Breaking News

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୭ଟି ସଂକେତ ଯଦି ଆପଣଙ୍କ ସବୁବେଳେ ଏହି ସବୁ ସଙ୍କେତ Dekha ଯାଉଛି, ତାହାଲେ ଜାଣି ନିଅନ୍ତୁ ଆପଣଙ୍କ ପାଖରେ ସବୁବେଳେ ଭଗବାନ ରହିଥାନ୍ତି ଦେଖନ୍ତୁ…. କଣ ସବୁ ସେହି ସଂକେତ !

ନମସ୍କାର ବନ୍ଧୁଗଣ ତେବେ ସାଙ୍ଗମାନେ ଆପଣ ମାନଙ୍କର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି | ଆମ କୁ ବୋହୁତ ଗୁଡିଏ ସଂକେତ ତେବେ ଆସନ୍ତୁ ଜାଣିବା ସୂଚନା ବିଷୟରେ ସମୟ ବଡ ବଳବାନ ହୋଇଥାଏ | ସମୟ ଚକ୍ର ପରିବର୍ତନ ହେବ ମନୁଷ୍ୟ ଜୀବନରେ ବୋହୁତ ପରିବର୍ତନ ହୋଇଥାଏ ସମୟ ଏପରି କରିଥାଏ ଯେ ଗରିବ ମଣିଷ କୁ କେବେ ସମୟ ଧନୀ କରିଥାଏ ତ କେବେ ସମୟ ଧନୀ କୁ ଗରିବ ମଧ୍ୟ କରିଥାଏ |

ଆଜି ଆପଣ ମାନେ ଜାଣିବେ ଏହି ଆଗାମୀ ସମୟରେ ଭଲ ଘଟିବ କୁ ଯାଉଥିଲେ ଆମେ କି ପରି ସୂଚନା ଦ୍ବାରା ଜାଣିପାରିବ ତେବେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା ପ୍ରଥମ ସୂଚନା ହେଉଚି ଯଦି କୌଣସି ବ୍ୟକ୍ତି ର ବ୍ରହ୍ମ ମୁହୂର୍ତ୍ତ ରୁ ବାରମ୍ବାର ନିଦ ଭଗି ଯାଉଥାଏ ତେବେ ସେ ବ୍ୟକ୍ତି ର ଆଗାମୀ ସମୟ ବୋହୁତ ଭଲ ରହିବା କୁ ଯାଉଛି ବୋଲି ଆମେ ଜାଣିପାରିବେ |

ଏହା ସହିତ ଯଦି କୌଣସି ଅଦୃଶ୍ୟ ଶକ୍ତି କୁ ଆପଣ ବାରମ୍ବାର ଅନୁଭବ କରିବା ସହିତ ସେ ଶକ୍ତି ଆପଣ ମାନକୁ କେଉଁ ଆଡ଼କୁ ନେଉଛି | ତେବେ ଜାଣିପାରିବେ ଯେ ଆପଣ କ ର ଭଲ ସମୟ ଆସିବାକୁ ଯାଉଛି | ଯଦି କୌଣସି ବ୍ୟକ୍ତି ର ମନ କିଛି ଦିନ ହେବ ସର୍ବଦା ଖୁସି ରହିଥାଏ ସେ ତାର ନିଜ ରାଗକୁ ସଂଜମ କରି ନିଜ ଉପରେ ଆୟତ କରି ପରୁଥିବ ତେବେ ଜାଣି ରଖିବା ଉଚିତ୍ ସେହି ବ୍ୟକ୍ତି ର ଜୀବନରେ କିଛି ଭଲ ଘଟିବାକୁ ଯାଉଛି |

ଯେଉଁ ବ୍ୟକ୍ତି ର ଘରେ ଗାଈ ଟିଏ ଆସି ବାରମ୍ବାର ଛିଡ଼ା ହୁଏ ସେହି ଘରୁ ମାଙ୍କଡ଼ ଖାଦ୍ୟ ପଦାର୍ଥ ନେଇ ଯାଇଥାଏ ଏବଂ ବିଲେଇ ଆସି ଛୁଆ ଦେଇଥାଏ ଏବଂ ପକ୍ଷୀମାନେ ସେହି ଘରେ ବସା ବାନ୍ଧି ରହିଥାନ୍ତି ତେବେ ସେହି ଘର ର ଉନ୍ନତି ହେବା କୁ ଯାଉଛି | ଏବଂ ସେହି ଘରେ ମାତା ଲକ୍ଷ୍ମୀ କର କୃପା ରହିବାକୁ ଯାଉଛି ଯେତେବେଳେ ଆପଣ ଘରେ ପାଖରେ ପିଲା ମାନକୁ ନ କହିଲେ ମଧ୍ୟ ଖେଳିବା କୁ ଆସିଥାନ୍ତି କିମ୍ବା ଛୋଟ ଛୁଆ ଆପଣ କୁ ଦେଖି ହସିଥାନ୍ତି |

ତେବେ ଜାଣି ରଖିବା ଉଚିତ୍ ଯେ ଆପଣ କ ଆଗାମୀ ସମୟ ବୋହୁତ ଖୁସି ମୟ ହେବ କୁ ଯାଉଛି ଯେଉଁ ବ୍ୟକ୍ତି ମାନକୁ ଏବେ ନୂଆ ନୂଆ ଅବସର ମିଳିବା କୁ ଯାଉଛି | ତେବେ ଜାଣିରଖିବା ଉଚିତ୍ ଯେ ବ୍ୟକ୍ତି ର ଉପରେ ଭଗବାନ କ ର ସେହି ବ୍ୟକ୍ତି ଉପରେ ପ୍ରସନ୍ନତା ରହିଅଛି ଯେଉଁ ବ୍ୟକ୍ତି ପୂଜା କରୁଥିବା ସମୟରେ ଭଗବାନ କ ମୂର୍ତ୍ତି କୁ ପୂଜା କରୁଥିବା ବ୍ୟକ୍ତି କୁ ଦେଖି ହସିଲା ବୋଲି ଲାଗିଥାଏ ତେବେ ଭଗବାନ ଆପଣ କ କାମରେ ଅତ୍ୟନ୍ତ ଖୁସି ଅଛନ୍ତି ବା ସନ୍ତୁଷ୍ଟ ଅଛନ୍ତି |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.