Breaking News

ଭଲ ସମୟ ଆସିବା ପୂର୍ବରୁ ମା ଲକ୍ଷ୍ମୀ ଦେଇଥାନ୍ତି ଏହିସବୁ ସଙ୍କେତ …

ଦର୍ଶକବନ୍ଧୁ ଆମ ଜୀବନରେ ଧନ ର କେତେ ମହତ୍ୱ ଅଛି ଧନ ର ଅଭାବରୁ କୌଣସି ବ୍ୟକ୍ତି ଖୁସି ରହି ନଥାଏ ଏହା ମାତ୍ର କହିବାର କଥା ଅଟେ କି ଧନ ଜୀବନର ସବୁକିଛି ହୋଇନଥାଏ ବା ଧନ ଦ୍ୱାରା ଆମେ ଖୁସି ବା ସମ୍ପର୍କକୁ କେବେବି କିଣି ପାରିବା ନାହିଁ ବାସ୍ତବରେ ଧନ ସବୁକିଛି ତ ନାହିଁ ବରଂ ବହୁତ କିଛି ହୋଇଥାଏ ଧନ ଦ୍ୱାରା ଖୁସି ତ କିଣିପାରିବା ନାହିଁ |

ବନ୍ଧୁଗଣ ମା ଲକ୍ଷ୍ମୀ ଯେବେବି ଆମ ଘରକୁ ଆସିଥାନ୍ତି ଓ ଆସିବା ପୂର୍ବରୁ ଏମିତି ସଂକେତ ଦେଇଥାନ୍ତି ଯାହା ଆମକୁ ପୂର୍ବରୁ ଜଣା ପଡିଯାଇଥାଏ କି ଆମ ଘରେ ମା ଲକ୍ଷ୍ମୀ ନିବାସ କରିବାକୁ ଆସୁଛନ୍ତି ଓ ଆମ ଦୁଃଖ ଦରିଦ୍ରତା ର ଦିନ ଏବେ ସମାପ୍ତ ହବାକୁ ଯାଉଛି ଓ ଆମ ଜୀବନ ସୁଖମୟ ହେବାକୁ ଯାଉଅଛି |

ଝିଟି ପିଟି
ଦର୍ଶକବନ୍ଧୁ ଝଟିପିଟି କୁଭି ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଇଥାଏ ଘରେ ଯଦି ଅଚାନକ 3 ଟି ଝିଟିପିଟି ଗୋଟେ ସ୍ଥାନ ରେ ଦେଖା ଦିଏ ତ ଏହାକୁ ବହୁତ ଶୁଭ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ଅଟେ ଯଦି ଗୋଟେ ଝିଟିପିଟି ଜଣେ ଅନ୍ୟଜଣଙ୍କ ପିଛା କରୁଥିବାର ଦେଖାଦିଏ ତ ଏହା ଘରର ଉନ୍ନତି ର ସଂକେତ ମାନାଯାଇଥାଏ |

କଳା ପିମ୍ପୁଡି
ବନ୍ଧୁଗଣ ପିମ୍ପୁଡି କଳା କିମ୍ବା ନାଲି ଦୁଇଟି ରଙ୍ଗର ହୋଇଥାଏ ଘରେ ନାଲି ପିମ୍ପୁଡି ରହିବ ଅଶୁଭ ମାନାଯାଇଥାଏ ଯେବେକି କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ବିଲକୁଲ ଭି ହାନିକାରକ ହୋଇନଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳାରଙ୍ଗର ପିମ୍ପୁଡି କୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଇଥାଏ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡି ଗୋଲ ଆକାରର ଦେଖାଦିଏ ତ ଏହା ବହୁତ ଶୁଭ ସଂକେତ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଂକେତ ହୋଇଥାଏ |

ପକ୍ଷୀ
ବନ୍ଧୁଗଣ ଶାସ୍ତ୍ରରେ କିଛି ପକ୍ଷୀମାନଙ୍କର ଆମ ଘରେ ବା ଘର ଆଖ ପାଖରେ ରହିବା ଅଶୁଭ ମାନାଯାଇଥାଏ ଓ ଏମିତି କିଛି ପକ୍ଷୀ ଅଛନ୍ତି ଯାହା ଘରେ ରହିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଘରେ ଆସି ବାସ ବନାଇଥାଏ ତ ଏହା ବହୁତ ହିଁ ଶୁଭ ସଂକେତ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଆଗ ମନର ସଂକେତ ଦେଇଥାଏ |

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.