ ବି ଡରନ୍ତି ଲୋକ 4 ନମ୍ବର Station ବିଷୟରେ ଜାଣିଲେ ଆପଣ ପ୍ୟାଣ୍ଟ ରେ ମୁତିଦେବେ !

କଳା ଆନ୍ଧାର ରାତି ଚରି ପାଖରେ ଖାଲି ସୋର୍ ଶବ୍ଦ ନାହିଁ ଆଉ ଗୋଟିଏ ହଉଣ୍ଟେଡ ରେଲୱେ ଷ୍ଟେସନ ଭୂତ ଫିଲ୍ମ ଆଉ ଭୂତ କାହାଣୀରେ ଆପଣମାନେ ବୋହୁତ ମଜା ଉଠେଇ ଥିବେ କିନ୍ତୁ ଯଦି ଆପଣ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କ ର ଟ୍ରେନ ଗୋଟିଏ ଭୂଟିଆ ଷ୍ଟେସନ ରେ ରହିଯାଏ ତେବେ ଆପଣଙ୍କର ଅବସ୍ଥା ଖରାପ ହୋଇଯିବ ମେଟ୍ରୋ ରେ ଯିବା ଆସିବା କରିବା ଲୋକଙ୍କୁ ଏହା ହୁଏତ ଜଣା ନଥିବ କିନ୍ତୁ ଭାରତର କିଛି ରେଲୱେ ଷ୍ଟେସନ ଅଛି ଯେଉଁ ଠାରେ ରାତିରେ ପାଦ ଦେବା ପାଇଁ ମଧ୍ୟ ଆତ୍ମା ଥରି ଉଠେ ଶୁନଶାନ୍ ଥିବା ଏହି ସବୁ ରେଲୱେ ଷ୍ଟେସନ ରେ କାନ୍ଦିବା ଚିଳେଇବା ଶବ୍ଦ ଶୁଣି ବାକୁ ମିଳେ ଜାଣିବାକୁ ଚାହିଁ ବେ ଏହି ଭୂତୀଆ ଷ୍ଟେସନ କେଉଁ ଠାରେ ଅଛି ଆସନ୍ତୁ ଜାଣିବା ଭାରତର 10 ଟି ଭୂତିଆ ରେଲୱେ ଷ୍ଟେସନ |

ନମ୍ବର 10 ଡୋମ୍ବିବଲି ରେଲୱେ ଷ୍ଟେସନ ମହାରାଷ୍ଟ୍ର – ଏହା ମହାରାଷ୍ଟ୍ରର ସବୁ ଠାରୁ ଜନ ଗହଳି ରେଲୱେ ଷ୍ଟେସନ ମଧ୍ୟ ରୁ ଗୋଟିଏ ହେବା ସହିତ ଡୋମ୍ବିବଲି ରେଲୱେ ଷ୍ଟେସନ ଲୋକଙ୍କ ପାଇଁ ସବୁଠାରୁ ଭୟାନକ ମଧ୍ୟ ରାତିରେ ସମୟରେ ସେଠାରୁ ଯାଉଥିବା ଲୋକମାନେ ବୋହୁତ କିଛି ଶୁଣନ୍ତି ଓ ଦେଖନ୍ତି କେତେ ଜଣ ଯାତ୍ରୀଙ୍କୁ ଏଠାରେ କାନ୍ଦିବାର ଶବ୍ଦ ଶୁଭିଥାଏ ଆଉ କିଛି ଲୋକ କୁହନ୍ତି ଜଣେ ମହିଳା ଧଳା ଶାଢ଼ୀରେ କାନ୍ଦୁଥିବା ଅବସ୍ଥାରେ ପ୍ରତି ଦିନ ଟ୍ରେନ ର ଅପେକ୍ଷା କରେ ପଚାରିବାରୁ ସେ କହେ ତାକୁ ଘରକୁ ଯିବାର ଅଛି କିନ୍ତୁ ସେ ଯାଇ ପାରିବ ନାହିଁ କେତେ ଲୋକ ଏହି ମହିଳା କୁ ଦେଖିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା ଅନୁସାରେ ଏହି ଷ୍ଟେସନ ରେ ବୋହୁତ ଲୋକ ନିଜର ପ୍ରାଣ ହରାଇଛନ୍ତି ଯାହାଙ୍କର ଆତ୍ମା ଏହି ଷ୍ଟେସନ ରେ ଏବେବି ବୁଲୁଛି |

ନମ୍ବର 9 ମୁଲୁଣ୍ଡ ରେଲୱେ ଷ୍ଟେସନ ମୁମ୍ବାଇ – ମୁମ୍ବାଇ ର ମୂଲୁଣ୍ଡ ରେ ଥିବା ମୁଲୁଣ୍ଡ ରେଲୱେ ଷ୍ଟେସନ କେତେ ଯାତ୍ରୀଙ୍କୁ ତାଙ୍କ ଠିକଣାରେ ପହଞ୍ଚାଏ କିନ୍ତୁ ରାତି ହୋଉ ହୋଉ ଭୂତ ପ୍ରେତ ଙ୍କ ଘର ହୋଇ ଯାଏ ସ୍ଥାନୀୟ ଲୋକେ ଏଠାରୁ ରାତି ସମୟରେ ଯାତ୍ରା କରିବା ପାଇଁ ଡରନ୍ତି ତାଙ୍କୁ ବୋହୁତ ଥର ଲୋକଙ୍କ ଚିଲେଇବା କାନ୍ଦିବା ଶବ୍ଦ ଶୁଣାଯାଏ ଏହି ଷ୍ଟେସନ ରେ ଟ୍ରାକ୍ ପରି ହେବା ସମୟରେ ବୋହୁତ ଲୋକଙ୍କ ଜୀବନ ଯାଇଛି ସେଥିପାଇଁ ରାତିରେ ଏହି ଖାଲି ପଡ଼ିଥିବା ଷ୍ଟେସନ ରେ ତାଙ୍କର କାନ୍ଦିବା ଶବ୍ଦ ଶୁଭେ |

ନମ୍ବର 8 ଦ୍ବାରିକା ସେକ୍ଟର 9 ମେଟ୍ରୋ ଷ୍ଟେସନ ଦିଲ୍ଲୀ – ଯଦି ଆପଣ ଅଟନ୍ତି ତେବେ ଦ୍ବାରିକା ସେକ୍ଟର 9 ମେଟ୍ରୋ ଷ୍ଟେସନ ରେ ମାଲୂମ ହେଉଥିବା ଅଜିବ ପରନୋର୍ମଲ୍ ଏକ୍ଟିଭିଟି ବିଷୟରେ ଆପଣ ନିଶ୍ଚିତ ଶୁଣି ଥିବେ ଏଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାତି ର ଅନ୍ଧାରରେ ଏହି ମେଟ୍ରୋ ଷ୍ଟେସନ ରେ ବୋହୁତ ଡର ଲାଗିଥାଏ କାରଣ ଯାତ୍ରୀ ମାନେ ଏଠାରେ ଗୋଟିଏ ଧଳା ଶାଢ଼ୀ ପିନ୍ଧି ଗୋଟିଏ ମହିଳା କୁ ବୁଲୁଥିବାର ଦେଖିଛନ୍ତି କେତେ ଲୋକ କୁହନ୍ତି କୁ ଏହି ଆତ୍ମା ଲୋକଙ୍କର ଗାଡ଼ି ପଛରେ ମଧ୍ୟ ପଡ଼ିଯାଏ ଆଉ ଗାଡ଼ିର କାଚ କୁ ବାଡ଼ାଏ ଏମିତି ଘଟଣା କେତେ ଲୋକଙ୍କ ସାଙ୍ଗରେ ହୋଇ ସାରିଛି ସେଥି ପାଇଁ ରାତିରେ ଏହି ଷ୍ଟେସନ ରେ ଓହ୍ଲାଇବା ପାଇଁ ଲୋକଙ୍କୁ ଡର ଲାଗେ |

ନମ୍ବର 7 ନୈନି ରେଲୱେ ଷ୍ଟେସନ ଉତ୍ତର ପ୍ରଦେଶ – ଏହି ରେଲୱେ ଷ୍ଟେସନ ର ଶାନ୍ତି ରୁ ଲାଗେ ଭାରତର ଆଯାଦୀରେ କଷ୍ଟ ପାଇଥିବା ଫ୍ରିଡମ ଫାଇଟର ଙ୍କର ଆତ୍ମା କୁ ଆଜି ପର୍ଯ୍ୟନ୍ତ ଶାନ୍ତି ମିଳି ନାହିଁ ଏମିତି କହିବାର କାରଣ ଏହି ରେଲୱେ ଷ୍ଟେସନ ର ଭୟାନକ କାହାଣୀ ଭାରତର ଆଜାଦି ପାଇଁ ଲଢେଇ କରୁଥିବା ଲୋକଙ୍କର ଜଡିତ ନୈନି ଯକସନ ଉତ୍ତର ପ୍ରଦେଶର ନୈନି ଜେଲ ପାଖରେ ଅବସ୍ଥିତ ଯେଉଁ ଠାରେ ଆଜାଦି ପୂର୍ବରୁ ଆଜାଦି ପାଇଁ ଲଢେଇ କରୁଥିବା ଲୋକମାନ ଙ୍କୁ ବନ୍ଦ କରାଯାଏ ଆଉ ତାଙ୍କୁ ସେଠାରେ କେତେ ପ୍ରକାର କଷ୍ଟ ମଧ୍ୟ ଦିଅନ୍ତି କୁହାଯାଏ କି ଆଜି ବି ମଧ୍ୟ ତାଙ୍କର କଷ୍ଟ କମିନାହିଁ କୁହାଯାଏ ଏହି ରେଲୱେ ଷ୍ଟେସନ ରେ ସୂର୍ଯ୍ୟ ଅସ୍ଥ ହେବା ପରେ ତାଙ୍କର ଆତ୍ମା ବୁଲନ୍ତି ଆଉ ସ୍ଥାନୀୟ ଅଞ୍ଚଳର ଲୋକ ମଧ୍ୟ ରାତିରେ ଯାଆନ୍ତି ନାହିଁ |

ନମ୍ବର 6 ରବୀନ୍ଦ୍ର ସରୋବର ମେଟ୍ରୋ ଷ୍ଟେସନ ୱେଷ୍ଟ ବେଙ୍ଗଲ – ରାତିର ପ୍ରାୟ 10.30 ରେ ଯେତେ ବେଳେ ଲୋକଙ୍କ ଶୋଇବା ସମୟ ହୋଇଥାଏ ତେବେ ଏହି ମେଟ୍ରୋ ଷ୍ଟେସନ ରେ ଭୂତ ମାନଙ୍କର ଚେଇଁବା ସମୟ ହୋଇଥାଏ କଲିକତାର ଜନ ଗହଳି ରେଲୱେ ଷ୍ଟେସନ ମଧ୍ୟ ରୁ ଗୋଟିଏ ରବୀନ୍ଦ୍ର ସରୋବର ଦିନ ସାରା ବୋହୁତ ଭିଡ଼ରେ ଭରି ରହିଥାଏ କିନ୍ତୁ ରାତିରେ ଲୋକ କମ୍ ହେବା ପାରେ ଏଠାରେ ଅଜବ ମାଲୁମ୍ ହୋଇଥାଏ |

କୁହାଯାଏ ଏଠି କେତେ ଯାତ୍ରୀ ଆଜବ ଘଟଣା ହେଉଥିବାର ଦେଖୁଛନ୍ତି ଏହି କାରଣ ରୁ ସେଠାରେ ରାତି 10.30 ରେ ଯେତେ ବେଳେ ଶେଷ ମେଟ୍ରୋ ଯାଏ ତେବେ କେତେ ଲୋକଙ୍କୁ ଟ୍ରାକ ଉପରେ ଅଜବ ଛାଇ ଦେଖା ଯାଏ ଏହା ଥରେ ନୁହେଁ କେତେ ଥର ଯାତ୍ରୀ ଦେଖୁଛନ୍ତି ଏହି ମେଟ୍ରୋ ଷ୍ଟେସନ ନିହାର ଭୂତିଆ ଷ୍ଟୋରୀ ପାଇଁ ପୁରା କଲିକତାରେ ଜଣା ଶୁଣା |

ନମ୍ବର 5 ଲୁଧିଆନା ଯୁନକ୍ସନ ପଞ୍ଜାବ – ସାଧାରଣ ଦେଖା ଯାଉଥିବା ଏହି ଷ୍ଟେସନ ରେ ତ ଦିନ ରାତି ଲୋକଙ୍କ ଯିବା ଆସିବା ହୋଇଥାଏ କିନ୍ତୁ ସେଠାରେ ଗୋଟିଏ ରୁମ୍ ଏମିତି ବି ଅଛି ଯେଉଁଠାକୁ ଯିବା ପାଇଁ ଭାବିବା ପାଇଁ ମଧ୍ୟ ଲୋକଙ୍କ ମନରେ ଡର ଆସିଥାଏ ଡର ଏଥି ପାଇଁ କୁ 2004 ମସିହାରେ କମ୍ପ୍ୟୁଟର ରିସର୍ଭେସନ ସିଷ୍ଟମ୍ ରେ କାମ କରୁଥିବା ସମୟରେ ସେଠାରେ ସୁବାସ ନାମ ର ଅଧିକାରୀଙ୍କର ମୃ-ତ୍ୟୁ ହୋଇଯାଇଥିଲା ସେ ମାରିବା ପର୍ଯ୍ୟନ୍ତ ସେ ଚେୟାର ବସି କାମ କରୁଥିଲେ |

ଆଉ ସେବେ ଠାରୁ ଲୋକଙ୍କ ମନରେ ଏହି ଡର ଭରିଗଲା କି ସୁବାଷ ର ଆତ୍ମା ଏବେବି ସେହି ରୁମ୍ ରେ ଅଛି ଆଉ ଏହି କଥା ସେତେ ବେଳେ ସତ ଲାଗିଲା ଯେତେ ବେଳେ ସୁବାଷ ସ୍ଥାନରେ ନୂଆ ପୋଷ୍ଟ ହୋଇଥିବା ଅଧିକାରୀ ମଧ୍ୟ ବେଶୀ ଦିନ ରହି ପାରିଲେ ନାହିଁ ତାଙ୍କୁ ସେହି ରୁମ୍ ରେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ଆଉ ଶେଷରେ ସେହି ରୁମ୍ କୁ ବନ୍ଦ କରିବା ପାଇଁ ପଡିଲା |

ନମ୍ବର 4 ସୋହଗପୁର ରେଲୱେ ଷ୍ଟେସନ ମଧ୍ୟ ପ୍ରଦେଶ – ମଧ୍ୟ ପ୍ରଦେଶ ର ସୁନ୍ଦର ଟୁରିଷ୍ଟ ପ୍ଲେସ ର ମଜା ନେଉଥିବା ଅବସ୍ଥାରେ କେବେ ଯଦି ଆପଣ ସୋହଗପୁର ରେଲୱେ ଷ୍ଟେସନ ରୁ ଯାତ୍ରା କରୁଛନ୍ତି ତେବେ ଦିନରେ ହିଁ ସେଠାକୁ ଯାଆଁନ୍ତୁ କାହିଁକି ନା ସନ୍ଧ୍ୟା ହେବା ପରେ ଏହି ରେଲୱେ ଷ୍ଟେସନ ଗୋଟିଏ ସଂଶାନ ଲାଗିଥାଏ କେବେ କେବେ ଲୋକ ଏଠାରେ ପରିସ୍ଥିତିରେ ପଡ଼ି ରହିଥାନ୍ତି କୁହାଯାଏ କି ରାତିର ଅନ୍ଧାରରେ ଜଣେ ମହିଳା ଚିଲାଏ ଓ କାନ୍ଦିଥାଏ ଏହାର କାହାଣୀ ଏହା କୁ ବୋହୁତ ବର୍ଷ ପୂର୍ବେ ଜଣେ ମହିଳା ଟ୍ରେନ ଆଗରେ ଡେଇଁ କରି ଦେଇଥିଲା ଆଉ ସେବେ ଠାରୁ ଅଜବ ଘଟଣା ଏହି ଷ୍ଟେସନ ରେ ହେବାକୁ ଲାଗିଲା ସ୍ଥାନୀୟ ଲୋକେ ଆଜି ବି ମଧ୍ୟ ଏହି ଷ୍ଟେସନ ରୁ ଦୂରରେ ରୁହନ୍ତି |

ନମ୍ବର 3 ଚିତ୍ତୂର୍ ରେଲୱେ ଷ୍ଟେସନ ଆନ୍ଧ୍ର ପ୍ରଦେଶ – ସନ୍ଧ୍ୟା ହେବାପରେ ଚିତ୍ତୁର ରେ ରହିଥିବା ଲୋକ ଚିତ୍ତୁର୍ ରେଲୱେ ଷ୍ଟେସନ ପାଖକୁ ଯିବାର ଭୁଲ ମଧ୍ୟ କରନ୍ତି ନାହିଁ କାହିଁକି ନା ରାତିରେ ଏହି ଷ୍ଟେସନ ଭୃତିଆ ସ୍ଥାନ ରୁ କମ ଲାଗେ ନାହିଁ କାହିଁକି ନା ବୋହୂ ବର୍ଷ ପୂର୍ବେ ହୋଇଥିବା ଏକ ଘଟଣାରେ CRP ର ଯବାନ ହରି ସିଂହ ଙ୍କ ର ଜୀବନ ଚାଲି ଯାଇଥିଲେ ଦିଲ୍ଲୀରୁ କେରଳ ଯାଉଥିବା ସମୟରେ ଏହି ଯବାନଙ୍କୁ RPF ଓ ଟିଟି ଏତେ ପିଟିଲେ କି 10 ଦିନ ପରେ ତାଙ୍କର ହସ୍ପିଟାଲ୍ ରେ ମୃ-ତ୍ୟୁ ହୋଇଗଲା ସେବେଠାରୁ ସ୍ଥାନୀୟ ଲୋକମାନଙ୍କର କହିବା ଅନୁସାରେ ଆଜି ବି ହରି ସିଂହ ଙ୍କ ଆତ୍ମା ନାୟ ପାଇବା ପାଇଁ ଏହି ରେଲୱେ ଷ୍ଟେସନ ରେ ବୁଲୁଛି |

ନମ୍ବର 2 ବାରୋଗ ଷ୍ଟେସନ ଶିମଲା – ଶିମଲା ର ପରିବେଶ ରେ ଯେତେ ବେଳେ ଲୋକମାନଙ୍କୁ ଶାନ୍ତି ମିଳିଥାଏ କିନ୍ତୁ ସେଠାରେ ବରୋଗ ଷ୍ଟେସନ ଟ୍ରନ୍ନଲ ନମ୍ବର 33 ର ଶାନ୍ତି ଲୋକଙ୍କ ମନରେ ଡର ସୃଷ୍ଟି କରେ ହିମାଚଳ ପ୍ରଦେଶର ବରୋଗ ଥିବା ଏହି ରେଲୱେ ଷ୍ଟେସନ କହିବାକୁ ତ ଛୋଟ କିନ୍ତୁ ଏହାର ଟ୍ରନ୍ନଲ୍ 33 ରେ ହେଇଥିବା ପରାନୋର୍ମଲ ଏକ୍ଟିଭାଇଟୀ ବୋହୁତ ବଡ ଓ ଭୟଙ୍କର ଲୋକଙ୍କୁ କାହାର କାନ୍ଦିବା ର ଆଉ କଷ୍ଠରେ ଚିଲେଇଥିବାର ଆବାଜ୍ ଶୁଭେ |

ଏହା ପଛର କାହାଣୀ ଏହା କୁ ଷ୍ଟେସନ କୁ ତିଆରି କରାଯାଏ ଦାଇତ୍ୱ ବ୍ରିଟିଶ ରେଲୱେ ଇଞ୍ଜିନିୟର କର୍ଣଲ୍ ବାରୋ କୁ ଦିଆଯାଇଥିଲା ଭୁଲ କ୍ୟାଲକୁଲେସନ ପାଇଁ ପୁରା ପ୍ରୋଜେକ୍ଟ ଫେଲ ହୋଇଗଲା ଯେଉଁଥି ପାଇଁ ତାଙ୍କୁ ସରକାର ଠାରୁ ଅବମାନ ଆଉ ଜୋରିମାନା ଭରିବା ପାଇଁ ପଡିଲା ଏହି ବେଜତି କୁ ସହି ନପାରିବାରୁ ସେ ନିଜର ଟ୍ରନ୍ନଲ 33 ପାଖରେ ଗୁଳି କରିଦେଲେ ଆଉ ସେବେ ଠାରୁ ତାଙ୍କର ଆତ୍ମା ସେହି ଟ୍ରନ୍ନଲ ରେ ବୁଲୁଛି କେତେ ଥର ଯାତ୍ରୀ ମାନେ ଏହି ଟ୍ରନ୍ନଲ ରେ ଆତ୍ମା ଥିବା ଅନୁଭବ କରିଛନ୍ତି |

ନମ୍ବର 1 ଏଗୁନକୋଡାର ରେଲୱେ ଷ୍ଟେସନ ୱେଷ୍ଟ ବେଙ୍ଗଲ – ଏହି ଷ୍ଟେସନ ର ନା ଆପଣଙ୍କ ପାଇଁ ନୂଆ ହୋଇଥିବ କିନ୍ତୁ ୱେଷ୍ଟ ବେଙ୍ଗଲ ର ଟିରୁଲିଆ ଡିଷ୍ଟରେ ଥିବା ଏହି ରେଲୱେ ଷ୍ଟେସନ ରେ ଆଜି ବି କେତେ ଲୋକ ଡରନ୍ତି ଏଥି ପାଇଁ ଡରନ୍ତି ଏଠାରେ ଘଠିବା ଅଜବ ଘଟଣା ପାଇଁ 42 ବର୍ଷ ପାଇଁ ଏହି ଷ୍ଟେସନ କୁ ବନ୍ଦ କରିଦେଇଥିବା କିନ୍ତୁ ସରକାରଙ୍କ ଦ୍ଵାରା ପୁଣି 2009 ରେ ଦ୍ୱିତୀୟ ଥର ଖୋଲାଗଲା ଏଠାରେ ଜଣେ ମହିଳା ର ଟ୍ରେନ ଏ-କ୍ସି-ଦେ-ଣ୍ଟ ରେ ମୃ-ତ୍ୟୁ ହୋଇଯାଇ ଥିଲା |

ଏହା ପରେ ସେ ଧଳା ଶାଢ଼ୀ ରେ ସେ କେତେ ଯାତ୍ରୀ ଙ୍କୁ ନଜର ଆସିଲା ରାତିରେ ଟ୍ରାକ ଉପରେ ଠିଆ ହୋଇଥିବା ତାର ଛାଇ ଲୋକଙ୍କୁ ଡ଼ରେଇ ଥିଲା କିନ୍ତୁ ଭୟ ସେତେ ବେଳେ ବଢିଲା ଯେତେ ବେଳେ ରେଲୱେ ଷ୍ଟେସନ ରେ ଷ୍ଟେସନ ମାଷ୍ଟର ର ମୃତ ଦେହ ମିଳିଲା ଏହା ପରେ ଏହି ଷ୍ଟେସନ କୁ ବନ୍ଦ କରାଯାଇଥିଲା |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.