ନମସ୍କାର ଦର୍ଶକବନ୍ଧୁ ଓଡ଼ିଅ ରହସ୍ୟମୟ କାହାଣୀକୁ ସ୍ୱାଗତ ଜଣାଉଛୁ | ଆସନ୍ତୁ ଜାଣିବା ଭାରତର ଦଶଟି ଜାଗା ସମ୍ବନ୍ଧରେ ଯଦି ଆପଣଙ୍କ ଏହି ଦଶଟି ଜାଗାକୁ ଯିବା ପୂର୍ବରୁ ଭାବିଚିନ୍ତି ଯିବେ କାହିଁ ନା ଏହି ଜାଗା ଗୁଡିକ ଅଭିଶପ୍ତ ଅଟେ ଏଠି ରାତିରେ କିଛି ଏମିତି ଘଟେ ଯାହା ଏହିଜାଗା କୁ ରହସ୍ୟମୟ କରିଦିଏ ଆଜିର ଏହି ଖବର ରେ ଭାରତର ସେହି ଦଶଟି ଜାଗା ବିଷୟରେ ଜାଣିବା |
01.କିରାଡ଼ୁ ମନ୍ଦିର – ରାଜସ୍ତନ WARMER ଜିଲ୍ଲା ରେ ଅବସ୍ଥିତ ଏହି କିରାଡ଼ୁ ମନ୍ଦିର ଯାହାକୁ ରାଜସ୍ତାନ ର ଏହି ମନ୍ଦିର ଅଭିଶପ୍ତ ଅଟେ ଏକ ସାଧୁଙ୍କ ଅଭିଷାପ ହେତୁ ସନ୍ଧ୍ୟା ହେଲେ ଏଠାକୁ ଲୋକ ଯାଆନ୍ତି ନାହିଁ କୁହାଯାଏ ଏଠାରେ ରାତିରେ ଯିଏରେହେ ସିଏ ପଥର ହୋଇଯାଏ ନହେଲେ ତାର ମୃତ୍ୟୁ ହୋଇଯାଇଥାଏ |
02. କୁରସୀୟଙ୍ଗ – ଦର୍ଜଲିଙ୍ଗ ର ଏକ ହିଳଷ୍ଟେସନ କୁରସୀୟଙ୍ଗ ଅଙ୍ଗ୍ରେଜୀରେ ଏହାକୁ କର୍ସ କୁହାଯାଏ କର୍ସ ର ମାନେ ଅଭିଶାପ ଏହି କର୍ସ ଶବ୍ଦରୁ ଏହି ଜାଗର ନାମ ଏପରି ହୋଇଛି ସେଠାରେ ରାତିରେ ଗୋଟେ ମୁଣ୍ଡ ନଥିବା ମଣିଷ ବୁଲେ ରାତିରେ ଦାଉ ହିଲ ର ଜଙ୍ଗଲକୁ ଯିବା ନିଜ ମରଣକୁ ଡାକିବା ସହ ସମାନ ଯଦି ସେଠାକୁ ଜାଣିଥିବେ ତେବେ ରାତି ଆଗରୁ ଆସିବାକୁ ଚେଷ୍ଟା କରନ୍ତୁ |
03. ଭାନଗଡ଼ – ରାଜସ୍ଥାନ ର ଅଲବର ଜିଲ୍ଲା ରେ ଥିବା ଭାନଗଡ଼ ଗୁମ୍ଫା ଏହି ଗୁମ୍ଫା କୁ ଲୋକ ମାନେ ଅଭିଶପ୍ତ ବୋଲି ମାନିଥାନ୍ତି | କୁହନ୍ତି ଗୋଟିଏ ତାନ୍ତ୍ରିକର ଆତ୍ମା ଅନେକ ଆତ୍ମା କୁଁ ବନ୍ଦୀ କରି ରଖିଛି ଓ ନିଜେ ମଧ୍ୟ ମର୍ତ୍ୟୁ ପରେ ସେଠାରେ ରହୁଛି କାରଣ ଯାହାବି ହେଉ ନ କାହିଁକି ବର୍ଷବର୍ଷ ହେଲା ସେହିଯାଗ ରହସ୍ୟ ମୟ ହୋଇ ରହିଆସିଛି ତା ଛଡା ଭାରତ ସରକାରଙ୍କ ଦ୍ୱାରା ସେଠାରେ ରାତିରେ ନଯିବା ପାଇଁ ବୋର୍ଡ ମଧ୍ୟ ଲଗାଯାଇଛି|
04. ହାରଙ୍ଗୁ ଲର ଗାଁ – ମହାରାଷ୍ଟ୍ରର ଲାତର ଜିଲ୍ଲାରେ ଥିବା ଏହି ହାରଙ୍ଗୁ ଲର ଗାଁ ଏଠାରେ 15 ଶତାଦି କଳା ଯାଦୁ ଦ୍ୱାରା ଡାହାଣୀ ବନିବା ପରମ୍ପରା ଆରମ୍ଭ ହୋଇଥିଲା ଆଜିମଧ୍ୟ ଏହି ଗାଁ ର ଲୋକ ଡରି ଡରି ବଂଚୁଛନ୍ତି ଏଠାରେ କୌଣସି କାମ ରାତିରେ କରାଯାଏ ନାହିଁ ଏଠାର କୌଣସି ବ୍ୟକ୍ତି ରାତିରେ ଗଛ ପାଖକୁ ଯାଆନ୍ତି ନାହିଁ କି କଣ୍ଟା ମଧ୍ୟ ବାଡାନ୍ତି ନାହିଁ ଏବଂ ପରିସ୍ରା ବି କରନ୍ତିନାହିଁ ଯିଏ ଏମିତି କରେ ତାହାର ଅବସ୍ଥା ଖରାପ ହୋଇଯାଇଥାଏ |
05. କୁଳଧାରା – ଯଶଲମେଥ ରୁ ପ୍ରୟ 18 କିଲୋମିଟର ଦୂରରେ ଅଛି ଏକ ଅଭିଶପ୍ତ ଗ୍ରାମ କୁଳଧାରା ଯାହା 1215 ମସିହା ଠାରୁ ଖାଲି ପଡିଛି କୁହାଯାଏ ବାଲିବଲ ବ୍ରାହ୍ମଣ ମାନେ ଏହି ଗ୍ରାମ କୁ ଅଭିଶାପ ଦେଇଛନ୍ତି କି ଏଠାରେ ବାସ କରିପାରିବେ ନାହିଁ ସେଵେଠାରୁ ଏହି ଗ୍ରାମ ଖାଲି ପଡିଛି ଆଖପାଖ ରେ ରହୁଥିବା ଲୋକମାନେ କୁହନ୍ତି ଏଠାରେ ରାତିରେ ଅଜବ ଅଜବ ଶବ୍ଦ ଶୁଭୁଥାଏ ତେଣୁ ରାତିରେ ସେଠାକୁ କେହି ଯାଆନ୍ତି ନାହିଁ |
06. ଜାତିଙ୍ଗା ଭେଲି – ଆସାମ ର ଜାତିଙ୍ଗା ଭେଲି ଏହିସ୍ଥାନର ରହସ୍ୟ କାହାକୁ ବି ଜଣା ନାହିଁ କିନ୍ତୁ ଏହି ସ୍ଥାନରେ ରାତିର ଅନ୍ଧାର ରେ ଗୋଟିଏ ଅଜବ ଘଟଣା ଘଟେ ତାହା ହେଲା ରାତିରେ ପକ୍ଷୀମାନେ ଆସି ଆତ୍ମ ହତ୍ୟା କରିଥାନ୍ତି ଦିନ ହେଲେ ଏଠାରେ ସବୁଆଡେ ମୃତ ପକ୍ଷୀ ପଡିଥିବାର ଦେଖାଯାଆନ୍ତି |
07. ନିଧିବନ – ମଥୁରାର ନିଧିବନ କୁହାଯାଏ ଏଠାରେ ଆଜିମଧ୍ୟ ଭଗବାନ ଶ୍ରୀକୃଷ୍ଣ ଦେବି ରାଧ ରାସ କରନ୍ତି ତେଣୁ ସନ୍ଧ୍ୟା ହେଲେ ମଧୁବନ ର ଗେଟ ବନ୍ଦ କରିଦିଆଯାଏ ସେଠାରେ ଥିବା ପଶୁପକ୍ଷୀ ମାନେ ମଧ୍ୟ କେଉଁ ଆଡେ ଚାଲିଯାଇଥାନ୍ତି ଯଦି କେହି ରାତିରେ ସେହି ବଣକୁ ଯାଏ ମୃତ୍ୟୁ ହୋଇଯାଇଥାଏ ନଚେତ ସେ ପାଗଳ ହୋଇଯାଇଥାଏ |
08. ଖଣ୍ଡେ ରାଓ ଗୁମ୍ଫା – ମଧ୍ୟପ୍ରଦେଶର ପୌରୀକଶ୍ମୀରେ ଥିବା 2100 ବର୍ଷ ପୂର୍ବରୁ ପୁରୁଣା ଖଣ୍ଡେ ରାଓ ଗୁମ୍ଫା ଅଛି ଏହି ଗୁମ୍ଫା ବିଷୟରେ ସ୍ଥାନୀୟ ଲୋକ କୁହନ୍ତି କି ସବୁ ରାତିରେ ଏହି ଗୁମ୍ଫାରେ କିଏ ଗର୍ଜନ କରେ କୁହାଯାଏ ଗୁମ୍ଫା ରେ ଆଜିମଧ୍ୟ ଖଣ୍ଡେ ରାଓ ଉପସଭା ବସେ ଯେଉଁଠାରେ ନର୍ତ୍ତକୀ ମାନେ ନାଚନ୍ତି ତେଣୁ ରାତିରେ ଏହି ଗୁମ୍ଫା ର ଅଖା ପାଖ କୁ ମଧ୍ୟ କେହି ଯାଆନ୍ତି ନାହିଁ |
09. କାଲିଞ୍ଜର ଗୁମ୍ଫା – କୁହାଯାଏ ଏଠାରେ ଏବେ ମଧ୍ୟ ପଦ୍ମବତୀର ପାଉଁଜି ଶବ୍ଦ ଶୁଭାଯାଇଥାଏ |
10. ରୂପକୁଣ୍ଡ – ଉତ୍ତରାଖଣ୍ଡ ର ରୂପକୁଣ୍ଡ ଏଠାରେ ଚାରିଆଡେ ନରକଙ୍କାଳ ପଡିଥିବାର ଦେଖିବାକୁ ମିଳେ ଏହି ନରକଙ୍କାଳ ମାନଙ୍କର ରହସ୍ୟ ଆଜି ମଧ୍ୟ ସମସ୍ତଙ୍କୁ ଅଜଣା ଏଠାକୁ ରାତିରେ କଣ ଦିନରେ ମଧ୍ୟ ଯିବାକୁ ସାହସ କରନ୍ତି ନାହିଁ କାରଣ ଏହି ଜାଗାର ପାଣିପାଗ କୌଣସି ମୁହୁର୍ତରେ ବି ବଦଳିଯାଇପାରେ |