Breaking News

ଭାରତ ରେ ପାସପୋର୍ଟ ର ରଙ୍ଗ ଅଲଗା ଅଲଗା କାହିଁକି ! କାରଣ ଜାଣିଲେ ଆପଣ ଭି କହିବେ …

ଭାରତରେ ଅଲଗା ଅଲଗା ରଙ୍ଗର ପାସପୋର୍ଟର କଣ ପାଇଁ ବେବହାର କରାଯାଇଥାଏ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମକୁ କୌଣସି ଵେଦେଶ ଯାତ୍ରା କରୁଥିବା ସମୟରେ ପାସପୋର୍ଟର ନିହାତି ଆବଶକ୍ୟ ହୋଇଥାଏ ତେବେ ଆପଣ ସାଧାରଣତଃ ନୀଳ ରଙ୍ଗର ପାସପୋର୍ଟର ଦେଖିଥିବେ କିନ୍ତୁ ଭାରତରେ ନୀଳ ରଙ୍ଗର ପାସପୋର୍ଟର ସହିତ ଧଳା ଏବଂ ମେରୁନ ରଙ୍ଗର ପାସପୋର୍ଟର ମଧ୍ୟ ମିଳିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ପାସପୋର୍ଟ କେଉଁଥି ପାଇଁ ଜାରି କରାଯାଏ ଥାଏ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେଉଁ ପାସପୋର୍ଟର କେଉଁଥି ଆବଶକ୍ୟ ହୋଇଥାଏ |

ବୁଲୁ ପାସପୋର୍ଟର ଅନ୍ୟ ନାମ ଜେନେରାଲ ପାସପୋର୍ଟ ଅଟେ ଯାହାକୁ ଭାରତର ସାଧାରଣ ନାଗରିକ ମାନେ ଉପଲବ୍ଧ କରି ପାରିବେ | ଧଳା ପାସପୋର୍ଟ ଯାହାକୁ ଅଫସିଆଲ ପାସପୋର୍ଟ କୁହାଯାଇଥାଏ ଏହି ପାସପୋର୍ଟ ଅଫିସିଆଲ ଲୋକଙ୍କ ପାଇଁ ଜାରି କରାଯାଇଥାଏ ଯେପରିକି କୌଣସି ସରକାରୀ କର୍ମଚାରୀ କିଛି ସରକାରୀ କାମରେ ବାହାର ଦେଶକୁ ଯିବାକୁ ପଡିଲେ ତାଙ୍କ ପାଇଁ ଧଳା ପାସପୋର୍ଟ ଜାରି କରାଯାଇଥାଏ | ସେଥିପାଇଁ ସେମାନଙ୍କୁ ଅଲଗା ଫର୍ମ ଫିଲଫ କରି ଆବେଦନ କରିବାକୁ ପଡିଥାଏ | ଧଳା ପାସପୋର୍ଟ ଧାରି ବ୍ୟକ୍ତି ମାନକୁ ଏଆରପଟରେ ଅନେକ ସୁବିଦା ଦିଆଯାଇଥାଏ |

ମେରୁନ ପାସପୋର୍ଟ ଏହାର ଅନ୍ୟ ନାମ ହେଉଛି ଡିପ୍ଲୋମେଟିକି ପାସପୋର୍ଟ ଏହି ପାସପୋର୍ଟ କୁ କିଛି ଡିପ୍ଲୋମେଟିକି ଲୋକ ଯେପରି କି IIS ଏବଂ IPS ପରି ଲୋକ କିଛି ଉଚ୍ଚ ଅଧିକାରୀ ମାନଙ୍କୁ ପାଇଁ ଅଫିସିଆଲ କାର୍ଯ୍ୟରେ ଜାରି କରାଯାଇଥାଏ ଏହି ମେରୁନ ପାସପୋର୍ଟର ଦ୍ୱାରା ତାଙ୍କୁ ଏଆରପଟରେ ତାଙ୍କୁ ସବୁ ସୁବିଦା ଉପଲବ୍ଧ କରିବା ସହିତ ସେମାନଙ୍କ ପାଇଁ ଭିଜା ଫିରି ହୋଇ ଥାଏ ମେରୁନ ରଙ୍ଗର ପାସପୋର୍ଟ ଥିବା ସେମାନଙ୍କୁ ଅନ୍ୟ ଦେଶର ଏହି ଲୋକଙ୍କୁ ସବୁ ସାହାଯ୍ୟ ମିଳିଥାଏ ତେବେ କଣ ଆପଣ ମଧ୍ୟ ପାସପୋର୍ଟ କରିବା ପାଇଁ ଚାହୁଁଛନ୍ତି ତାହାନେ ଆପଣ କେଉଁ ରଙ୍ଗର ପାସପୋର୍ଟ କରିବେ |

ଆମ ଦେଶରେ ଦୁଇ ପ୍ରକାରର ପାସପୋର୍ଟ ରହିଛି ଗୋଟିଏ ହେଉଛି ରେଗୁଲାର ପାସପୋର୍ଟ ଏବଂ ଅନ୍ୟଟି ହେଉଛି ତତକାଳୀନ ପାସପୋର୍ଟ ଯେଉଁ ଠାରେ ରେଗୁଲାର ପାସପୋର୍ଟ ତିଆରି ହେବା ପାଇଁ 10 ରରୁ 20 ଦିନ ସମୟ ଲାଗିଥାଏ ସେହି ଠାରେ ତତ୍କାଳୀନ ପାସପୋର୍ଟ ତିଆରି ହେବା ପାଇଁ 3ରୁ 7 ଦିନ ସମୟ ଲାଗିଥାଏ କିନ୍ତୁ ଏହି ତତ୍କାଳୀନ ପାସପୋର୍ଟ ପାଇଁ ଆପଣଙ୍କୁ ଆଜିକା ସମୟରେ 2000 ଟଙ୍କା ଅଧିକ ଦେବାକୁ ପଡିଥାଏ ଯେଉଁ ଠାରେ ରେଗୁଲାର ପାସପୋର୍ଟ କରିବା ପାଇଁ 1500 ଟଙ୍କା ଖର୍ଚ୍ଚ ହୋଇଥାଏ |
ସେତେବେଳେ ତତ୍କାଳୀନ ପାସପୋର୍ଟ ପାଇଁ 3500 ଖର୍ଚ୍ଚ କରିବାକୁ ପଡିଥାଏ ଆମକୁ ମିଳୁଥିବା ପାସପୋର୍ଟ ବହି ମଧ୍ୟ ଦୁଇ ପ୍ରକାରର ଆସିଥାଏ ଗୋଟିଏ 36 ପୃଷ୍ଟ ବିଶିଷ୍ଟ ଏବଂ ଅନ୍ୟଟି ହେଉଛି 60 ପୃଷ୍ଠା ବିଶିଷ୍ଟ ସାଧାରଣ 36 ପୁଷ୍ଟ ବିଶିଷ୍ଟ ପାସପୋର୍ଟ ଜାରି କରାଯାଇଥାଏ |

କିନ୍ତୁ ଯଦି ଆପାନଙ୍କର ଅଧିକାଂଶ ସମୟ ବିଦେଶ ଯିବା ଆସିବା ହେଉଛି ତେବେ ଆପଣ 60ପୁଷ୍ଟ ବିଶିଷ୍ଟ ପାସପୋର୍ଟ ଆବେଦନ କରି ପାରିବେ ସେଥିପାଇଁ ଆପଣଙ୍କୁ 500 ସହ ଟଙ୍କା ଅଧିକ ଦେବାକୁ ପଡିବ ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯିଏ ଭାରତର ପାସପୋର୍ଟ ବିଶ୍ୱରେ 85 ତମ ସ୍ଥାନରେ ଥିବା ବେଳେ ଭରତୀୟ ପାସପୋର୍ଟ ଧାରି ବ୍ୟକ୍ତି ମାନଙ୍କ ପାଇଁ 69ଟି ଦେଶର ଭିଜା ଫ୍ରି ଅଟେ ଦୁନିଆର ସବୁଠାରୁ ଶକ୍ତି ଶାଳୀ ପାସପୋର୍ଟ ଜାପାନରେ ରହିଛି ଜାପାନ ପାସପୋର୍ଟ ଧାରି ବ୍ୟକ୍ତି ମାନଙ୍କ ପାଇଁ 191 ଦେଶର ଭିଜା ଫ୍ରି ଅଟେ |

About odisha news

Check Also

ଭଦ୍ରକରେ ଦେଖିବାକୁ ମିଳିଲା ସୁପରଷ୍ଟାର Anubhav ଙ୍କ ଡୁପ୍ଲିକେଟ, ନଦେଖିଲ ବିଶ୍ୱାସ କରିବେ ନାହିଁ…ଆପଣ ଥରେ ଦେଖନ୍ତୁ ଆଉ କହିବେ ଇଏତ…

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଭଳି ଚାଲି ଚଳଣି ଅନୁଭବଙ୍କ ପରି ହେୟାର ଷ୍ଟାଇଲ ଆଉ ଦେଖା ଯାଉଛନ୍ତି ଅବିକଳ ଅନୁଭବଙ୍କ …

Leave a Reply

Your email address will not be published.