Breaking News

ଭିଡିଓ ଦେଖନ୍ତୁ – ବାବୁସାନ (Babushan) ହଠାତ ରାଗିଗଲେ ଆଉ ତାପରେ ଏମିତି କିଛି କରି ବସିଲେ, ଆପଣ ଜାଣିଲେ ବିଶ୍ବାସ କରି ପାରିବେ ନାହିଁ

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ସୁପର ସ୍ଟାର ବାବୁସାନ ଙ୍କୁ ନିଶ୍ଚୟ ଜାଣିଥିବେ |ଆପଣ ମାନେ ଜାଣିଥିବେ ତାଙ୍କ ବାପା ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ଓ ତାଙ୍କ ମା ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ |ତେବେ ଆପଣ ମାନେ ଜାଣିଥିବେ ବାବୁସାନ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି | ତେବେ ବାବୁଷାନ ଙ୍କର ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି |ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ଟି କଣ |

ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତର ସମସ୍ତ ହିରୋ ଆଉ ହିରୋଇନ ମାନେ ସବୁବେଳେ କିଛି ନା କିଛି କାରଣରୁ ସବୁବେଳେ ସୋସିଆଲ ମିଡିଆ ରେ ଚର୍ଚା ରେ ରହିଥାନ୍ତି |ତେବେ ବନ୍ଧୁଗଣ ବାବୁଷାନ ଙ୍କର ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ତେବେ ଏହି ଭିଡିଓ ରେ ବାବୁସାନ ବହୁତ ରାଗିଯାଇଥିବାର ଦେଖିବାକୁ ମିଳିଛି |ତେବେ ବାବୁଷାନ କଣ ପାଇଁ ରାଗି ଯାଇଛନ୍ତି ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ବାବୁଷାନ ଖାଇ ବସିଛନ୍ତି ଓ ସେ ଖାଇବା ବେଳେ ନିଜେ ଖାଇବା ସହ ତାଙ୍କ କୁକୁର କୁ ମଧ୍ୟ ଖୁଆଉଛନ୍ତି |ଏମିତି କିଛି ସମୟ ନିଜେ ଖାଇ ତାଙ୍କ କୁକୁରକୁ ଖୁଆଉଛନ୍ତି ଓ ଖାଇବା ପରେ ବାବୁଷାନ କୁକୁର ଟିକୁ ବେସ ଗେଲ କରୁଛନ୍ତି |ତାପରେ ବାବୁଷାନ ନିଜ ରୁମ କୁ ଯାଉଛନ୍ତି ଓ ତାଙ୍କ କୁକୁର ମଧ୍ୟ ତାଙ୍କ ରୁମ କୁ ଯାଉଛି ହେଲେ ବାବୁଷାନ ଯେତେ କହିଲେ କୁକୁର ଟି ବାବୁଷାନ ଙ୍କର କଥା ଶୁଣୁ ନାହି ଓ କୁକୁରଟି ଜୋର ଜବରଦସ୍ତ ଚେଷ୍ଟା କରୁଛି ତାଙ୍କ ରୁମ କୁ ଯିବା ପାଇଁ ଏଥୀ ପାଇଁ ବାବୁଷାନ ବହୁତ ରାଗି ଯାଉଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *