Breaking News

ଭୋଳାନାଥଙ୍କ ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକ, ଆପଣଙ୍କ ନାଁ ନାହିଁ ତ ଏଥିରେ !!

ବନ୍ଧୁଗଣ ଦେବ ଦେବ ମହାଦେବ ନିଜର ଭକ୍ତ ମାନଙ୍କ ଉପରେ ପର୍ସନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି ହଁ ବନ୍ଧୁଗଣ ଏଥି ମହାଦେବ ନିଜର ଭକ୍ତ ମାନଙ୍କ ଉପରେ ସବୁବେଳେ ପର୍ସନ ହୋଇ ରହିଥାନ୍ତି ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ ସେମାନଙ୍କୁ ମହାଦେବ କେବେବି ନିରାଶ କରନ୍ତି ନାହିଁ ଯଦି ମହାଦେବଙ୍କର କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ହୋଇଥାଏ ତେବେ ତାହାର ଜୀବନରେ ଆସୁଥିବା ସବୁ ଅସୁବିଦା ସମାପ୍ତ ହୋଇଯାଇଥାଏ |

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୬ ଟି ନାମ ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିଷୟରେ କହିବୁ ଯିଏ ସାକ୍ଷତ ମହାଦେବ ଙ୍କର ଅଂଶ ବୋଲି କୁହାଯାଏ ଏବଂ ଏହି ଲୋକ ମାନେ ମହାଦେବଙ୍କର ସବୁଠାରୁ ବଡ଼ ଭକ୍ତ ବୋଲି କୁହାଯାଏ | ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଦେବ ସର୍ବଦା ଏହି ଲୋକ ମାନଙ୍କ ଉପରେ କୃପା କରିଥାନ୍ତି ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହୋଇଥାଏ | ଭଗବାନ ଶିବଙ୍କର କୃପାରୁ ଏମାନଙ୍କ ଜୀବନରେ ସଫଳତା ଆସିଥାଏ ଶିବଙ୍କର କୃପାରୁ ଏମାନଙ୍କ ଭିତରେ ସବୁବେଳେ ବୁଦ୍ଧି ଏବଂ ଜ୍ଞାନର ସଂଚାର ଲାଗି ରହିଥାଏ |

A ଅକ୍ଷର
କହିରଖୁଛୁ ଯେ ଏହି A ଅକ୍ଷରରୁ ଯାହା ନାମ ହୋଇଥାଏ ସେହି ଲୋକ ମାନେ ମହାଦେବ ଙ୍କର ସବୁଠାରୁ ଅଧିକ ପ୍ରିୟ ଅଟନ୍ତି ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ଖରାପ ଶକ୍ତି ମାନଙ୍କ ଠାରୁ ଦୁରେଇ ରଖନ୍ତି ତେଣୁ ଏମାନଙ୍କର ଜୀବନରେ କେବେ କୌଣସି ଅସୁବିଦା ଯଦି ଆସିଥାଏ ତେବେ ମହାଦେବ ଏମାନଙ୍କୁ ସେହି ସବୁ ପରିସ୍ତିସ୍ଥି ରେ ରକ୍ଷା କରିଥାନ୍ତି |

R ଅକ୍ଷର
ବନ୍ଧୁଗଣ ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଲୋକ ମାନେ ମହାଦେବ ଙ୍କର ସବୁଠାରୁ ପାଖଲୋକ ବୋଲି କୁହାଯାଇଥାଏ ଏହି ଲୋକ ମାନଙ୍କୁ ଚାରି ପଟୁ ମହାଦେବ ସାହାଯ୍ୟ କରିଥାନ୍ତି ଯଦି ଏହି ଲୋକ ମାନଙ୍କ ସହିତ କୌଣସି ଅନ୍ୟ ବ୍ୟକ୍ତି ଶତ୍ରୁତା କରିଥାଏ ତେବେ ତାହାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଥାଏ |

D ଅକ୍ଷର
ବନ୍ଧୁଗଣ ଏହି D ଅକ୍ଷର ଯାହାର ନାମ ଆରମ୍ଭ ହୋଇଥାଏ ସେହି ଲୋକ ମାନେ ମହାଦେବ ଙ୍କର ମଧ୍ୟ ଅତି ନିକଟତର ଲୋକ ଅଟନ୍ତି ଏହି ଲୋକ ମାନେ ମହାଦେବଙ୍କର ସମ୍ପୂର୍ଣ ଭାବରେ ଆରଧନା ମଧ୍ୟ କରନ୍ତି ଏବଂ ମହାଦେବ ଏମାନଙ୍କ ଉପରେ କୃପା ଦୁଷ୍ଟି ରଖିଥାନ୍ତି ମହାଦେବ ଏହି ଲୋକ ମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ |

P ଅକ୍ଷର
ଏହି P ଅକ୍ଷରର ଲୋକ ମାନେ ଲୋକମାନଙ୍କ ଉପରେ ମହାଦେବ ଖୁସି ଅଟନ୍ତି P ଅକ୍ଷରର ଲୋକ ମାନେ କେବେବି ମହାଦେବଙ୍କ ଠାରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି ନାହିଁ ଏହି ଲୋକ ମାନଙ୍କ ହୃଦୟ ବହୁତ ସଫା ଅଟେ ଏବଂ କୌଣସି ପ୍ରକାରର ବିପଦ ଆପଦ ଏମାନଙ୍କ ପାଖକୁ ଆସିନଥାଏ ତେଣୁ ଏହି କାରଣରୁ ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସବୁ ଅସୁବିଦା ଠାରୁ ଦୁରେଇ ମାର୍ଗ ଦେଖେଇ ଥାନ୍ତି |

V ଅକ୍ଷର
ବନ୍ଧୁଗଣ V ଅକ୍ଷରର ଲୋକ ମାନଙ୍କୁ ମହାଦେବ ସର୍ବଦା ଖୁସିରେ ରଖିବାକୁ ପସନ୍ଦ କରିଥାନ୍ତି ଯଦି କୌଣସି ବ୍ୟକ୍ତି ଏହି ଲୋକ ମାନଙ୍କ ସହିତ ଶତ୍ରୁତା କରିଥାଏ ତେବେ ସେହି ବ୍ୟକ୍ତିକୁ ମହାଦେବଙ୍କର ସାମ୍ନା କରିବାକୁ ପଡିଥାଏ ଏହି ଲୋକ ମହାଦେଙ୍କର ଅଧିକ ପାଖରେ ରହିଥାନ୍ତି ଏହି କାରଣରୁ ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାରର କିଛିବି ଅସୁବିଦା ଆସିବାକୁ ଆସିବାକୁ ଦିଅନ୍ତି ନାହିଁ |

S ଅକ୍ଷର
ଯେଉଁ ଲୋକ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନଙ୍କ ଉପରେ ମହାଦେବଙ୍କର କୃପା ସର୍ବଦା ଲାଗିରହିଥାଏ ଏହି ଲୋକ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି | ଏହି ଲୋକ ମାନଙ୍କ ଉପରେ ମହାଦେବ ଙ୍କର କୃପା ଦୃଷ୍ଟି ସର୍ବଦା ଲାଗି ରହିଥାଏ ଏହି କାରଣରୁ ଏମାନଙ୍କୁ କେବେବି କୌଣସି ପ୍ରକାରର ଅସୁବିଦାର ସାମ୍ନା କରିବାକୁ ପଡ଼ିନଥାଏ | ତେଣୁ ବନ୍ଧୁଗଣ ମହାଦେବ ସମସ୍ତ ବ୍ୟକ୍ତି ମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରଖିଥାନ୍ତି ସେଥି ପାଇଁ ଏଠରେ ଯେଉଁ ଲୋକ ମାନଙ୍କ ନାମ ରହିଅଛି ଏବଂ ଯେଉଁ ଲୋକ ମାନଙ୍କର ନାମ ଏଠାରେ ରହି ନାହିଁ ସେମାନଙ୍କୁ ଗୋଟିଏ ଅନୁରୋଧ ଅଟେକି ଭଗବାନ ଶିବଙ୍କର କୃପା ପାଇବା ପାଇଁ ତଳେ ଥିବେ କମେଣ୍ଟ ବକ୍ସରେ ଓଃ ନମଃ ଶିବାୟ ଲେକି ଦିଅନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.