Breaking News

ଭଉଣୀଙ୍କ ପୁଅ ଜନ୍ମ ଦିନ ପାଳନ କରୁଥିବାର ନଜର ଆସିଲେ ଅର୍ଚ୍ଚିତା ଓ ସବ୍ୟସଚୀ !

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଅଭନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଅଭିନୟ ଆପଣମାନେ ବହୁତ ସାରା ସିନେମା ରେ ନିଶ୍ଚିତ ଭାବରେ ଦେଖିସାରିଥିବେ ଓ ଏହା ଛଡା ଆପଣମାନେ ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଅର୍ପିତା ଙ୍କୁ ବେଶ ଭଲଭାବରେ ଜାଣିଥିବେ ଯିଏକି ରାଜସ୍ଥାନ ରେ ବିବାହ କରିଛନ୍ତି |

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଅର୍ପିତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହାକୁ ଏବେ 5 ବର୍ଷ ବୟସ ହୋଇଛି ତେବେ କାଲି ଅର୍ପିତାଙ୍କ ପୁଅର ଥିଲା ଜନ୍ମଦିନ ଆଉ ଏହି ଜନ୍ମଦିନ କୁ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି ପୁରା ପରିବାର ଯେଉଁଠି ଆମେ ମାନେ ଅର୍ଚ୍ଚିତା ଓ ସବ୍ୟସଚୀ ଙ୍କୁ ସେଠାରେ ଉପସ୍ଥିତ ଥିବାର ଦେଖିଥିଲେ |

ତେବେ ବନ୍ଧୁଗଣ ଆଦିତ୍ୟ ଅର୍ଚ୍ଚିତାଙ୍କ ବହୁତ ପ୍ରିୟ ତେବେ ଗତ କାଲି ରାତିରେ ସବୁ ମିଶି ଜନ୍ମଦିନ ପାଳନ କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଗତ ବର୍ଷ ଅର୍ଚ୍ଚିତା ଓ ସବ୍ୟସଚୀଙ୍କ ବାହାଘରେ ଏହି ରାଜସ୍ଥାନରେ ତାଙ୍କ ଭଉଣୀ ଙ୍କ ପାଖରେ ହୋଇଥିଲା ଯେଉଁଠାରେ କେହି ସେଲିବ୍ରେଟି ଜୋରେ ଦେଇପାରିନଥିଲେ |

ବନ୍ଧୁଗଣ ବାହାଘରକୁ ଗୋଟେ ବର୍ଷ ହୋଇଗଲାଣି ଆଉ ଦୁହେଁ ଏବେ ବହୁତ ଖୁସିରେ ଥିବାର ନଜର ଆସିଛନ୍ତି ଆଉ ଦୁହେଁ ମିଶି ସୋସିଆଲ ମିଡିଆରେ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଏହି ଯୋଡି ଟି କିପରି ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.