Breaking News

ଭୟଙ୍କର କମିଲା ସୁନା ରେଟ || 2 ବର୍ଷ ଭିତରେ ସବୁଠୁ ଶସ୍ତା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୁନା ଦର ଦିନ କୁ ଦିନ କମିବା ରେ ଲାଗିଛି । ତାହାଲେ ଆସନ୍ତୁ ଜାଣିବା ସୁନା ଦର ବର୍ତ୍ତମାନ ସମୟ ରେ କେତେ ଅଛି । ଆଜି ଭାରତୀୟ ବଜାର ରେ ୨୨ କ୍ୟାରେଟ୍ ସୁନା ର ଦର ଦାସ ଗ୍ରାମ ପତି ୧୦ ଟଙ୍କା ବଢ଼ି ୪୪,୭୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦାସ ଗ୍ରାମ ପତି ୪୫,୭୧୦ ତାଙ୍କ ଥିବା ଜଣାଯାଇଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱର ରେ ଏବେ ୨୨ କ୍ୟାରେଟ୍ ଦିନ ର ମୂଲ୍ୟ ୧୦ ଗ୍ରାମ ପତି ୪୩,୪୧୦ ଟଙ୍କା ଓ ୨୪ କ୍ୟରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୩୬୦ ଟଙ୍କା ରହିଛି ।

ତେବେ ଓଡ଼ିଶା ରେ ବିଭିନ୍ନ ଜୁଏଲାରୀ ସପର୍ ଭିନ୍ନ ଭିନ୍ନ ରହିଛି ଦିନ ରେଟ୍ । ତେବେ ଏହି ରେଟ ମଧ୍ୟ ରେ ପାଖା ପାଖି ୧୦୦୦ ଟଙ୍କା ର ତଫାତ୍ ଦେଖିବାକୁ ମିଳିଛି ଓ କେତେକ ଦୋକାନ ମାନ ଙ୍କ ରେ ସୁନା ରେଟ୍ ୪୨,୦୦୦ ଥିବା ବେଳେ ଅନ୍ୟ କେତେକ ଦୋକାନ ମାନ ଙ୍କ ରେ ୪୩,୦୦୦ ହଜାର ରୁ ଅଧିକ ରହିଛି । ତେବେ ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ସୁନା ଦର ବଢ଼ିପାରେ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି । କରୋନା ସ୍ଥିତି ପୁଣି ଅସମ୍ଭାଳ ହେଉଥିବାରୁ ଆଗାମୀ ଦିନ ମନ୍ ଙ୍କ ମଧ୍ୟ ରେ ସୁନା ଦର ଲମ୍ଫ ପ୍ରଦାନ କରିବ ବୋଲି ଜଣା ପଡ଼ିଛି ।

ଯଦି ଆପଣ କିଛି ସୁନା କିଣିବା ର ଯୋଜନା ଅଛି ତାହେଲେ ବର୍ତ୍ତମାନ ସମୟ ହେଉଛି ଉପଯୁକ୍ତ ସମୟ । ଖାଲି ଓଡ଼ିଶା ରେ ନୁହେଁ ବନ୍ଧୁ ମୁମ୍ବାଇ ରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ର ମୂଲ୍ୟ ୪୪,୭୧୦ ଟଙ୍କା ଓ ୪୫,୭୧୦ ଟଙ୍କା ଥିବା ରେକର୍ଡ ହୋଇଥିଲା ବେଳେ ନୂଆ ଦିଲ୍ଲୀ ରେ ଏହା ର ଦର ଯଥାକ୍ରମେ ୪୫,୬୬୦ ଟଙ୍କା ଓ ୪୯,୮୧୦ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୬,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *