ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଫିଲ୍ମର ସବୁଠାରୁ କାମ ବୟସର ଅଭିନେତ୍ରୀ ଭୂମିକା ଦାସ ଯାହାଙ୍କ ବୟସ ମାତ୍ର 17 ବର୍ଷ ଏତେ କମ ବୟସରେ ସଫଳତା ଏତେ ଗୁଡ଼ାଏ ସୀଢୀ ଚଡି ସାରିଲେଣି ଆପଣ ଶୁଣି ଆଶ୍ଚଯ୍ୟ ହେବେ | ଆଜି ଆମେ ଆପଣଙ୍କୁ ତାଙ୍କ ଘର ଓ ପରିବାର ବିଷୟରେ କଥା ହେବା ଓ ଆଉ ତା ସହିତ ମୁଁ ଆପଣଙ୍କୁ କିଛି ଅଜଣା ତଥ୍ୟ ଦେମୀ ଯାହା ଆପଣ କେବେ ଶୁଣି ନଥିବେ ଶୁଣି ମୁଣ୍ଡରେ ହାତ ଦେବେ |
ଆପଣ ଯଦି ଭୂମିକାର ଓଡ଼ିଆ ଫିଲ୍ମ ତୁମୋ love ଷ୍ଟୋରୀ ଶ୍ରୀମାନ ସୁର ଦାସ ଦେଖିଥିବେ ତାଙ୍କର ଆହୁରି ମଧ୍ୟ ଅନେକ ଫିଲ୍ମ ଅଛି | ଭୂମିକା ଦାସଙ୍କ ଜନ୍ମ 2003 ମସିହାରେ ଭୁବେଶ୍ୱର ରେ ସେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ ଫିଲ୍ମ କରିଥିଲେ ରିମୁକୁ ଝୁମାନା 11 ବର୍ଷ ବୟସରେ ଆପଣ ଶୁଣି ଆଶ୍ଚଯ୍ୟ ହେବେ ସେ ପ୍ରଥମ ଫିଲ୍ମ ପାଇଁ ଓଡିଶା ଷ୍ଟେଟ ଫିଲ୍ମ ପୁରସ୍କାର ପାଇଥିଲେ |
ଗପ ହେଲେ ସତ ଓ ରିମୁକୁ ଝୁମାନା ଏହି ଦୁଇଟି ଫିଲ୍ମ ସେ ଶିଶୁ କଳାକାର ଭାବେ କାମ କରିଥିଲେ 2017 ମସିହାରେ ମୁଖ୍ୟ ଅଵୁନେତ୍ରୀ ଭାବରେ ଓଡ଼ିଆ ଫିଲ୍ମ କରିଥିଲେ ତୁମୋ love ଷ୍ଟୋରୀ |
ଆପଣ ଜାଣି ଆଶ୍ଚଯ୍ୟ ହେବେ ସେହି ଏହି ଫିଲ୍ମ କଲା ବେଳେ ନବମ ଶ୍ରେଣୀରେ ପାଠ ପଢୁଥିଲେ ସେ ନବମ ଶ୍ରେଣୀରେ ପଢୁଥିଲା ବେଳେ ଆଉ ଗୋଟେ ମଧ୍ୟ ଫିଲ୍ମ କରିଥିଲେ ହିରୋ No-1 ତାହା ଫୁଣି ଓଡ଼ିଶାର ସୁପର ଷ୍ଟାର ବାବୁସାନ ଙ୍କ ସହିତ | ତାପରେ ସେ ଯେବେ ଦଶମ ଶ୍ରେଣୀରେ ପାଠ ପଡିଲେ ସେ ସମୟରେ ସେ ମଧ୍ୟ ଦୁଇଟି ଓଡ଼ିଆ ଫିଲ୍ମ କଲେ ଆପଣ ଶୁଣି ଆଶ୍ଚଯ୍ୟ ହେବେ |
ମେଟ୍ରିକି ରେ ସେ 97% ରଖି ପାସ କଲେ ଆଉ ସେ ଅର୍ଚିତା ଦାସ ଓ ଏଲିନା ସାମନ୍ତ ରାୟଙ୍କ ପରି ଏକ ଓଡିଶୀ ଡ୍ୟାନ୍ସର ଥିଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ | ଭୂମିକା ଦାସଙ୍କ ବାପାଙ୍କ ନାମ ହେଲେ ପ୍ରଶାନ୍ତ କୁମାର ଦାସ ମାଙ୍କ ନାମ ତୃପ୍ତି ଦାସ ଓ ଆଉ ଗୋଟେ ଛୋଟ ଭାଇ ମଦ୍ୟ ଅଛି ଓ ସଫଳତା ସ୍ନେହ ସବୁବେଳେ ତାଙ୍କ ବାପା ଓ ମାଙ୍କୁ ଦେଇ ଆସିଛନ୍ତି |
ଭୂମିକା ଦାସ ଗୋଟେ କାର ମଧ୍ୟ ଅଛି ସେ ପ୍ରତି ଓଡ଼ିଆ ଫିଲ୍ମ କରିବା ପାଇଁ 5ରୁ 10 ଲକ୍ଷ୍ୟ ଟଙ୍କା ନିଅନ୍ତି | ଆପଣଙ୍କ ପାଇଁ ଗୋଟିଏ ପ୍ରଶ୍ନ ଭୂମିକା ଦାସଙ୍କ ଯୋଡି ଦାସଙ୍କ ସହିତ କାହାର ଯୋଡି ଆପଣଙ୍କୁ ସବୁଠାରୁ ଭଲ ଲାଗେ କାହା ସହିତ ଭୂମିକା ଦାସଙ୍କୁ ଦେଖିଲେ ଆପଣଙ୍କୁ ବହୁତ ଭଲ ଲାଗେ |