Breaking News

ଭୀମକୁଣ୍ଡ ଯାହା ମହାଭାରତର ସାକ୍ଷୀ ହୋଇ ରହିଛି, ଏହା ପଛର ରହସ୍ୟ ଜାଣିଲେ ଆପଣ ଚକିତ ହୋଇଯିବେ

ଭୀମ କୁଣ୍ଡ ଯାହା ଭାରତ ଇତିହାସରେ ଏକ ଐତିହାସିକ ରହସ୍ୟ ଲୁଚି ରହିଛି । ଅନେକ ରହସ୍ୟ ମୟ କାହାଣୀ ଚୁଲି ରହିଛି ଭୀମ କୁଣ୍ଡ ରେ । ଧୁମ କେତୁ ବର୍ଷା ହୋଇଥିଲା ଆଜିକି ୪୦୦ ବର୍ଷ ତଳେ ବିଜ୍ଞାନ ଅନୁସାରେ । ଯାହାର ଯାହାର ଲକ୍ଷ ଲକ୍ଷ କିଲୋମିଟର ରୁ ଆସୁଥିବା ଉଲ୍କା ପିଣ୍ଡ ପୃଥିବୀ ସହ ଧକା ହୋଇଥିଲା ଏହା ଅନେକ ଦିନ ଧରି ଚାଲିଥିଲା ।

ପୃଥିବୀ ରେ ଯେତେ ବେଳେ ବଡ଼ ବଡ଼ ଆସିକି ପଢି ଥାଏ ଉଳୁକା ପିଣ୍ଡ ପୃଥିବୀ ର ବିଭିନ୍ନ ସ୍ଥାନ ମାନଙ୍କରେ ଜଳର ଉତ୍ପତ୍ତି ହୋଇଥିଲା ଏହା ପରେ ବର୍ଷା ହୋଇଥିଲା ଜଳ ଆସିବା ପରେ ସବୁ ସ୍ଥାନ କୁ ପାଣି ମିଳିଲା ପୃଥିବୀ ରେ ଜନ୍ ଜୀବ ସବୁ ଗଢି ଉଠିଲେ । ସେତେ ବେଳେ ପୃଥିବୀ ପୃଷ୍ଠରେ ଅନେକ ମାତ୍ର ରେ କୁଣ୍ଡ ତିଆରି ହୋଇଥିଲା ।

 

ଏ ସବୁ କୁଣ୍ଡ ଅଛି ଭାରତ ରେ ଯାହା ଗରମ ପାଣି ବାହାରେ । ଆହୁରି ଅଧିକ ମଧ୍ୟ ଏମିତି କୁଣ୍ଡ ରହିଛି ଯାହା ପାକୃତିକ୍ ମାତ୍ର ରେ ତିଆରି ହୋଇଛି ସେ ଏଇ କୁଣ୍ଡ ର ଉତ୍ପତ୍ତି ପଛରେ ବୈ୍ଞାନିକ କାରଣ ରହିଛି । କଳା, ସଂସ୍କୃତି ଓ ଭୌଗଳିକ କୁ ନେଇ ଭାରତ ବିଶ୍ଵ ପ୍ରସିଦ୍ଧ ହୋଇଛି ।

ଏହାର ଇତିହାସରେ ରହିଛି ଅନେକ ରହସ୍ୟ ସେମାନଙ୍କୁ ଭିତରୁ ହଉଚି ଭୀମ କୁଣ୍ଡ ଏହାର ଗଭୀରତା ଆକଳନ ଆଜି ପର୍ଯ୍ୟନ୍ତ କେହି କରିପାଇନହନ୍ତି । ବଡ଼ ବଡ଼ ବୈଜ୍ଞାନିକ ମନେ ଏହାର ରହସ୍ୟ ବୁଝି ପାରି ନାହାନ୍ତି ଏଇ ଯେଉଁ କୁଣ୍ଡର ରହସ୍ୟ ଜାଣି ରଖିବା । ମଧ୍ୟପ୍ରଦଶର ଛାତ୍ର ପୂର୍ ଜିଲ୍ଲା ର ଅଜଣା ଗାଁ ର ଗଭୀର ଗୁମ୍ଫା ଭିତରେ ରହିଛି ଭୀମ କୁଣ୍ଡ ।

 

ଆଗରୁ କହୁଥିଲେ ଏଠାରେ କୁଆଡେ ବହୁତ୍ ବଡ଼ ବଡ଼ ଜ୍ଞାନୀ,ଗୁଣୀ ମାନେ ସାଧନା କରୁଥିଲେ । ଏହା ବର୍ତ୍ତମାନ ଏବେ ପର୍ଯ୍ୟଟନ ଓ ଗବେଷଣା କେନ୍ଦ୍ର ପାଲଟିଛି । କିଛି ଲୋକ ଏଭଳି କଥା କହନ୍ତି ଭୀମ କୁଣ୍ଡ କୁଆଡେ ଶାନ୍ତ ଜଲା ମୁଖୀ କଥା ଅନୁସାରେ କହିବାକୁ ଗଲେ ପୌରାଣିକ ର ମହା ଭାରତ ଏହା ସହର ଜଡ଼ିତ ଅଛି ।

 

କୁହାଯାଏ କୌରବ ଙ୍କ ଠୁ ହାରିବା ପରେ ପାଣ୍ଡମ ମାନେ ଅଜ୍ଞାତ ବାସ ଯାଇଥିଲେ ବାଟରେ ଯାଉଥିବା ଜଙ୍ଗଲ ରାସ୍ତାରେ ଦୌପ୍ରଦୀ ଙ୍କୁ ଶୋଷ ହେଲା ବୋଲି ପାଞ୍ଚ ଭାଇ ମିଶି ପାଣି ଖୋଜୁଥିଲେ ଏତେ ବଡ଼ ଜଙ୍ଗଲରେ ପାଣି କୋଉଠୁ ଆସିବା । କିଛି ବାଟ ଚାଲିବା ପରେ ଦୌପଦୀ ଙ୍କୁ ଅଧିକ ଶୋଷ ହେଲା ଦୌପ୍ରଦୀ ଙ୍କ ସହ ମିଶି ସବୁ ପାଣ୍ଡବ ଙ୍କ ର ଅବସ୍ଥା ଖରାପ ହବ କୁ ଲାଗିଲା ।

ସବୁ ଚେଷ୍ଟା ପରେ କାହାରିକୁ ମଧ୍ୟ କିଛି ଉପାୟ ମିଳୁନଥିଲା ଠିକ୍ ସେତିକି ବେଳେ ଭୀମ ରାଗିଯାଇ ଗଦାକୁ ଉଠାଇ ଜୋରରେ ମାଟି କୁ ମାରିଥିଲେ ପରେ ସେଠାରେ ପାଣି ବାହାରିଥିଲା ଦୌପଦୀ ଙ୍କ ସହ ଥିବା ପାଞ୍ଚ ପାଣ୍ଡବ ମାନେ ନିଜର ଶୋଷ ମେଟାଇ ଥିଲେ ।

 

ସେବେ ଠାରୁ ମଧ୍ୟ ଭିମଙ୍କ ନାମ ଅନୁସାରେ ସେହି କୁଣ୍ଡ ର ନାମ ଭୀମ କୁଣ୍ଡ ବୋଲି କୁହାଯାଇଛି । କୁହାଯାଇଥାଏ ଯେ ଏହି କୁଣ୍ଡ ଭିତରେ ବହୁତ୍ ବଡ଼ ବଡ଼ ଗତ ଅଛି, ଯେଉଁଥିରେ ଗୋଟେ ଗାତରୁ ପାଣି ବାହାରୁଚି ଆଉ ଗୋଟେ ରୁ ପାଣି ରହୁଚି । ସେ୍ବ ବୋଧେ କୁଣ୍ଡରେ ଅଧିକ ମାତ୍ରାରେ ପାଣି ରହି ଥାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *