Breaking News

ଭାରତର ଏହି ସ୍ଥାନରେ ପୁରୁଷ ମାନେ ଯିବା ନିଷେଧ, ମହିଳାଙ୍କର ଚାଲିଥାଏ ରାଜ ଜାଣନ୍ତୁ କେଉଁଠି ଏହି ଜାଗା !

ଭାରତରେ ଏହି ସ୍ଥାନରେ ପୁରୁଷମାନଙ୍କୁ ଯିବାକୁ ମନା । ମହିଳାଙ୍କର ଚାଲିଥାଏ ରାଜ ଜାଣନ୍ତୁ କେଉଁଠି । ଦେଶରେ ବୋହୁତ ସ୍ଥାନ ଅଛି ଯେଉଁଠାରେ ମହିଳାମାନଙ୍କ ପ୍ରବେଶ ଲାଗି ପ୍ରତିବନ୍ଧକ ଅଛି । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ଭାରତରେ ଏପରି କେତେକ ସ୍ଥାନରହିଛି ଯେଉଁଠିକୁ ପୁରୁଷମାନଙ୍କୁ ଯିବାକୁ ପ୍ରତିବନ୍ଧକ ଅଛି । କଥାଟା ଆଶ୍ଚଯ୍ୟ ଲାଗିଲେବି ସତ ଆସନ୍ତୁ ଜାଣିବା ଏଭଳି କିଛି ସ୍ଥାନ ବିଷୟରେ । ମଣୀପୁର ରେ ଏପରି ଏକ ସ୍ଥାନ ଅଛି ଯେଉଁଠିକୁ ପୁରୁଷମାନଙ୍କୁ ଯିବାକୁ ପ୍ରତିବନ୍ଧକ ଅଛି ।

ଏହା ଏକ ମାର୍କେଟ ହୋଇଥିବା ବେଳେ ଏଠାରେ କେବଳ ମହିଳାଙ୍କ ରାଜ ଚାଲେ । ଇଁଫାଲରେ ଥିବା ଇମାକ୍ୟଥେଲ ନାମରେ ଏହି ଚର୍ଚ୍ଚିତ ମାର୍କେଟ ରେ କେବଳ ମହିଳା ମାନେ ହିଁ କିଣା ବିକା କରି ପାରିବେ । ଗୁରୁତ୍ଵ ପ୍ରୁର୍ଣ୍ଣ କଥା ଏହାକୁ ଏଠାରେ ବୋହୂ ବିବାହିତ ମହିଳା ମାନେ ନିଜର ଦୋକାନ ଖୋଲି ଚଳାଇଥାଆନ୍ତି । ଏଥିଲାଗି ଏହାକୁ ମଦର ମାର୍କେଟ ନାମରେ ଜଣା ଯାଏ ।

କେରଳର ଆଟୁକାଳ ଦେବୀ ମନ୍ଦିର । କେରଳର ଆଟୁକାଳ ଭଗବତୀ ମନ୍ଦିରରେ ମହିଳା ମାନଙ୍କର ଅଧିକ ପ୍ରଧ୍ୟାନ୍ୟ ଅଛି । ଆଟୁକାଳ ରେ ପୋଙ୍ଗଲ ସମୟରେ ମହିଳା ଭକ୍ତ ମାନଙ୍କର ସଂଖ୍ୟା ଅଧିକ ଥାଏ । ଏଠାରେ ଧାର୍ମିକ ଗତିବିଧି ଦୃଷ୍ଟିରୁ ମହିଳା ମାନଙ୍କର ସବୁଠାରୁ ବଡ଼ ସଭା ଲାଗିଥାଏ । ଏଥିଲାଗି ଏହି ସ୍ଥାନ ଗିନିଜ ବୁକ୍ ରେକଡ଼ର୍ ସ୍ଥାନ ପାଇଛି ।

ରାଜସ୍ଥାନର ବ୍ରହ୍ମା ମନ୍ଦିର ଏହା ଦେଶର ଦୁର୍ଲ୍ଲଭ ମନ୍ଦିର ମଧ୍ୟରୁ ଗୋଟିଏ । ଯେଉଁ ଠାରେ ଭଗବାନ ବ୍ରହ୍ମା ରାଜ କରିଥାନ୍ତି । ଏହି ମନ୍ଦିର ରେ ବିବାହିତ ପୁରୁଷମାନଙ୍କୁ ପୂଜା କରିବାକୁ ମନା କରାଯାଇଛି । ଏପରି କୁହାଯାଏ କି ଭଗବାନ ବ୍ରହ୍ମା ନିଜ ସ୍ତ୍ରୀ ସରସ୍ଵତୀ ଙ୍କୁ ଯଜ୍ଞ କରିବାର ଥିଲା । ମାତ୍ର ସରସ୍ଵତୀଙ୍କୁ ଯଜ୍ଞ ସ୍ଥଳରେ ପହଞ୍ଚିବାକୁ ବିଲମ୍ଭ ହୋଇଥିଲା ।

ସେଥିଲାଗି ସେ ଦେବୀ ଗାୟତ୍ରୀଙ୍କୁ ବିବାହ କରିଥିଲେ ଏବଂ ଯଜ୍ଞ ପୁରା କରିଥିଲେ । ସେଥିପାଇଁ ଦେବୀ ସରସ୍ଵତୀ କ୍ରୋଧିତ ହୋଇଗଲେ ଏବଂ ଅଭିଶାପ ଦେଇଥିଲେ କି ବିବାହିତ ପୁରୁଷଙ୍କୁ ଏହି ମନ୍ଦିରରେ ପ୍ରବେଶ ମିଳିବ ନାହିଁ । ଏପରି ହେଲେ ବିବାହିତ ଜୀବନରେ ଆସନ୍ତି ଦେଖା ଯିବ । ସେବେଠାରୁ ଏଠାରେ ପୁରୁଷ ମାନଙ୍କର ଯିବାକୁ ପ୍ରତିବନ୍ଧକ କରାଯାଇଛି ।

ମୁଝାଫର୍ ନଗର ର ଶକ୍ତି ସ୍ଥଳ ମାତା ମନ୍ଦିର ଓ ଆସାମର କାମାକ୍ଷା ମନ୍ଦିର ଭଳି ଏକ ଶକ୍ତିସ୍ଥଳ ମାତାଙ୍କ ମନ୍ଦିର ଅଛି । ଯେଉଁଠୀ ପୁରୁଷମାନଙ୍କୁ ମନ୍ଦିର ଭିତରକୁ ଯିବା ଲାଗି ବାରଣ ଅଛି । ଯେତେବେଳେ ମାସିକ ଋତୁସ୍ରାବ ହୋଇଥାଏ ଏହି ସମୟରେ ମନ୍ଦିର ପରିସରରେ କେବଳ ମହିଳାଙ୍କ ପ୍ରବେଶର ଅନୁମତି ମିଳିଥାଏ । ଏଠାରେ ନିୟମ ବୋହୁତ ଶକ୍ତ ହୋଇଥାଏ । ଯାହାକି ପୁରୁଷ ପୂଜାରୀ ମାନଙ୍କୁ ମଧ୍ୟ ପ୍ରବେଶ ମାନଥାଏ ।

ଭାରତର ଦକ୍ଷିଣ ପଟେ ଥିବା ଦେବୀ କନ୍ୟାକୁମାରୀ ମନ୍ଦିର ପରିସରରେ । ଦୃଢ଼ ଭାବେ ନିୟମ ପାଳନ କରାଯାଉଥିବା ବେଳେ ପୁରୁଷଙ୍କୁ ଆସିବାରେ ଅନୁମତି ନଥାଏ । ଏଠାରେ ଗେଟ୍ ପ୍ରଯ୍ୟନ୍ତ ଯିବାକୁ କେବଳ ସନ୍ନ୍ୟାସୀଙ୍କ ଅନୁମତି ମିଳିଥାଏ । ଯାହାକି ବିଭାହିତ ପୁରୁଷଙ୍କୁ ପରିସର ମଧ୍ୟରେ ପ୍ରବେଶ କରିବାରେ ଅନୁମତି ନାହିଁ । ଏପରି କୁହାଯାଏ କି ଦେବୀ ପାର୍ବତୀଙ୍କ ସହିତ ତାଙ୍କର ବିବାହ ଦିନ ଏହି ସ୍ଥାନରେ ଭଗବାନ ଶିବଙ୍କ ଦ୍ୱାରା ଅପମାନ ଜଣଙ୍କ ବିବାହର କରାଯାଇଥିଲା । ଏହି କାରଣରୁ ଆଜି ପ୍ରଯ୍ୟାନ୍ତ ଏଠାରେ ପୁରୁଷ ମାନଙ୍କର ପ୍ରବେଶ ଉପରେ କଟକଣା ଲାଗିଛି ।

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.