Breaking News

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ଟି ସଙ୍କେତ, ଜାଣି ରଖନ୍ତୁ …

ନମସ୍କାର ଦର୍ଶକବନ୍ଧୁ ମଣିଷ ଜୀବନ ମୃତୁ ସୁଖ ଦୁଃଖ ଫାଇଦା କ୍ଷତି ଏହି ସବୁ ଜୀବନର ମହତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ କେବେ ଜୀବନରେ ଖୁସିର ସମୟ ଆସିଥାଏ ତ କେବେ ମଧ୍ୟ ଦୁଃଖର କଳା ବଦଳ ଆସିଥାଏ ପ୍ରତେକ ବେକ୍ତିଙ୍କ ଜୀବନରେ ସୁଖ ଦୁଃଖ ଆସିଥାଏ ଏହି ସବୁ ସମୟ ଚକ୍ର ଯୋଗୁଁ ହୋଇଥାଏ ସମୟ ଠାରୁ ବଳ ବାନ ଆଉ କିଛିବି ନାହିଁ ଏବଂ ସମୟ ଆଗରେ ସମସ୍ତେ ମୁଣ୍ଡନୁଆଇଁ ଥାନ୍ତି | ଆପଣ ଆପଣଙ୍କ ଜୀବନରେ ଏମିତି ଅନେକ ଲୋକଙ୍କୁ ଦେଖିଥିବେ କି ଅଚାନକ ସେମାନେ ରାଜା ସମ୍ନା ଜୀବନ ଅତିବାହିତ କରିଥାନ୍ତି |

ଆଜି ଆମେ ଜଣାଇ ବୁକି କିଛି ସଂକେତ ବିଷୟରେ ଯାହା ଦ୍ୱାରା ଆପଣ ଆପଣଙ୍କର ଆଗକୁ ଆସୁଥିବା ଶୁଭ ସମୟ ବିଷୟରେ ଜାଣିପାରିବେ ଯେବେ ନାରଦ ମୁନି ବୈକୁଣ୍ଠ ଧାମରେ ପହଞ୍ଚି ଭଗବାନ ଶ୍ରୀ କୃଷ୍ଣଙ୍କୁ ଏହି ସଂକେତ ବିଷୟରେ ପଚାରି ଥିଲେ ଶ୍ରୀ କୃଷ୍ଣ ତାଙ୍କୁ ଜଣାଇ ଥିଲେକି ସେ ମନୁଷ୍ୟ ପାଖକୁ କିଛି ଏମିତି ସଂକେତ ପହଞ୍ଚେଇ ଥାନ୍ତି ଯାହା ଦ୍ୱାରା ମନୁଷ୍ୟ ଆଗକୁ ଆସୁଥିବା ସମୟ ବିଷୟରେ ଜିଣିପାରିବେ ଏହି ସଂକେତ ପ୍ରକୃତି ଦ୍ୱାରା ପଶୁ ପକ୍ଷୀ ଦ୍ୱାରା ଏବଂ ମୋର ଭକ୍ତ ଦ୍ୱାରା ମଧ୍ୟ ହୋଇଥାଏ | ଆସନ୍ତୁ ଜାଣିବା ସଂକେତ ବିଷୟରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି |

ଯଦି ଘରର ଅଗଣାକୁ ଗାଈ ବାରମ୍ବାର କିଛି ଖାଇବାକୁ ଆସିଥାଏ ମାଙ୍କଡ଼ ଆପଣଙ୍କ ଘରୁ କିଛି ଦିନିଷ ଆପଣଙ୍କ ଘରୁ ଉଠେଇ କରି ନେଇଯାଏ ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ ଏବଂ ପକ୍ଷୀ ଆପଣଙ୍କ ଅଗଣାରେ ତାର ବସା ବାନ୍ଧି ଥାଏ ଏହି ପରି କିଛି ସଂକେତ ଦର୍ଶେଇ ଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳ ବାନ ବନେଇବ | ଯାହା ଦ୍ୱାରା ଆପଣ ଆପଣଙ୍କ ଜୀବନରେ ଜୀବନରେ ଗୋଟିଏ ଯୋଗ୍ୟ ପଦପୀର ବଞ୍ଚି ବାକୁ ଯାଉଛନ୍ତି |

ସକାଳୁ ସକାଳୁ ଆପଣ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରି ଥାନ୍ତି ଏବଂ ଆପଣଙ୍କୁ ଗୋମାତା ଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ କିଛି ସାଧୁ ସନ୍ତ ପୂଜାରୀ ଆଶ୍ରିବାଦ ମିଳିଥାଏ ତ ଏହାକୁ ବହୁତ ଶୁଭ ସଂକେତ ମନା ଯାଇଥାଏ ଏହାର ଅର୍ଥ ଏହା ଅଟେକି ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ବାହାରି ଥାନ୍ତି ସେହି କାର୍ଯ୍ୟ ଅବଶ୍ୟ ହିଁ ସଫଳ ହେବ ସେହି କାର୍ଯ୍ୟରେ ଆପଣଙ୍କୁ ସଫଳ ହେବାରେ କେହିବି ରୋକି ପାରିବେ ନାହିଁ |

ଅନେକ ସମୟରେ ଚାଲି ଆସୁଥିବା ଖର୍ଚ୍ଚ ଏବଂ ଆସୁଥିବା ସଙ୍କଟ ଟଳିବାକୁ ଲାଗିଯାଏ ଏବଂ ଧନର ନୂଆ ସ୍ରୋତ ଖୋଲିବାକୁ ଲାଗିଯାଏ ତ ଏହି ସଂକେତରୁ ବୁଝି ଯାଆନ୍ତୁ ଯେ ଆପଣଙ୍କର ଖରାପ ସମୟ ଏବେ ଯିବାକୁ ଲାଗୁଛି ଏବଂ ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି ଘରକୁ ଧନର ଆଗମନ ହେବାକୁ ଯାଉଛି | ତେବେ ବନ୍ଧୁଗଣ ଆପଣ ମାନେ ଯଦି ଏହି ପରି କିଛି ସଂକେତ ପାଇଥାନ୍ତି ତଳେ ଥିବା ଆମ କମେଣ୍ଟ ବକ୍ସରେ ନିଚୟ ଜଣାନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.