Breaking News

ଭଗବାନ ଭୋଳାନାଥ ଙ୍କ ଚମତ୍କାରିତା ମୂର୍ତ୍ତି ଦେଖିବାକୁ ଦୂର ଦୂର ରୁ ଆସନ୍ତି ଲୋକ ଏହାର ରହସ୍ୟ Dekhi ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ, ଏଠାକୁ ଯିଏ ଯାଏ ତାର ପୁରାଣ ହୁଏ ମନସ୍କାମନା….

ଦର୍ଶକବନ୍ଧୁ ଆସନ୍ତୁ କିଛି ଏମିତି ଚତ୍ମକାରିତା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣଙ୍କୁ ବିଶ୍ଵାସ ହୋଇଯିବ କି ଭଗବାନ ସତରେ ଅଛନ୍ତି ନମ୍ବର 1 – ଓଡ଼ିଶାର ବାବା ଗିରୋଖନାଥ ମନ୍ଦିର ର ଚତ୍ମକାର ଜାଣିଲେ ଆର୍ଶ୍ଚଯ୍ୟ ହୋଇଯିବେ ଜଗତସିଂହପୁର ଜିଲ୍ଲାରେ ଥିବା ଗୋରଖନାଥ ମନ୍ଦିରର ଏମିତି କଥା ରହିଛି କି ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡି ବାବା ଗୋରଖନାଥ ମନ୍ଦିର କୁ ଆଣି ବିବୁଥି ଖୁଆଇଲେ ବିଷ ଝଡି ଯାଇଥାଏ ଭଗବାନ ଭଲ କରି ଦେଇଥାନ୍ତି |

ନମ୍ବର 2 – ଓଡ଼ିଶାରେ ଗୋଟିଏ ତୁଳସୀ ଗଛ ରେ ମନ୍ଦାର ଫୁଲ ଫୁଟିଛି ଏହି ଭିଡ଼ିଓ ପୂର୍ବରୁ ବୋହୁତ ଭାଇରାଲ ହୋଇଥିଲା ଏହି ଘଟଣା ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ନିୟୁଜ ବାଲା ମଧ୍ୟ ରେପୋର୍ଟିଙ୍ଗ କରିଥିଲେ ସାଇଣ୍ଟିଷ୍ଟ ଦେଖି ମଧ୍ୟ ଅର୍ଶ୍ଚଯ୍ୟ ହୋଇଯାଇଥିଲେ |

ନମ୍ବର 3 – ଗୋଟିଏ ଲୋକ ସନ୍ଧ୍ୟା ସମୟରେ ଆକାଶର ଭିଡ଼ିଓ ତିଆରି କରୁଥିଲା ସେହି ସମୟରେ ଭଗବାନ ଶିବଙ୍କର ଦର୍ଶନ ମିଳିଥିଲା |

ନମ୍ବର 4 – ଭଗବାନ ଶିବଙ୍କର ଏକ ମୂର୍ତ୍ତି କୁ କ୍ଷୀର ରେ ଗାଧୋଇ ଦେବା ସମୟରେ ଦେଖା ଜାଉଥିଲେ କି ଯେତେ ବେଳେ କ୍ଷୀର ଢାଳି ଯାଉଥିଲା ଭଗବାନ ଆଖୁ ବୁଝି ଦେଇଯାଉଥିଲା ତାହା ପରେ ଆଖି ଫେରେ ଖୋଳୁଥିଲା |

ନମ୍ବର 5 – ଗୁଡ଼ଗାଁ ରେ ଏକ ଛକରେ ଏକ ଶିବଙ୍କର ମୂର୍ତ୍ତି ତିଆରି ହୋଇଛି ଆଉ ଯିବା ଆସିବା ଲୋକ ତାଙ୍କୁ ପ୍ରଣାମ କରି ଯାଆନ୍ତି ଭଗବାନ ଶିବଙ୍କ ପାଖରେ ଥିବା ତ୍ରିଶୂଳ ଉପରକୁ ଉଡ଼ି ଯାଇଛି ଏହି ଚତ୍ମକାରିତା କୁ ସେଠାରେ ଥିବା ଲୋକମାନେ ନିଜ ଆଖିରେ ଦେଖିଥିଲେ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.