ଦର୍ଶକବନ୍ଧୁ ଢେଙ୍କାନାଳ ଜିଲ୍ଲା ର ଗୋବିନ୍ଦପୁର ଗ୍ରାମରେ ରକ୍ଷ୍ୟା କରିବାକୁ ନିଜେ ଆସିଥିଲେ ଭଗବାନ ଶିବ ଆସିଥିଲେ କରିଲେ ଏପରି ଚମତ୍କାର ଜାଣିଲେ କହିବେ ହରହର ମହାଦେବ | ଦର୍ଶକବନ୍ଧୁ ଗୋବିନ୍ଦ ପୁର ଗ୍ରାମର ଏକ ବ୍ୟକ୍ତି ପୂର୍ବରୁ ସହରରେ ରହି ନିଜର ଜୀବିକା ଅର୍ଜନ କରୁଥିଲେ | ତାଲାବନ୍ଦ ସମୟରେ ସବୁ କିଛି ଓଲଟ ପାଲଟା ହୋଇଗଲା ତେଣୁ ସେ ନିଜ ଗ୍ରାମକୁ ତାଙ୍କ ପରିବାର ସହ ଫେରିଆସିଲେ |
ବନ୍ଧୁଗଣ ବହୁତ ଦିନ ବିତିଗଲା ଘରୁ ବାହାରୁ ପାରୁନାହାନ୍ତି ତାଲାବନ୍ଦ ଯୋଗୁ ଦିନେ ସେ ଭାବିଲେ ଯାଇ ପାଖ ଗାଁ ଆଡେ ବୁଲିଆସିବା ପାଇଁ ଶେଷରେ ସେ ନିଶ୍ଚିତ କରି ପର ଦିନ ବୁଲିବାକୁ ବାହାରିଲେ ସେ ଏକ ଜଙ୍ଗଲିଆ ରାସ୍ତା ଦେଇ ନିକଟରେ ଥିବା ଏକ ଗ୍ରାମକୁ ଯାଉଥିଲେ କିଛି ରାସ୍ତା ଗଲାପରେ କିଛି ଅଦ୍ଭୁତ ଘଟଣା ଦେଖିବାକୁ ପାଇଲେ ସେ ଦେଖିଲେ କି ରାସ୍ତା ମଝିରେ ଏକ ବିରାଟ କାୟ ସର୍ପ ଛିଡ଼ାହୋଇଛି |
ସେ ଏପରି ସର୍ପ ଆଗରୁ କେବେ ମଧ୍ୟ କେବେ ଦେଖିନଥିଲେ ଏତେବଡ ସାପ ଦେଖି ସେ ବହୁତ ଡରିଯାଇଥିଲେ | ଦର୍ଶକବନ୍ଧୁ ସେହି ସମୟରେ ଭାବିଲେ କି ସେ ସପଟି ତାଙ୍କୁ ଆକ୍ରମଣ କରିବା ବୋଲି ଭାବି ଦୌଡିବାକୁ ଲାଗିଲେ ସେ ଯେତେବେଳେ ଦୌଡିଲେ ସେତେବେଳେ ମଧ୍ୟ ତାଙ୍କ ପଛରେ ଗଲା |
କିଛି ବାଟ ଦୌଡ଼ି ଗଲା ପରେ ପଛ କୁ ଚାହିଁ ଦେଖିଲେ ସେ ସାପଟି ମଧ୍ୟ ତାଙ୍କ ପଛେ ପଛେ ଆସୁଛି ତାପରେ ସେ ଆହୁରି ଜୋରରେ ଦୌଡିଲେ | କିଛି ବାଟ ଦୌଡ଼ି ସାରିବା ପରେ ସେ ବହୁତ ଥକିଗଲେ ଆଉ ଦୌଡ଼ି ପାରିବେନି ଭାବି ଏକ ଅଶ୍ୱସ୍ତ ଗଛ ମୂଳେ ବସିପଡିଲେ ବସି ସାରି ଦେଖିଲା ବେଳକୁ ସେ ସପଟି ଆସି ତାଙ୍କ ସମୁଖରେ ଛିଡ଼ାହୋଇଛି | ସେ ଭାବିନେଲେ କି ତାଙ୍କ ମୃତ୍ୟୁ ଆଜି ସୁନିଶ୍ଚିତ |
ଦର୍ଶକବନ୍ଧୁ ଶେଷରେ କିଛି ଉପାୟ ନପାଇ ସେ ଭଗବାନ ଶିବଙ୍କୁ ସ୍ମରଣ କଲେ ସେ ସବୁ କିଛି ଭଗବାନ ଶିବଙ୍କ ଉପରେ ଛାଡ଼ିଦେଇ ସେ ଭଗବାନଙ୍କୁ ସ୍ମରଣ କଲେ ସ୍ମରଣ କରୁଥିବା ସମୟରେ ଆଖିଖୋଲି ଦେଖିଲା ବେଳକୁ ସପଟି କୁଆଡେ ପଳେଇଯାଇଛି ସେହିଦିନଠୁ ସେ ସମସ୍ତଙ୍କୁ କହୁଛନ୍ତି ଯେ ତାଙ୍କୁ ତାଙ୍କୁ ଭଗବାନ ଶିବ ନିଜେ ଆସି ରକ୍ଷ୍ୟା କରିଛନ୍ତି ବୋଲି ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାନ୍ତୁ |
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …