ଦର୍ଶକବନ୍ଧୁ ଭଲ କାମ କରୁଥିବା ଲୋକଙ୍କୁ ଖରାପ ଫଳ କଣ ପାଇଁ ମିଳିଥାଏ ଓ ଖରାପ କାମ କରୁଥିବା ଲୋକଙ୍କୁ ଭଲ ଫଳ କାହିଁକି ମିଳିଥାଏ ଏହି ପ୍ରଶ୍ନ ଅଧିକ ଅଂଶ ଲୋକଙ୍କ ମନରେ ଆସିଥାଏ ଭଗବାନ ଆମର ସାତ କଣ ପାଇଁ ଦେଇନାହାନ୍ତି ଆମର ପର୍ଥନା ଓ ଆମର ବିନତି କାହିଁକି ଶୁଣୁନାହାନ୍ତି ଏହି ପ୍ରଶ୍ନ ମାନଙ୍କର ଉତର ଭଗବତ ଗୀତାରେ ଶୁଣାଯାଇଥିବା ଗୋଟିଏ ପ୍ରସଙ୍ଗରେ ପାଇପାରିବ ପ୍ରସଙ୍ଗ ଅନୁସାରେ ଗୋଟିଏ ଗୋପାଳ ଭଗବାଙ୍କର ସେବା କରୁଥିଲା ସେ ସବୁଦିନ ମନ୍ଦିର ଯାଇ ଭଲ ମାନେ ଭଗବାନ ସ୍ମରଣ କରେ ତାର ଭକ୍ତିର କର୍ମ କେତେ ଦିନ ହେବ ଚାଲିଥିଲା ଗୋଟିଏ ଦିନ ତାର ଭକ୍ତିରେ ଭଗବାନ ପ୍ରସନ୍ନ ଗୋଇ ଭଗବାନ ମନ୍ଦିରରେ ଦେଖା ଦେଲେ ପ୍ରଭୁଙ୍କୁ ସାମ୍ନାରେ ଦେଖି ସେହି ଗୋପାଳ ଆଖିରେ ଲୁହ ବହିବାକୁ ଲାଗିଲା |
ସେ କହିଲା ହେଉ ପ୍ରଭୁ କେତେ ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି ମୁଁ ସବୁବେଳେ ଏହି ମିର୍ତ୍ତିକୁ ଦେଖି ଭବୁଥିଲି ମୋ ସ୍ୱାମୀ କେବେ ଠାରୁ ଠିଆ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ଆପଣ ନିଶ୍ଚୟ ଭାବରେ ଥକି ଯାଇଥିବେ ପ୍ରଭୁ ମୁଁ ଆପଣଙ୍କ ଲାଗି କିଛି କରିବାକୁ ଚାହୁଁଚି ସେତେବେଳେ ଭଗବାନ ତାକୁ ପଚାରିଲେ ତୁ ମୋର ସାହାଯ୍ୟ କିପରି କରିପାରିବୁ ତା ପରେ ସେହି ଗୋପାଳ କହିଲା ହେ ପ୍ରଭୁ ଆପଣ ଯଦି ଚାହିଁବେ ତାହାଲେ ଗୋଟିଏ ଦିନ ପାଇଁ ମୁଁ ଆପଣଙ୍କ ଜାଗାରେ ଛିଡା ହୋଇରହିବି ଏବଂ ଆପଣ ମୋ ରୂପ ଧାରଣ କରି ଏହି ନଗରକୁ ଭ୍ରମଣ କରିବେ ଭଗବାନ ନିଜେ ସେହି ଭଲ ପାନରେ ପ୍ରସନ୍ନ ଥିଲେ |
ଯାହା ପାଇଁ ସେ ଗୋପାଳର ପାର୍ଥନା ଶିକାର କଲେ କିନ୍ତୁ ଭଗବାନ ଗୋପାଳ ସାମ୍ନାରେ ଗୋଟେ ସର୍ତ ରଖିଲେ ସେ କହିଲେ ସମ୍ପୂର୍ଣରେ ଦିନରେ ତୁମର ସମ୍ନାକୁ କେତେ ଲୋକ ଆସିବେ କେତେ ପ୍ରକାରର ବିନତି କରିବେ ତୁମେ କେବେଲ ସେମାନଙ୍କର ପାର୍ଥନା ଶୁଣି ନବ କିଛି କରିବ ନାହିଁ ଏବଂ କିଛି କହିବି ନାହିଁ ସମସ୍ତଙ୍କ ପାଇଁ ମୁ ନିହାତି କରିସାରିଛି ଭଗବାନ ଙ୍କର କଥା ଶୁଣି ଗୋପାଳ ବହୁତ ଆଶ୍ଚଯ୍ୟ ହୋଇ ଗଲେ ସେ ମନକୁ ମନ ବିଚାରିଲା କଣ ଭଗବାନ ଆମ ପର୍ଥନାକୁ ଅଣ ଦେଖା କରି ଦେଉଛନ୍ତି ନିଜ ମନରେ ଅନେକ ପ୍ରଶ୍ନ ଦେଖି ସେ ଶାନ୍ତ ରହିଲା |
ନାଉରି ଭଗବାନଙ୍କୁ ପର୍ଥନା କଲା ବେଳେ ସେହି ସମୟରେ ନଗରୀର ସୈନିକ ମାନେ ମନ୍ଦିର ଆସିଲେ ଏବଂ ମୋ ପରେ ଏହି ମନ୍ଦିରକୁ ନାଉରି ଆସିଛି ଏହାର ଅର୍ଥ ହେଉଛି ମୋ ଧନର ପୁଟୁଳି ଚୋରି କରିଛି ରକୁ ବନ୍ଦୀ କରନ୍ତୁ ଏହା ଦେଖି ଗୋପାଳ ଦେଖି ଗୋପାଳ ଭାବୁଛି ମୁ କାହାସହିତ ଅନ୍ୟାୟ ହେବାକୁ ଦେଇ ପାରିବି ନାହିଁ ସେ ଗୋପାଳ ସର୍ତ୍ତ ବୁଲିକି କହିବାକକୁ ଲାଗିଲା ସେହି ଧନର ପିଟୁଳି ନେଇନି ଗରିବ ମଣିଷ ପାଖରେ ଅଛି ସୈନିକ ମାନେ ସେହି ଗରିବକୁ ବନ୍ଦୀ କରି ରଖିଦେଲେ ନାଉରି ନିଜ ଯାତ୍ରାକୁ ଚାଲି ଗଲା ଓ ବେପାରୀ ଧନର ପୁଟୁଳି ନେଇ ନିଜ ଘରକୁ ଚାଲିଗଲା ସନ୍ଧ୍ୟା ହେଲା ବେଳେ ଭଗବାନ ମନ୍ଦିରକୁ ଫେରିଲେ ଗୋପାଳ କୄଖୁସୀର ଭଗବାନଙ୍କୁ ସବୁ କଥା କହିଦେଲା ଗୋପାଳର କଥା ଶୁଣି ଭଗବାନ କହିଲେ ତମେ କାହାର ଭଲ କରିରଲ ନାହିଁ ସମସ୍ତଙ୍କର ଖେତୀ କଲ ସେହି ବେପାରୀ ଭୁଲୁ ରାସ୍ତାରେ ଧନ ଅର୍ଜନ କରେ ଧନ ପଡିଯାଇଥିଲା |
ତାହାଲେ ତାକୁ କୌଣସି ଫରକ ପଡ଼ିନଥାନ୍ତା କେବଳ ତାର ପାପହିଁ କମି ଯାଇଥାନ୍ତା କାହିଁକି ନା ସେହି ଧନ ଗରିବକୁ ମିଳିଯାଇଥାନ୍ତା ଧନ ମିଳିବା ପରେ ପିଲା ମାନେ ଭୋକରେ ମାରି ନଥାନ୍ତେ ସେହି ପ୍ରକାରର ନାଉରି ଯେଉଁ ଯାତ୍ରାରେ ଯାଉଥିଲା ସେଠାରେ ବଡ଼ ତୋଫାନ ଆସିବାର ଥିଲା ଯଦି ସେ କାରାବାସରେ ରହିଥାନ୍ତା ତାହାଲେ ତାହାର ଜୀବନ ବଞ୍ଚିଯାଇଥାନ୍ତା ଭଗବାନଙ୍କ କଥା ଶୁଣି ଗୋପାଳ ବୁଝି କରିପାରିଲା ସେଇ ସକାଳୁ ଯେଉଁ କଥାକୁ ନେଇ ଅରଶ୍ଚଯ୍ୟ ହେଲା ପ୍ରକୃତରେ ତାର ଅର୍ଥ କଣ ଥିଲା ଏହି ପରି ଜୀବନରେ ବହୁତ ଥର ଅସୁବିଦା ଆସିଥାଏ ଯେତେବେଳେ ଲଗେକି ଆମ ସାହିତ ବହୁତ ଅନ୍ୟୟ ହେଲା ଭଗବାନ ଆମ ସହିତ ଅନ୍ୟାୟ କରିଲେ କିନ୍ତୁ ଆମର ଏହି ଘଟଣା ପଛରେ ଭଗବାନ ଙ୍କର କିଛିନା କିଛି ଅର୍ଥ ଥାଏ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …