Breaking News

ଭାରତ ଏହି ହିରୋ ସଖାଳୁ ଉଠି ପିଅନ୍ତି ଏପରି କିଛି ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ !

ଦର୍ଶକବନ୍ଧୁ ୬୪ ବର୍ଷ ବୟସ ରେ ଯୁବକ ଭଳି ଦେଖାଯିବାକୁ ସାପ ର-କ୍ତ ପିଉଛନ୍ତି ଅନିଲ କପୂର୍। ଟ୍ରୋନେଲ ଙ୍କୁ ଏମିତି ଜବାବ ଦେଲ ଅଭିନେତା ନିକଟରେ ବଲିଉଡ୍ ଅଭିନେତା ଅନିଲ କପୁର୍ ଅର୍ବଜ ଖନ୍ ଙ୍କ ଚର ସୋ ପିସ୍ 2 ରେ ନଜର ଆସିଥିଲେ | ଏହିଥିରେ ସେ ଟ୍ରୋନାଲ ଙ୍କ ଅଜବ ଅଜବ ପ୍ରଶ୍ନ ର ଉତ୍ତର ଦେଇଛନ୍ତି ସୋ ରେ ଅର୍ବଜ୍ କନ୍ ଅତିଥି ଭାବେ ଆସିଥିବା ସେଲିବ୍ରଟୀ ଙ୍କୁ ସୋସିଆଲ ମିଡିଆ ରେ ଟ୍ରୋଲ ହଉଥିବା କିଛି କମେଣ୍ଟ ପଢ଼ି ଶୁଣନ୍ତି ଓ ସେଲେବ୍ରଟୀ ତାର ଜବାବ ଦେଇଥାନ୍ତି |

ଆର୍ବଜ୍ ଏମିତି କିଛି କମେଣ୍ଟ ପଢ଼ି ଶୁଣାଇଥିଲେ ତାହାର ଜବାବ ଅନିଲ କପୁର ବିନ୍ଧାସ ହୋଇଥିଲେ। ୬୪ ବର୍ଷ ଅନିଲ କପୁର ଏବେବି ଯୁବକ ଭଳି ଦେଖାଯାଉଛନ୍ତି ଯାହା ଫଳରେ ଅର୍ବାଜ୍ ଖାନ ଲୋକଙ୍କ ପ୍ରତିକ୍ରିୟା ଦେଖାଇଥିଲେ ଜଣେ ପ୍ରଶଂସକ କମେଣ୍ଟ କଲେ ମତେ ଲାଗେ ଅନିଲ କପୁର ପ୍ଲାଷ୍ଟିକ ସର୍ଜନ ଙ୍କ ସଙ୍ଗେ ରୁହନ୍ତି |

ଆଉଜଣେ କହିଲେ ଅନିଲ କପୁର ସାପ ର-କ୍ତ ପିଅନ୍ତି ଭିଡିଓ ଦେଖି ଅନିଲ ହସିଲେ ଓ ଆର୍ବଜ ଖାନ ଙ୍କୁ କହିଲେ ମୁ ପ୍ଲାଷ୍ଟିକ ସର୍ଜନ ଙ୍କୁ ଧରି ବୁଲୁଛି ସେ କହିଲେ ମୁଁ ବ୍ୟକ୍ତିଗତ ଭାବେ ପ୍ରଫେସନାଲ ଓ ଫାଇନାନ୍ସିଆଲ୍ ଭାଗ୍ୟବା ଯେ ଏତେ ଭଲ ଜିବନ ବଞ୍ଚୁଚି |

ମତେ ପ୍ରଶଂସକ ଅଟେ ଭଲ ପାଉଛନ୍ତି ଯାଉଁଥି ପାଇଁ ମତେ ଭଲ ଦେଖା ଯିବାର ସମସ୍ୟା ମିଳିଛି ସମସ୍ତଙ୍କ ଜୀବନ ରେ ଉଥନ ପତ୍ତନ ଅଛି କିନ୍ତୁ ମୁଁ ଭାଗ୍ୟବାନ ମୁଁ ଭାବୁଛି ଯଦି ଆପଣ ଦିନ ର ୨୪ ଘଣ୍ଟା ରୁ ୧ ଘଣ୍ଟା ବାହାର କରି ନିଜର ଯତ୍ନ ନେଇପାରିବେ ନାହିଁ ତେବେ ଜୀବନ ର ଅର୍ଥ କିଛି ନାହିଁ |

ଏହା ବତିତ ଅର୍ବାଜ ଜଣେ ଟୋଲର୍ ଙ୍କ କମେଣ୍ଟ ପଢ଼ି ଶୁଣାଇଥିଲେ ଜେ ଅନିଲକପୂର୍ ଏବଂ ତାଙ୍କ ଝିଅ ଟଙ୍କା ପାଣି କିଛି ବି କରିପାରନ୍ତି | ଏଥିରେ ସେ ଜବାବ ଦେଇଥିଲେ ଜେ ବୋଧେ ଟ୍ରୋଲର ଙ୍କ ଦିନ ଖରାପ ଥିଲା |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.