Breaking News

ଜାଣନ୍ତୁ, ଭାରତ ତୁଳନା ରେ କେଉଁ ଦେଶ ରେ ପେଟ୍ରୋଲ ଦର କେତେ ରହିଛି . . .

ଓଡିଶା ରେ ୧୦୦ ଛୁଇଁ ବାକୁ ବସିଲାଣି ତେଲ ଦର | ଦେଶର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ତିନି ଅଙ୍କ ଛୁଇଁଛି | ଏବେ ତେଲ ଦର କୁ ନେଇ ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି | କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ପଡୋଶୀ ଦେଶ ମାନଙ୍କରେ ପେଟ୍ରୋଲ ଏବଂ ଡିଜେଲ ର ଦର ବହୁତ ଶସ୍ତା ରହିଛି |

ଯେମିତିକି ପାକିସ୍ତାନ ରେ ଭାରତ ଠାରୁ ଅଧା ଦାମ ରେ ମିଳୁଛି ପେଟ୍ରୋଲ | ସେହିଭଳି ବାଂଲାଦେଶ,ଚୀନ ଏବଂ ଶ୍ରୀଲଙ୍କା ର ତୈଳ ଦର ଆମ ଦେଶ ଅପେକ୍ଷା ବହୁତ ଶସ୍ତା |ପଡୋଶୀ ଦେଶ ଭୁଟାନ ଏବଂ ନେପାଳ ଭଳି ଗରିବ ଦେଶ ଗୁଡିକରେ ପେଟ୍ରୋଲ ଦର ବହୁତ କମ ରହିଛି | ଏମିତିରେ କହିବାକୁ ଗଲେ ପୁରା ଦେଶ ରେ ପେଟ୍ରୋଲ ସବୁଠୁ ଶସ୍ତା ରେ ମିଳୁଛି ଭେନେଜୁଏଲାରେ ଭାରତୀୟ ମୁଦ୍ରା ହିସାବରେ ଏହି ଦେଶ ରେ ପେଟ୍ରୋଲ ଲିଟର ପିଛା 1.46 ଟଙ୍କା ରେ ବିକ୍ରି ହେଉଛି |

ଅନ୍ୟପଟେ ହଂକଙ୍ଗ ରେ ପେଟ୍ରୋଲ ବହୁତ ମହଙ୍ଗା ଅଟେ ଯାହା ଲିଟର ପିଛା ୧୭୨.୬୬ ଟଙ୍କାରେ ବିକ୍ରି ହେଉଛି | ତେବେ
Globalpetrolprices.com ୱେବସାଇଟ ତଥ୍ୟ କିଛି ଏପରି ରହିଛି |
ଏବେ ଆସନ୍ତୁ ନଜର ପକାଇବା କେଉଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କେତେ ରହିଛି | ଭାରତରେ ପେଟ୍ରୋଲ ଲିଟର ପିଛା ୯୧.୭୫ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୩.୭୨ ଟଙ୍କା ରହିଛି | ସେହିଭଳି ପାକିସ୍ତାନ ରେ ପେଟ୍ରୋଲ ଲିଟର ପିଛା ୫୧.୩୭ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୫୩.୦୪ ଟଙ୍କା ରହିଛି |

ଭୁଟାନ ପେଟ୍ରୋଲ ପିଛା ୪୯.୫୬ ଟଙ୍କା ଥିବା ବେଳେ ଡିଜେଲ ୪୬.୩୦ ଟଙ୍କା ଏବଂ ଶ୍ରୀଲଙ୍କା ରେ ପେଟ୍ରୋଲ ପିଛା ୬୧.୩୭ ଟଙ୍କା ଥିବାବେଳେ ଡିଜେଲ ୩୮.୯୨ ଟଙ୍କା ରହିଛି | ନେପାଳ ରେ ପେଟ୍ରୋଲ ୬୮.୯୭ ଟଙ୍କା ଥିବାବେଳେ ୫୮.୩୧ ଟଙ୍କା ରହିଛି ଆହୁରିମଧ୍ୟ ଚୀନରେ ପେଟ୍ରୋଲ ଲିଟର ପିଛା ୭୪.୭୪ ଟଙ୍କା ଥିବାବେଳେ ଡିଜେଲ ୬୫.୧୧ ଟଙ୍କା ରହିଛି | ବାଂଲାଦେଶ ରେ ପେଟ୍ରୋଲ ପିଛା ୭୬.୪୦ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୫୫.୮୦ ଟଙ୍କା ରହିଛି |ତେବେ ଆମ ଭାରତରେ ତୈଳଦର ଅଧିକ ହେବାର କାରଣ ଏହିକିଜେ ଏଠାରେ ଟାସ୍କ ବହୁତ ଅଧିକ ଅଟେ | ଭିନ୍ନ ଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ପ୍ରକାରର ଟାସ୍କ ଲଗାଇ ଦିଅନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *