Breaking News

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର ଜୀବନ ବି ଦବାକୁ ପଛାଏନି। ସେଥିପାଇଁ ତ ମାର ସ୍ଥାନ ସବୁଠାରୁ ଉଚ୍ଚାରେ ରହିଛି।ସେମିତି ଏକ ମାର ଦୁଃଖ ଭରା କାହାଣି ଏବେ ସାମ୍ନାକୁ ଆସିଚି। ଯିଏ କି ନିଜ ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ନିଜ କିଡନୀ ଦାନ କରିବାକୁ ମନସ୍ତ କରିଛି। କିନ୍ତୁ ଏଥିପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଇ ଛିଡ଼ା ହେଇଚି ଟଙ୍କା। ତାହାଲେ ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣାଟି ବିଷୟରେ। ମାଲକାନଗିରି ର ଏଭି ୮୭ ଗ୍ରାମରେ ଦିନେଶ ମଳାକାର ଙ୍କର ଘର। ପରିବାର କହିଲେ ଏକୁଟିଆ ମା ପତ୍ନୀ ଆଉ ତିନି ବର୍ଷ ର ଛୋଟିଆ ଝିଅ। ବହୁତ ଦିନ ତଳେ ବାପା ରୋଗ ରେ ପଡି ଆଇପାରିକୁ ଚାଲି ଯାଇଛନ୍ତି।

ଦିନେଶ ଙ୍କର ଆହୁରି ବି ଦୁଇଜଣ ଭାଇ ଅଛନ୍ତି କିନ୍ତୁ ସେମନେ ଅଲଗା ରହୁଛନ୍ତି ତିନି ପୁଅ ଭିତରୁ ଦିନେଶ ହିଁ ମାଙ୍କୁ ନିଜ ପାଖରେ ରଖି ତାଙ୍କର ଦାୟିତ୍ୱ ନିଏ। ବାପା ଚାଲିଗଲା ପରେ ଦିନେଶ ଙ୍କ ମା ମୂଲିଆ କାମ କରି ବହୁତ ଦୁଃଖ କଷ୍ଟ ରେ ତିନି ଭାଇଙ୍କୁ ବଡ଼ କରିଥିଲେ। କିନ୍ତୁ ଯେତେବେଳେ ପିଲେ ବଡ଼ ହେଲେ ତିନି ଭାଇ ରୁ ଦୁଇ ଭାଇ ଆଉ ମାଙ୍କୁ ପଚାରିଲେନି। ଏବେ ମାର ସାହା ଭରସା ସବୁ କିଛି ହେଉଛନ୍ତି ଦିନେଶ। ପରିବାର ବେଶ ହସଖୁସି ରେ ଚଳୁଥିଲା। କିନ୍ତୁ ହଠାତ ଏମିତି ଭାଗ୍ୟ ତାଙ୍କ ଉପରେ ଦାଉ ସାଧିବ ବୋଲି କିଏବା ଜାଣିଥିଲା।


ହଁ ଆଜ୍ଞା କିଛି ଦିନ ତଳେ ଦିନେଶ ଅଟୋ ନେଇ ଯାଉଥିବା ବେଳେ ତା-ଙ୍କ-ର ଛା-ତି-ରେ କ-ଷ୍ଟ ଅନୁଭବ ହେବାରୁ ଘରକୁ ଚଲି ଆସିଲେ ଆଉ ଯେତେବେଳେ ଡାକ୍ତର ଦେଖେଇବାକୁ ଗଲେ ଡାକ୍ତର ପରୀକ୍ଷା କରି କହିଲା ୟାଙ୍କର କିଡନୀ ଟି ସମ୍ପୂର୍ଣ୍ଣ ଖରାପ ହେଇଯାଇଛି।ଯଦି ନୂଆ କିଡନୀ ନ ଲଗାଯାଏ ସେ ଆଉ ବେସିଦିନ ବ-ଞ୍ଚି-ବା ଅ-ସ-ମ୍ଭ-ବ। ଏମିତି ପରିସ୍ଥିତିରେ ମା ଆଉ କିଛି ଉପାୟ ନପାଇ ନିଜର କିଡନୀ ପୁଅ ଦେବାପାଇଁ ମନସ୍ତ କରିଛି କିନ୍ତୁ ଏବେ ପ୍ରତିବନ୍ଧକ ହେଇ ଠିଆହେଇଛି ଟଙ୍କା।

କିଡନୀ ସିନା ଦେଇଦେବେ ତାକୁ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଦରକାର ତିନି ରୁ ଚାରି ଲକ୍ଷଟଙ୍କା। ଏତେ ଟଙ୍କା ସିଏ ଏବେ କିଆଡୁ ଆଣିବେ ଆଉ ପୁଅକୁ କେମିତି ବଞ୍ଚାଇବେ। ମା ର ଦୁଃଖ ଏବେ କହିଲେ ନସରେ କାନ୍ଦି କହୁଚି କିଏତ ମତେ ସାହାଯ୍ୟ କର ମୁଁ ମୋପୁଅର ଜୀବନ ବଞ୍ଚାଇଦେବୀ। ଖାଲି ମା କାହିଁକି ଦିନେଶ ସ୍ତ୍ରୀ ବି ଅନବରତ କାନ୍ଦୁଛି। ଏମିତି ପରିସ୍ଥିତିରେ ସରକାର ଙ୍କ ପାଖରେ ଏତିକି ପାର୍ଥନା ତାଙ୍କ ପରିବାରକୁ କିଛି ଟା ସାହାଯ୍ୟ କରି ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚାଇଦିଅନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *