Breaking News

ଦ୍ଵିତୀୟ ବିବାହ କଲେ ଓଡିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଭାରତୀ ଧଳ (Bharati dhal)

ଦର୍ଶକ ବନ୍ଧୁ ଆପଣ ମାନେ ସଦା ସର୍ବଦା ଆମ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଶୁଣିଥିବେ ଯେ ବହୁ ଅଭିନେତା ଓ ଅଭିନେତ୍ରୀ ବିବାହ କରି ପରବର୍ତ୍ତୀ ସମୟ ରେ ଅଲଗା ହୋଇଯାଇଛନ୍ତି ଓ ଦ୍ବିତୀୟ ବିବାହ କରିଛନ୍ତି , ହଁ ବନ୍ଧୁ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ମଧ୍ୟ ରୁ କମ ଅଭିନେତା ଓ ଅଭିନେତ୍ରୀ ଭଲପାଇ ବିବାହ କରିଛନ୍ତି କିନ୍ତୁ ପରବର୍ତ୍ତୀ ସମୟ ରେ ଅଲଗା ହୋଇଯାଇଛନ୍ତି । ବନ୍ଧୁଗଣ ଏହି ଭଳି ଖବର ଆପଣ ଚଳଚିତ୍ର ଜଗତ ରୁ ନିଶ୍ଚୟ ଶୁଣିଥିବେ ।

ତାହେଲେ ଆଜି ଆମେ ଆପଣ ଙ୍କୁ ଏହି ଭଳି ଏକ ଖବର ବିଷୟ ରେ ଜଣେଇବୁ ଯାହା କି ଓଡିଆ ଯାତ୍ରା ଜଗତ ରୁ ଆସିଛି ଯେ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ନିଜ ପ୍ରଥମ ସ୍ବାମୀ ଙ୍କ ଠାରୁ ଅଲଗା ହୋଇ ଦ୍ବିତୀୟ ବିବାହ କରିଛନ୍ତି । ହଁ ବନ୍ଧୁ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଭାରତୀ ଦ୍ବିତୀୟ ବିବାହ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ପ୍ରାୟତଃ ଯାତ୍ରା ରେ ଦୁଃଖ ଚରିତ୍ର ରେ ଅଭିନୟ କରିବାର ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଖାଲି ସେତିକି ନୁହେଁ ସେ ତାଙ୍କ ଦୁଃଖ ର ଅଭିନୟ ମାଧ୍ୟମ ରେ ସେ ଦର୍ଶକ ମାନ ଙ୍କୁ କନ୍ଦାଇଛନ୍ତି ।

ଭାରତୀ ଙ୍କ ପ୍ରଥମ ଙ୍କ ସ୍ବାମୀ ଙ୍କ ସହିତ କିଛି ମତାନ୍ତର ପରେ ସେ ଓଡିଆ ଯାତ୍ରା ଜଗତ ସୁପର ଷ୍ଟାର ପିୟୁଷ ଙ୍କ ନାମ ରେ ଯୋଡି ହୋଇଥିଲେ ଓ ସେଥିପାଇଁ ଯାତ୍ରା ଅନୁଷ୍ଠାନ ଏହି ଦୁଇ ଙ୍କୁ ମଞ୍ଚ ରୁ ବିଦା କରିଦେଇଥିଲେ । ବନ୍ଧୁଗଣ ପିୟୁଷ ବିଦା ହବା ପରେ ପ୍ରତିକ୍ରିୟା ରଖିଥିଲେ ଯେ ଭାରତୀ ହଉଛନ୍ତି ମୋ ଭଉଣୀ ଭଳି ଓ ଆମ ଦୁହିଁ ଙ୍କ ମଧ୍ୟ ରେ ସେ ଭଳି କିଛି ଆଉ ସମ୍ପର୍କ ନହିଁ । ବନ୍ଧୁଗଣ ଭାରତୀ ଓ ତାଙ୍କ ପ୍ରଥମ ସ୍ବାମୀ ନିରାକାର ଧଳ , ଏହି ଦୁଇ ଙ୍କ ମଝିରେ କିଛି ପାରିବାରିକ ବିବାଦ ଯୋଗୁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ଓ ବର୍ତ୍ତମାନ ସମୟ ରେ ଭାରତୀ ଦ୍ବିତୀୟ ବିବାହ କରିଛନ୍ତି ଓ ତାଙ୍କ ଦ୍ବିତୀୟ ସ୍ବାମୀ ହଉଛନ୍ତି ଯାତ୍ରାସ୍ବପ୍ନ ମହଲ ର ଅଭିନେତା ଆଶିଷ ପଣ୍ଡା । ତାହେଲେ ଏହି ଦୁଇ ଯୋଡି ଙ୍କୁ ପିୟୁଷ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବାହାଘର ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *