Breaking News

ଭଲ ଲୋକଙ୍କ ସହିତ ଶ୍ରୀ Krushna ଖରାପ ହୋଇଥିଲେ କଣ ପାଇଁ, ଏହାର ରହସ୍ୟ ଜାଣିଲେ ଆପଣବି କାନ୍ଦି ପକାଇବେ !

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ଲକ୍ଷ୍ୟ କରିଥିବେ ସବୁ ବେଳେ ପୂଜା ପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରହି ଥାଆନ୍ତି ଏବଂ ଆମ ମନରେ ସବୁବେଳେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ ଏବଂ ଭକ୍ତି ରେ ଲୀନ ହେଇଯାଉଛି | ଏହା ମଧ୍ୟ ଆମର ଦୁଃଖ କଷ୍ଟ ଦୂର ହେଉ ନାହିଁ କଣ ପାଇ ଏହାର କାରଣ କଣ ଏହାର ବିପରୀତ ରେ ଯଦି ଆମେ ଦେଖିବା ତାହେଲେ ଆମଠାରୁ ବେସୀ ଦୁଃଖୀ ଆଉ ବେଶୀ ଶୁଖି ସେହି ମାନେ ହୋଇଥାନ୍ତି ଯେଉଁ ମାନେ ପୂଜା ପାଠ କରନ୍ତି ନାହିଁ ଓ ଯେଉଁ ମାନେ କିଛି ମଧ୍ୟ କରନ୍ତି ନାହିଁ ଆମେ ସର୍ବଦା ଧର୍ମ କର୍ମ ରେ ମଧ୍ୟ ଦୁଃଖ ରେ ରହିଛି କଷ୍ଟ ରେ ରହିଛୁ |

ଏଭଳି ପ୍ରଶ୍ନ ସବୁବେଳେ ଜଣେ ଧାର୍ମିକ ବ୍ୟକ୍ତି ର ମନ ଭିତର କୁ ଆସିଥାଏ ତାହେଲେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା କି କଣ ପାଇ ଏହି ଭଳି ଘଟି ଥାଏ କି କଣ ପାଇ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ ତେବେ ଦର୍ଶକବନ୍ଧୁ ଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତମେ କର୍ମ କରିଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ ମୁଁ ଠିକ୍ ସମୟରେ ତୁମେ କରିଥିବା କର୍ମ ର ଉଚିତ୍ ଫଳ ପ୍ରଦାନ କରିବି ଅର୍ଜୁନ ନିଜର ସବୁ ଦୂନ୍ଦ ର ଉତ୍ତର ଶ୍ରୀ କୃଷ୍ଣ କ ପାଖରୁ ହିଁ ପାଇଥାନ୍ତି | ତେଣୁ ସେ ତଃରେ ପଚାରିଲେ କିହେ କୃଷ ସବୁ ବେଳେ ଯେ ଭଲ କର୍ମ କରିଥାନ୍ତି | ସେମାନ କୁ ହିଁ ସବୁ ବେଳେ କଷ୍ଟ କଣ ପାଇ ଭୋଗିବା କୁ ପଡ଼ି ଥାଏ ଆଉ ଯେଉଁ ମାନେ ଖରାପ କର୍ମ କରନ୍ତି ସେମାନେ ସୁଖ ଭୋଗ କରନ୍ତି |

ଏହାର କାରଣ କଣ ଶ୍ରୀ କୃଷ୍ଣ ହସି ଲେ ଆଉ ଉତ୍ତର ରେ କହିଲେ ହେ ଅର୍ଜୁନ ସମସ୍ତ କୁ ନିଜର କର୍ମ ର ହିଁ ଫଳ ପ୍ରାପ୍ତ ହୋଇଥାଏ ଏହା କହି ସେ ଏକ ସୁନ୍ଦର କାହାଣୀ ଶୁଣେଇବା କୁ ଲାଗି ଲେ ଥରେ ଗୋଟିଏ ଗାଁ ରେ ଦୁଇଜଣ ବ୍ୟକ୍ତି ଥିଲେ ଜଣେ ଏକ ବେପାରୀ ଥିଲା ଯିଏ କି ସର୍ବଦା ଧର୍ମ କର୍ମ ଉପରେ ବିଶ୍ୱାସ ରଖି ଥାଏ ସବୁ ବେଳେ ପୂଜା ଆଉ ପାଠ ରେ ମନ ଦିଏ ସବୁ ଦିନ ସିଏ ମନ୍ଦିର ଯାଏ ଦାନ ଧ୍ୟାନ ଇତ୍ୟାଦି କରେ |

ଆଉ ଠିକ୍ ସେହି ଭଳି ସେହି ପଟେ ସେହି ଗାଁ ରେ ଆଉ ଜଣେ ବ୍ୟକ୍ତି ତାର ସବୁ ଓଲଟା କାମ କରେ ସେ ମନ୍ଦିର ତା ଯାଇ କିନ୍ତୁ ଚପଲ ଚୋରି କରିବା କୁ ତାକୁ ନ୍ୟାୟ ଦାନ ଧର୍ମ ନୀତି ଆଦି ସହିତ କିଛି ସମ୍ପର୍କ ହିଁ ନାହିଁ ଦିନେ ବୋହୁତ ଜୋର୍ ରେ ବର୍ଷା ହେଲା ଏବଂ ସେ ସମୟରେ ମନ୍ଦିର ରେ ପୂଜାରୀ ଛଡ଼ା ଆଉ କେହି ନଥିଲେ ସେ ଏହାର ଲାଭ ଉଠାଇବା କୁ ଚାହିଁଲା ଏବଂ ଠାକୁର କ ଗହଣା ଚୋରି କରିବା ପାଇଁ ମଧ୍ୟ ଚାହିଁଲା ତା ପରେ ସେ ଯାଇ ଚୋରି କରିଦେଲ କିନ୍ତୁ ସେହି ସମୟରେ ସେ ଭଲ ଲୋକ ମଧ୍ୟ ମନ୍ଦିର କୁ ଆସିଥିଲେ ଏବଂ ପୂଜାରୀ ତାଙ୍କୁ ଚିର ବୋଲି ଭାବି ନେଲେ ଏବଂ ଲୋକ ମାନେ ମଧ୍ୟ ତାଙ୍କୁ ଚୋର ବୋଲି ଭାବିଲେ ସେହି ଲୋକ ଟି କଷ୍ଟ ରେ ସେଇଠୁ ବଞ୍ଚିକି ଆସିବ ପରେ ରାସ୍ତା ରେ ଏକ ଦୁର୍ଘଟଣା ର ଶିକାର ହେଲେ ସେ ରାସ୍ତା ରେ ଆସୁଥିବା ବେଳେ ସେ ଚୋର କୁ ଦେଖିଦେଲେ |

ଏବଂ ସେ କ୍ରୋଧିତ ହୋଇଗଲେ ସେ ଘର କୁ ଯାଇ ଠାକୁର କ ସବୁ ମୂର୍ତ୍ତି କୁ ବାହାରକୁ ଫିଙ୍ଗି ଦେଲେ କିଛି ସମୟ ପରେ ଦୁଇ ଜଣ କର ମୃତ୍ୟୁ ହୋଇଗଲା ଆଉ ଯମ ରାଜ୍ କ ପାଖରେ ସେହି ଭଲ ବ୍ୟକ୍ତି ଜଣ କ କହିଲେ କି ମୁ ସର୍ବଦା ଦାନ ଧର୍ମ ଓ ଭଲ କର୍ମ କରିଥିଲି କିନ୍ତୁ ଜୀବନ ଯାକ ମତେ ଖାଲି ଅପମାନ ଏବଂ କଷ୍ଟ ହିଁ ସହିବା କୁ ପଡ଼ିଲା କିନ୍ତୁ ଏହି ବ୍ୟକ୍ତି ଚୋରି କରି କରି ମଧ୍ୟ ଖୁସି ରେ ରହିଲା ଏହା ଅନ୍ୟୟ ଅଟେ ଘୋର ଅନ୍ୟାୟ ଅଟେ ଏହା ଶୁଣି ଯମ ରାଜ୍ କହିଲେ କି ଯେଉଁ ଦିନ ତୁମର ଦୁର୍ଘଟଣା ହୋଇଥିଲା |

ସେହି ଦିନ ତୁମର ଶେଷ ଦିନ ଥିଲା ଜୀବନ ର ତୁମର ଭଲ କର୍ମ ଯୋଗୁ ତୁମେ ବଞ୍ଚି ଯାଇଥିଲା ଏବଂ ଏହି ବ୍ୟକ୍ତି ର ରାଜ୍ ଯୋଗ ଥିଲା କିନ୍ତୁ ଏହାର ଖରାପ କର୍ମ ଯୋଗୁ ହିଁ ତାକୁ ବାସ ସେହି ଛୋଟ ପୁଟୁଳି ହିଁ ପ୍ରାପ୍ତ ହେଲା ଏହା କହି ଶ୍ରୀ କୃଷ୍ଣ ଅର୍ଜୁନ କୁ କହିଲେ ବର୍ତ୍ତମାନ ତୁମ କୁ ତୁମ ପ୍ରଶ୍ନ ର ଉତ୍ତର ନିଶ୍ଚିତ ମିଲିଯାଇଥିବ ମନୁଷ୍ୟ କର୍ମ ରୁ ତାହା କୁ ଫଳ ମିଳିଥାଏ ଏବଂ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.