Breaking News

ଭଗବାନ ଙ୍କର ନାମ ନେଇ ବାଛନ୍ତୁ ଗୋଟିଏ ପତ୍ର ସଂଖ୍ୟା ଆଉ ଦେଖନ୍ତୁ ଚମତ୍କାର ଆଗକୁ Kipari ରହିବ ଆପଣଙ୍କ ଭବିଷ୍ୟତ !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ଏପରି କ କଥା ଯାହା କୁ ଆପଣ କ ଭବିଷ୍ୟତ ରେ ଆସୁଥିବା ସମୟ ଆପଣଙ୍କ ପାଇ କିପରି ରହିବ କଣ ସବୁ ଖୁସିର ଖବର ରହିବାକୁ ଅଛି ଆସିଥିବା ସମୟ ରେ କଣ ରହିବ ଆପଣ କର ଭବିଷ୍ୟତ ଆସନ୍ତା କାଲି ଠାରୁ କଣ ସବୁ ପରିବର୍ତନ ହେବାକୁ ଯାଉଛି ଆପଣ କ ଜୀବନ ରେ ଆସନ୍ତୁ ଜାଣିବା ଆପଣଙ୍କୁ ବାସ ଖାଲି ଗୋଟିଏ କାମ କରିବାର ଅଛି ଯେଉଁ ତିନୋଟି ପତ୍ର ରେ ଲେଖା ହୋଇଥିବା ୩ ଟି ସଂଖ୍ୟା ଦେଖନ୍ତୁ ସେହି ପତ୍ର ହେଉଛି ଆଶ୍ବସ୍ତ ବୃକ୍ଷ ର ପତ୍ର ଅଟେ ଯାହାକି ବୋହୁତ ପବିତ୍ର ଅଟେ ସେଥିରେ ଲେଖା ହୋଇଛି |

ତିନିଟି ସଂଖ୍ୟା ୧.୨ଏବଂ ୩ ଆପଣ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା କୁ ଆପଣ ବଛିବେ କିନ୍ତୁ ବାଛିବା ସମୟରେ ଆପଣ ଆପଣ କର ଇଷ୍ଟ ଦେବତା ଭାବୁଥିବା ପ୍ରିୟାର ଠାକୁର ତାଙ୍କର ନାମ ଉଚ୍ଚାରଣ କରି ଗୋଟିଏ ସଂଖ୍ୟା କୁ ବାଛନ୍ତୁ ଏବଂ ସେହି ସଂଖ୍ୟା ର ଆଧାର ରେ ଆପଣ ଅପଣକର ଭବିଷ୍ୟତ କୁ ଜାଣିବେ ତେବେ ଆପଣ ବର୍ତ୍ତମାନ ଆପଣ ଆପଣ କର ପ୍ରିୟ ର ଦେବତା କ ନାମ ଧରି ଏକ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ଆସିବା କୁ ଥିବା ସମୟ ଆପଣ କ ପାଇ କିପରି ରହିବ ଏବେ ଆପଣ ବାଛି ନିଅନ୍ତୁ ଗୋଟିଏ ସଂଖ୍ୟା ଏବେ ଆସ ଜାଣିବା ତିନୋଟି ଯାକ ସଂଖ୍ୟ କଣ କହୁଛନ୍ତି ଆପଣ କ ଭବିଷ୍ୟତ ବିଷୟରେ |

ପ୍ରଥମେ ୧ ନମ୍ୱର୍ ଯଦି ଆପଣ ୧ ବାଛି ଛନ୍ତି ତ ଜାଣନ୍ତୁ ଆପଣ କର ବର୍ତ୍ତମାନ ସମୟ ରେ ଗୋଟିଏ ଶୁଭ ଦାସ ଭୋଗ ହେବ ବର୍ତ୍ତମାନ ମାନ ଯଶ ମାନ ବଢିବା ଇଚ୍ଛା ଅନୁସାରେ ଫଳ ଅବଶ୍ୟ ଆପଣ କ ଜୀବନ ରେ ମିଳିବ କିନ୍ତୁ କେଉଁ ଶୁଭ ଫଳ ଆପଣ କୁ ପ୍ରାପ୍ତ ହେଉ ଅଛି ତାହା ଆଉ କିଛି ଦିନ ମଧ୍ୟ ରେ ଆପଣ ନିଜେ ହିଁ ଜାଣି ପାରିବେ ଯାହାର କୁ ଭୋଗ ଆପଣକୁ ଏବେ ମଧ୍ୟ ପ୍ରାପ୍ତ କରୁଛନ୍ତି ଏବଂ ଆଗକୁ ଆହୁରି ମଧ୍ୟ ଅଧିକ ମିଳିବ ଆଗକୁ ଯେଉଁ ଶୁଭ ଫଳ ଆସୁଅଛି ତାହା ଧିରେ ଧୀରେ ଆପଣଙ୍କୁ ପ୍ରାପ୍ତ ହେବା ଯେପରି କି ଆପଣ ଜାଣିଛନ୍ତି କି ଅଶୁଭ ଫଳ ଶୀଘ୍ର ଫଳ ହୋଇଥାଏ |

କିନ୍ତୁ ଶୁଭ ଫଳ ଟିକେ ଡେରି ରେ ମିଳିଥାଏ ଆପଣ କୌଣସି ଖରାପ କାମ କରନ୍ତି ତାହା ତୁରନ୍ତ ହିଁ ଖରାପ ପରିଣାମ ଦେଇଥାଏ କିନ୍ତୁ ଭଲ କର୍ମତିଏ କରିବେ ଟା ତାହାର ପରିଣାମ ଆପଣକୁ ଟିକେ ଡେରି ରେ ମିଳିଥାଏ ଆଜି ପର୍ଯ୍ୟନ୍ତ ଆପଣ ଯାବତୀୟ ଦୁଃଖ କଷ୍ଟ ଭୋଗ କରିଯାଇଛନ୍ତି ବର୍ତମ ଯେଉଁ କେତୋଟି ଗ୍ରହ ଆପଣ କ ଅଶୁଭ ଭାବରେ ରହିଛନ୍ତି ସେଥି ପାଇ ଆପଣ କୌଣସି ଭଲ ଯୋତିସ କ ସହିତ ପରାମର୍ଶ କରନ୍ତୁ ଯାହା ଫଳରେ ଆପଣ ତାହାର ପ୍ରତି କାର କରି ପାରିବେନି ହଠାତ୍ ଧନ ପ୍ରାପ୍ତି ଶୁଭ ସମ୍ବାଦ କିଛି ଆପଣ ପାଇ ପାରନ୍ତି ଅଟକି ରହିଥିବା କାର୍ଯ୍ୟ ର ଶେଷ ହେବାକୁ ଆସୁଅଛି ଶରୀର ଆରୋଗ୍ୟ ରହିବ ସ୍ତ୍ରୀ କର ସମସ୍ତ ଦୁଃଖ ମୋଚନ ରହିବ ଅର୍ଥାତ୍ ଆପଣ ଯଦି ଆପଣ ଏହି ୧ ନମ୍ୱର୍ ଟିକୁ ବାଛି ଛନ୍ତି ତେବେ ଆପଣଙ୍କର ସବୁ ଦିଗରୁ ଶୁଭ ସମୟ ଆସୁଅଛି ନମ୍ୱର୍

୨ ଯଦି ଆପଣ ନମ୍ୱର୍ ୨ ବାଛି ଛନ୍ତି ତେବେ ଆପଣ ବର୍ତ୍ତମାନ ଯାଏ ବୋହୁତ ଚିନ୍ତା ର ସମୟ ଅତି ବାହିତ କରିଛନ୍ତି ବର୍ତ୍ତମାନ ବୋହୁତ ଦୁଷ୍ଟ ଗ୍ରହ ଆପଣ କୁ ଚିନ୍ତା କରିବାରେ ଲାଗିଛି ନା ନା କାରଣ ରୁ ଧନ ବେୟ ହେଉଅଛି ଘର ଠାରୁ ବାହାର ଯାଏ ଆସନ୍ତି ର ନିଅ ଜଳୁଛି କାହାରି ସେଥିରେ ଧନ ପ୍ରାପ୍ତି ହେବ ନାହିଁ ପାରିବାରିକ କ୍ଷେତ୍ର ରେ ଆପଣ ବୋହୁତ ଖର୍ଚ୍ଚ କରି ସାରିଛନ୍ତି ଓ ତାହାର ଭରଣ କରି ନ ପାରି ଆଜି ଚିନ୍ତିତ ହୋଇ ରହିଛନ୍ତି ଏବଂ ସେଥିରେ ମଧ୍ୟ ଆପଣଙ୍କର ପରିଶ୍ରମ ର ମୂଲ୍ୟ ଏଯାଏ ମିଳିଲା ନାହିଁ ଆପଣ କର ଦୁଃଖ ମୋଚନ ର ସମୟ ଆସିଯାଇଛି ଆଜି ଠାରୁ ଆପଣ ବହୁତ୍ ସୁନାମ ଅର୍ଜନ କରିବେ ପଦ ପଦ ରେ ଯଶ ପ୍ରାପ୍ତି ର ସୁଯୋଗ ଦେଖା ଦେବ ଶୁଭ ର ପ୍ରବେଶ ରେ ଅଶୁଭ ଆପଣ କୁ ଠୁ ଦୁରେ ଯିବାର ଅଛି |

ଦେଖନ୍ତୁ ଆପଣ କ ନିମନ୍ତେ ଆପଣ ପ୍ରତ୍ୟହ ପରମ୍ଭ୍ ରେ ଶଯ୍ୟା ତ୍ୟାଗ କରିବା ପୂର୍ବରୁ ମାତା ପାର୍ବତୀ କର ଧ୍ୟାନ କରନ୍ତୁ ହଳଦୀ ରଙ୍ଗର ଗାମୁଛା ଏବଂ ଶୀଘ୍ର ପ୍ରାପ୍ତ ହେବାକୁ ଥିବା ଶୁଭ ଫଳ ଆହୁରି ଶୀଘ୍ର ପ୍ରାପ୍ତ ହେବ ଆଉ ମଧ୍ୟ ମାନେ ରଖିବେ ଏହା ପୂର୍ବରୁ ଆପଣ ଗ୍ରହ ଦୋଷ ରୁ ଯେଉଁ କାର୍ଯ୍ୟ ରେ ହାତ ଦେଇଛନ୍ତି ତାହା ହୋଇନାହିଁ ଏବେ ଆପଣ ସେହି ଭଳି ଭୁଲ କରନ୍ତୁ ନାହିଁ କୌଣସି ଅସତ୍ୟ କାମରେ କୌଣସି ଖରାପ କାମ ରେ ଆପଣ ହସ୍ତ୍ ଖ୍ୟାପ କରନ୍ତୁ ନାହିଁ ସତ୍ୟର ଅରଧନ କର୍ମ ରେ ଲାଗି ରୁହନ୍ତୁ ଆପଣ ନିଶ୍ଚୟ ହିଁ ଆପଣ କ ଜୀବନ ରେ ପରିବର୍ତନ ପାଇବେ |

ନମ୍ୱର୍ ୩ ଯଦି ଆପଣ ୩ ନମ୍ୱର୍ ବାଛି ଛନ୍ତି ତେବେ ଆପଣ କ ଭାଗ୍ୟ ବୋହୁତ ଶୁଭ ମୟ ହେବାକୁ ଲଗୁଅଛି ଏଥର ଚିନ୍ତା ଦୂର କରି ଶୁଭ ଫଳ ଆଗମନ ର ଅପେକ୍ଷା ରେ ରୁଆନ୍ତୁ ବର୍ଷ ବର୍ତମାନ ଆପଣଙ୍କ ଜାତକ ରେ ଶୁଭ ଫଳ ଭୋଗ ଆଶା ଏହି ସମୟ ରେ ଆପଣଙ୍କର ଦ୍ୱିତୀୟ ରାଜ୍ ଯୋଗ ର ବଳ ପ୍ରଦାନ କରୁଅଛି ଦ୍ଵାଦଶ ଦୁଆର କୁ ଜଣେ ଜ୍ଞାନୀ ପଣ୍ଡିତ କୁ ଚିହ୍ନିତ କରି ନିଅନ୍ତୁ ଯେଉଁ ୪ ଟି ଗ୍ରହ ଆପଣ କ ଅଜିବ ଦୁଃଖ ଦେଉ ଛନ୍ତି ତାହା ନିବା ରଣ ନିମନ୍ତେ ଉପାୟ କରି ନିଅନ୍ତୁ ବିଶେଷ କରି ନବ ଗ୍ରହ ଆପଣ କେତୋଟି ଗ୍ରହ ରତ୍ନ ଧାରଣ କରି ପାରିବେ ରତ୍ନ ବିଶ୍ଵାସ ରଖି ପରିଧାନ କଲେ ଭଲ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଗ୍ରହ ଶାନ୍ତି ହେଲେ ବିଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ହୋମ କରି ଗୋଟିଏ ଷଣ୍ଢ କୁ ଖାଦ୍ୟ ପ୍ରଦାନ କରନ୍ତୁ ଏହା କଲେ ଆପଣ କ ଗ୍ରହ ଶାନ୍ତି ହେବ ଇଚ୍ଛା ହେଉଛି ତା ତୀର୍ଥ ରେ ଯାଆନ୍ତୁ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.