Breaking News

ଦେଖନ୍ତୁ , ଭାଲୁ ଠାରୁ କେମିତି ଅଳ୍ପକେ ବଞ୍ଚିଲେ ଯୁବକ ଜଣକ ….

ଘଟଣାଟି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ଏବଂ ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି ସଞ୍ଜୟ ସାହୁ | ସେ ଘର ବରଣ୍ଡା ରେ ଠିଆ ହୋଇ ବିଭିନ୍ନ ଶୈବ ପୀଠ ଗୁଡିକର ଦ୍ରୁଶ୍ଯ ମୋବାଇଲରେ ଦେଖୁଥିବା ବେଳେ ହଠାତ ମଡିଆସୁଥିଲା କାଳ ତେବେ ଘଟଣା ସ୍ଥଳରେ ବ୍ୟକ୍ତିଙ୍କୁ ଏହା ଏକ କୁକୁର ପରି ଲାଗୁଥିଲା କିନ୍ତୁ ଯେପରି ଭାଲୁ ପାଖକୁ ପାଖକୁ ଆସୁଥିଲା ସେ ଏହାକୁ ଦେଖି ଡ଼ରି ଘରକୁ ଦୌଡି ପଳାଇଥିଲେ | ଏବଂ ଭାଲୁ ମଧ୍ୟ ଦେଖି ଦୌଡି ପଳାଇଲା |

ତେବେ ଘଟଣା ସ୍ଥଳରେ ଅଳ୍ପକେ ବଞ୍ଚି ଯାଇଥିଲେ ଉକ୍ତ ବ୍ୟକ୍ତି ଜଣକ | ତେବେ ପରେ ଘଟଣା ସ୍ଥଳରେ ବନବିଭାଗ ର କର୍ମଚାରୀ ମାନେ ଆସି ଭାଲୁ ଟିକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ | ତେବେ ବର୍ତ୍ତମାନ ଏହା ଉପରେ ଏକ ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି |


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *