Breaking News

ଭାରତର ଚୋର ମାନଙ୍କର ଏମିତି ଚୋରି ଦେଖିକି Police ବି ଆଶ୍ଚଯ୍ୟ, ଦେଖନ୍ତୁ ଆପଣମାନଙ୍କ ସହ ବି ଘଟିପାରେ ଏଭଳି ଘଟଣା

ବନ୍ଧୁଗଣ ଆପଣମାନେ ଆପଣଙ୍କ ଆଖ ପାଖ ରେ ଥିବା ଚୋରା ମାନଙ୍କୁ ଚୋରି କରିବାର ଦେଖୁଥିବେ । କେତେ କ ଚୋରା ଏତେ ବୋକା ହୋଇଥାନ୍ତି ଯେ ତାଙ୍କର ଚୋରି କରିବା ପ୍ରଣାଳି ଦେଖିଲେ ହସି ହସି ଗଡି ଯିବେ । କିନ୍ତୁ ସବୁ ଚୋରା ବୋକା ହୋଇନଥାନ୍ତି। ଆପଣଙ୍କ ପାଖରେ ଏମିତି ଚୋରା ମାନେ ବୁଲୁଛନ୍ତି କେତେ ବେଳେ ଆପଣଙ୍କୁ ଚୁନା ଲଗେଇବେ ତମ କୁ ଜଣା ବି ପଡ଼ିବନି । ଆଜି ର ଏହି ଭିଡିଓ ରେ କିଛି ଚୋରା ମାନକର ଭିଡିଓ ନେଇଆସିଚୁ ଯାହା ଦେଖିକି ତମ ମୁଣ୍ଡ ବୁଲେଇବ। ଦିଲ୍ଲୀ ରେ ଚୋରା ମାନେ ଚୋରି କରିବା ପାଇଁ ନୂଆ ତରିକା ଖୋଜିଛନ୍ତି । ଚାଲୁଥିବା ବାଇକ୍ ରୁ ଜିନିଷ ଚୋରି କରୁଛନ୍ତି ଏହି ସବୁ ଦେଖିକି ତମେ ଚିନ୍ତା ରେ ପଡ଼ିଯିବ ।ଆପଣଙ୍କୁ ଜଣା ପଡ଼ିବନି ଆପଣଙ୍କ ଜିନିଷ କେତେ ବେଳେ ଚୋରି ହେଲା ।

ଏହି ରୋଡ ରେ ବହୁତ୍ ଟ୍ରାଫିକ ପଡେ ଭିଡିଓ ରେ ଦେଖିପରିଥିବ ଗୋଟେ ଲୋକ ଗାଡି ଚଳାଉଛି ସିଏ ବ୍ୟାଗ୍ ଲଟକେଇଚି ପଛପଟୁ ଚୋର ଅସିକି ବ୍ୟାଗ୍ ର ଚେନ ଖୋଲିକି ଜିନିଷ ଚୋରି କରିବା ପାଇଁ ଉଦ୍ୟମ କଲା,ତାର କିଛି ଚୋରା ସାଙ୍ଗ ମାନେ ତା ପାଖରେ ଛିଡା ହୋଇ ଛନ୍ତି । ଦେଖ ଚୋରି କରିକି ଆସି ତା ସାଙ୍ଗ ପାଖରେ କେମିତି ଛିଡା ହୋଇ ଗଲା । ସେ ବ୍ୟକ୍ତି ଜଣଙ୍କ ପଳାଇଛନ୍ତି । ଏତେ ଲୋକ ବି ସେଠୀ ଦେଖୁଛନ୍ତି କେହି କିଛି କହୁ ନାହାଁନ୍ତି ପୋଲିସ କୁ ବି ଡାକୁ ନାହାଁନ୍ତି । ଏହି ବ୍ୟକ୍ତି ଙ୍କ ଠୁ ବଞ୍ଚି ପାଇଁ ବ୍ୟାଗ୍ କୁ ଆଗ ପଟୁ ରଖନ୍ତୁ ନହେଲେ ବଜର ରେ ଏମିତି ବ୍ୟାଗ୍ ମଧ୍ୟ ଅଛି ତାର ସବୁ ଚେନ ପଛ ପଟକୁ ଦେଇଥାଏ ।

ଗାଡ଼ି ର କାଚ ଭାଙ୍ଗି କି ଜିନିଷ ଚୋରି କରି ବାର କଥା ବହୁତ୍ ଶୁଣିଥିବା ଅବେଯୌଉ ଚୋରଙ୍କର ଚୋରି କାରିବ କଥା କହୁଚୁ ତାହା ତାହା ଭଲ ଭାବରେ ଶୁଣନ୍ତୁ ଆଊ ଭିଡିଓ ଟି କୁ ଦେଖନ୍ତୁ ।ଆପଣଙ୍କ ସହିତ ବି ହୋଇପାରେ ଏହି ଭିଡିଓ ରେ ଦେଖନ୍ତୁ ରାସ୍ତା ରେ ଗୋଟେ ଗାଡ଼ି ଥୁଆ ହୋଇଚି ଯେଉଁଠି ଡ଼୍ରାଇଭର ବାସିଛି ସେତେ ବେଳେ ଗୋଟେ ଲୋକ ଯାଇ କିଛି କହୁଛି,ଡ଼୍ରାଇଭର ଯେତେ ବେଳେ ବାହାରକୁ ବାହାରୁଚି ଗାଡ଼ି ରୁ ସବୁ ଜିନିଷ ଚୋରି ହୋଇ ଯାଉଛି । ଗୋଟେ ଚୋରା ଯାଇ ଡ଼୍ରାଇଭର କହୁଚି ତମର କଣ ପଡ଼ି ଯାଇଚି ଯେତେ ବେଳେ ଡ଼୍ରାଇଭର ପଦାକୁ ବାହାରୁଚି ପଚ୍ଚ ପଟେ ଥିବା ଆଊ ଗୋଟେ ଚୋରା ଗାଡିରୁ ସବୁ ଚୋରି କରି ନଉଛି ଏହା ଆପଣ ଭିଡିଓ ରେ ଦେଖି ପରୁଥିବେ ଏମିତି ଚୋରା ମାନେ ତମ କୁ କଥା ରେ ଫସେଇ କି ଚୋରି କରିଥାନ୍ତି ଜିନିଷ ସତର୍କ କରି ରଖନ୍ତୁ କୌଣସି କଥାରେ ପଡନ୍ତୁ ନି ।

ଶୀତ ସମୟରେ ଚୋରି ହେବାର ଅଧିକ ଖବର ଆସିଥାଏ ଅଧିକା କୁହୁଡ଼ା ହେବାର କାରଣ ରୁ ଆଉ ଶୀତଦିନେ ଜଳଧି ସମସ୍ତେ ଶୋଇ ପଡିଥାନ୍ତି ଏମିତି ୨୦୧୯ ମସିହା ଶୀତ ଦିନରେ ଘଟି ଥିଲା । ଚୋରି କରିବା ପାଇଁ ଏକ ଦୋକାନ କୁ ବଛିଲେ ଆଉ ଚାରି ପାଖ ଦେଖିଲେ ଫିର ସଲ ରେ ଦୋକାନ ସଟର କୁ ଟାଣିଲେ ତାଲା ନ ଭାଙ୍ଗି ସଟର ଖୋଳି ଗଲା ଯାହା ଫଳରେ ଅତି ସହ ଜରେ ଦୋକାନ ଚୋରି କରି ନେଲେ ।

ଯୋଉ ଚୋରି କଥା ଆମେ ଏବେ କହୁଚୁ ଯେଉଁଥିରେ ମହିଳା ଗ୍ୟଙ୍କ ରେ କାମ କରନ୍ତି ଲୋକ ମାନେ ଆଙ୍କୁ ଦୂପଟା ଚୋର ଭାବରେ ଜଣାଯାଏ ଏହି ମହିଳା ମାନେ ଏକାଠି ହୋଇ ଦୋକାନ ଆସିଥାନ୍ତି କିଛି ମହିଳା ଦିକନିକି କଥା ରେ ଫସେଇ ଥାନ୍ତି ଆଊ କିଛି ମହିଲାଚୋରି କରି ଥାଆନ୍ତି ସେଠୁ ପଳେଇ ଆସନ୍ତି ଏମିତି ଏକ ଘଟଣା ରାଜକୋର୍ଟ ରେ ଘଟିଛି ଆପଣ ଭିଡିଓ ରେ ଦେଖି ପରୁଥିବେ ୬ ଜଣ ମହିଳା ଗୋଟେ ଦୋକାନ କୁ ଗଲେ କିଛି ମହିଳା ଦୋକାନ ପାଖରେ ଆଊ କିଛି ମହିଳା ଦୂପଟା କୁ ଆଗରେ ରଖି ଚୋରି କଲେ ସେଠୁ୩୦.୦୦୦ଟଙ୍କା ଚୋରୀ କରି ଫେରାର ହୋଇ ଗଲେ । ଦାମିକା ଜିନିଷ ସବୁ ବେଳେ ଲକ କରି ରଖନ୍ତୁ ଦୋକାନ ଭିଡ଼ କୁ କମାନ୍ତୁ ଏହି ଭିଡିଓ ରେ । କିଛି ମହିଳା ପାଣି ପିଇ ବା ବାହାନ ରେ ଆସି ଦୋକାନ ରେ ତାଙ୍କ ଛୁଆ କୁ ଚୋରି କରିବାର ଦେଖିଲେ ଦେଖିପରୁଥିବ ଛୋଟ ଛୁଆ କୁ କେମିତି ଚୋରି କରିବାର ଟ୍ରେନିଂ ଦିଆ ଯାଇଚି ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.