Breaking News

ଭାଇ ବାହାଘର ରେ ହିରୋଇନ ଭୂମିକା ଙ୍କ ଜବରଦସ୍ତ ଡାନ୍ସ

ଯଦି ଆପଣମାନେ ଓଡିଆ ଫିଲ୍ମ ଦେଖିବାରେ ରୁଚି ରଖୁଥିବେ ତେବେ ଆପଣମାନେ ସମସ୍ତେ ଅଭିନେତ୍ରୀ ଭୂମିକା ଦାସଙ୍କୁ ନିଶ୍ଚୟ ଜାଣିଥିବେ | ଅଭିନେତ୍ରୀ ଭୂମିକା ଦାସ ସେ ପିଲାଟି ବେଳରୁ ଅଭିନୟ ଜଗତରେ ପାଦ ଦେଇଛନ୍ତି ଏବଂ ପିଲାଟି ବେଳରୁ ସେ ଓଡିଆ ସିନେମାରେ କାମ କରିଆସୁଛନ୍ତି |

ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ରାଉରକେଲା | ଏହାଛଡା ସେ ଓଲିଉଡ଼ ସିନେମାରେ କାମ କରୁଛନ୍ତି ଏବଂ ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି ଏବଂ ତାଙ୍କର ପାଠପଢା ଜାରିରଖିଛନ୍ତି |ତାଙ୍କ ଦ୍ଵାରା ଅଭିନୀତ ଶ୍ରୀମାନ ସୁରଦାସ ଏବଂ ହୀରୋ ନମ୍ବର ୧ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା |


ତେବେ ନିକଟରେ ସେ ତାଙ୍କ ଭାଇ ବାହାଘରରେ ବହୁତ ମଜାମସ୍ତି ମଧ୍ୟ କରିଥିବାର ଏକ ଭିଡିଓ ସୋସିଆଲ ମିଡିଆ ଖୁବ ଭାଇରାଲ ହେବାରେ ଲାଗିଥିଲା ଯେଉଁ ଥିରେ ସେ ଏକ ବଲିଉଡ଼ ଗୀତ ତଥା ରାମଲିଲା ମୁଭିର ଏକ ଗୀତ ଢୋଲ ବାଜେ ଗୀତ ରେ ନାଚୁଥିବାର ଦେଖାଯାଉଛନ୍ତି ଏବଂ ବହୁତ ଏନଜୟ କରୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *