Breaking News

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ( ୮ ଟି ସଂକେତ ), ଦେଖନ୍ତୁ ଆପଣଙ୍କ ଜୀବନରେ ଏହି ସବୁ ଘଟଣା ଘଟୁଛି କି !

ଦର୍ଶକବନ୍ଧୁ କେବେ ଜୀବନରେ ଖୁସିର ସମୟ ଆସିଥାଏ ଓ କେବେ ଦୁଃଖର କଲା ବାଦଲ ଆସିଥାଏ ଏହି ସବୁ ସମୟ ଚକ୍ର କାରଣରୁ ହୋଇଥାଏ ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଇଁ ଥାନ୍ତି ଅନେକ ସମୟରେ ଲୋକ ମାନେ ରାଜା ସମାନ ଜୀବନ ବିତାଇ ଥାନ୍ତି ଆଉକିଛି ଲୋକେ ଭିକାରି ଭଳି ଜୀବନ ବିତାଇ ଥାନ୍ତି ଆଜି ଆମେ ଆପଣ ମନକୁ ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ ସେହି ବିଷୟରେ କହିବା ଯାଉଛୁ |

ଯଦି ଘରକୁ ଗାଈ ବାରମ୍ବାର ଖାଇବା ଆସେ ବା ମାଙ୍କଡ଼ ଘରୁ ନିଜେ କିଛି ଦିନିଷ ଉଠାଇ ନେଇଥାଏ ବା ବିଲେଇ ଘରେ ଛୁଆ ଜନ୍ମ କରେ ବା ପାଖି ଘରେ ଅଗଣାରେ ତାର ବାସ ବାନ୍ଧିଥାଏ ତେବେ ଆପଣଙ୍କର ଆଗାମୀ ସମୟ ଆପଣାକୁ ବାଳ ବାନ ହେବାରେ ଧାର୍ଯ୍ୟ କରିବ ବୋଲି ସଂକେତ ମିଳିଥାଏ |

ଛୋଟ ପୀଲାନାଙ୍କ ଠାରେ ସ୍ଵଂୟଂ ଭଗବାନ ବାସ କରିଥାନ୍ତି ଏହା ମାନ୍ୟତା ରହିଛି ଯାଇ କୌଣସି ଛୋଟ ଶିଶୁ ଆପଣଙ୍କୁ ଦେଖି ବାରମ୍ବାର ହସୁଥାଏ ବା ଆପଣଙ୍କ ଘରେ କାନୟର ଆଗମନ ହେବ ସହିତ ଘରର ବାତାବରଣରେ ଶୁଦ୍ଧତା ଆସିଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ ଆପଣଙ୍କ ଜୀବନରେ ଆଗାମୀ ସମୟରେ ଖୁଶିଆସିବା ସହିତ ନୂଆ ସମ୍ପର୍କ ଯୋଡି ହେବାକୁ ଯାଉଛି ବୋଲି ଭଗବାନ ସଂକେତ ଦେଇ ଥାନ୍ତି |

ସକାଳୁ ସାକୁ ଘରୁ ଶୁଭ କାମରେ ବାହାରିବା ସମୟରେ ଗୋମାତା ବା ସାଧୁ ଶାନ୍ତ ବା ପୂଜାରୀଙ୍କ ଦର୍ଶନ ମିଳିଲେ ଶୁଭ ହୋଇଥାଏ ଆପଣ ଯେଉଁ କାମ ପାଇଁ ବାହାରି ଛନ୍ତି ସେହି କାମରେ ଆପଣ ସହଲ ହେବେ ବୋଲି ସୂଚନା ମିଳିଥାଏ ସାନ୍ଧ୍ୟ ସମୟରେ ଜଳ ଭରା ପାତ୍ର ବା କ୍ଷୀର ଭରା ପାତ୍ର କାହା ଦ୍ୱାରା ପ୍ରାପ୍ତ ହୋଇଥାଏ ବା ମିଠା ଖାଦ୍ୟ ହୋଇଥାଏ ତେବେ ଆପଣଙ୍କ ଜୀବନରେ ଶୁଭ ସମୀର ଆରମ୍ବ ହେବାର ସୂଚନା ଦେଇଥାଏ ଘରକୁ ପ୍ରିୟ ଅତିଥିଙ୍କର ଆଗମନ ହେବ ବା ସୁନା ଦିନିଷ ଆସିବା ବା ମହିଳା ଙ୍କର ବାମ ପଟ ଅଙ୍ଗ ବା ପୁରୁଷଙ୍କ ଦକ୍ଷିଣ ପଟ ଅଙ୍ଗ ଡେଇଁବା ଶୁଭ ମାନାଯାଏ |

ଏକ ସମୟରେ ବିନା କାରଣରେ ମନ ପ୍ରଶ୍ନ ହେବ ସହିତ କ୍ରୋଧ ଠାରୁ ଦୁରେଇ ଥାନ୍ତି ତେବେ ଏହା ଦର୍ଶାଇ ଥାଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି | ଯଦି ଆପଣଙ୍କ ଵ୍ରମଃ ମୁହୁର୍ତରେ ଖୋଲି ଯାଉଛି ସେହି ସମୟରେ ଭଗବାନ ସ୍ମରଣ ହୋଇ ଥାନ୍ତି ବା ଏମିତି ଲାଗି ଥାଏ କି ଆପଣଙ୍କୁ କେହି ନେଇ ଯାଉଛି ତେବେ ଶୁଭ ସମୀର ଆଗମନ ହେବାର ସୂଚନା ମିଳିଥାଏ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.