Breaking News

ଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିନ୍ତୁ ଏହି ୧୫ଟି ଲକ୍ଷଣରୁ ଆପଣଙ୍କ Ghare କେଉଁ ନାରୀ ପାଖରେ ଅଛି କି ଏହି ସବୁ ଲକ୍ଷଣ… ଦେଖନ୍ତୁ କଣ ସେହି ଲକ୍ଷଣ ଗୁଡିକ !

ଦର୍ଶକବନ୍ଧୁ ଆସନ୍ତି ଜାଣିବା ଭାଗ୍ୟଶାଳି ଝିଅ ମାନଙ୍କୁ ଚିହ୍ନିବା ର କିଛି ଲକ୍ଷଣ ବିଷୟରେ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ କିଛି ଝିଅ ମାନେ ଅପରି ହୋଇଥାନ୍ତି | ଯେଉଁ ମାନଙ୍କ ସୌଭାଗ୍ୟରେ ଶାଶୁଘର ଓ ବାପ ଘରେ ଧନର ବର୍ଷା ହୋଇଥାଏ | ଏହି ଝିଅ ମାନେ ଯେଉଁଠାରେ ବି ରହିଥାନ୍ତି ସୁଖ ସମୃଦ୍ଧି ଓ ବୈଭବ ବଢିଥାଏ | ଏହି ପରି ସୁଲକ୍ଷଣୀ ଝିଅ ମାନଙ୍କର ପରିଚୟ ତାଙ୍କର ଅଙ୍ଗମାନଙ୍କର ଆକାର ଶୈଳୀ ଓ ରଙ୍ଗ ରୁ ଜଣା ପଡିଥାଏ |

ଆସନ୍ତୁ ଜାଣିବା କିଛି ଲକ୍ଷଣ ଓ ଚିହ୍ନ ଯାହା ଦ୍ୱାରା ଆପଣ ଜାଣି ପାରିବେ ଝିଅଟି ଶୁଭ ଅଟେ କି ନାହିଁ | ଏକ ରେ ଯେଉଁ ସୁଲକ୍ଷଣୀ ଝିଅ ର କାନ ଟିକେ ଲାଲ୍ ଓ ତଳ ଆଡ଼କୁ ମୁନିଆ ଏବଂ ଉପର ଆଡକୁ ଓସାରିଆ ମୋଟ ହୋଇଥାଏ ତେବେ ଏପରି ମହିଳା ଭାଗ୍ୟବାନ ହୋଇଥାନ୍ତି |

ଦ୍ଦୁଇ ରେ ଯେଉଁ କନ୍ୟା ର ଗୋଡ଼ ଆଙ୍ଗୁଳି ଟିକେ ଉପରକୁ ଉଠୀକରି ଓ ମୋଟା ଏବଂ ଲଗାଲଗି ହୋଇରହିଥାଏ ଏପରି କନ୍ୟା ସମ୍ବୃଧିଶାଳୀ ହୋଇଥାଏ । ତିନି ରେ ଭାଗ୍ୟଶାଳୀ କନ୍ୟା ର ହାତ ଲମ୍ବା ହୋଇଥାଏ । ଚାରି ରେ ଯେଉଁ କନ୍ୟା ର ନାଭି ଟି ଗଭୀର ହୋଇଥାଏ ସେହି କନ୍ୟା ବୋହୁତ ଲକି ହୋଇଥାଏ ।

ପାଞ୍ଚ ରେ ଭଗ୍ୟଶାଳି କନ୍ୟା ର ଆଖି ର ଧଳା ଅଂଶ ଟି ଜନ୍ମ ରୁ କ୍ଷୀର ପରି ଧଳା ହୋଇଥାଏ ଏବଂ ଟିକେ ନାଲି ମୁହାଁ ରହିଥାଏ । ଛଅ ରେ ଯେଉଁ କନ୍ୟାର ପଦ ର ତଳଭାଗ ଚିକଣ ହୋଇ ଥାଏ ସେମାନେ ପରିବାର ପାଇଁ ଶୁଭ ହୋଇ ଥାଆନ୍ତି ଏବଂ ଯେଉଁ କନ୍ୟା ର ପଦ ର ଗୋଇଠୀ ଫାଟୁ ଥାଏ ସେମାନେ ସର୍ବଦା ଦୁଃଖରେ ରହିଥାନ୍ତି । ସାତ ରେ ଯେଉଁ କନ୍ୟା ର କପାଳ ଟିକେ ବାହାର କୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଆଠରେ ଯେଉଁ କନ୍ୟା ର ଆଇବ୍ରୋ ମଝିରେ କଳଯାଇ ରହିଛି ସେହି କନ୍ୟା ମାନେ ଶୁଭ ହୋଇଥାନ୍ତି । ନଅ ରେ ଯେଉଁ କନ୍ୟା ର ଚିକଣ ଓ ଲାଲ୍ ଯିବ ରହିଛି ସେମାନେ ସର୍ବ୍ରଦା ସୌଭାଗ୍ୟଶାଳୀ ହୋଇଥାନ୍ତି । ଦଶ ରେ ନାଭିର ଟିକେ ତଳକୁ କଳାଯାଇ କିମ୍ବା କିଛି ଚିହ୍ନ ଥିଲେ ଏହା ଭଗ୍ୟଶାଳୀ କନ୍ୟା ର ସଂକେତ ଦେଇ ଥାଏ । ଏଗାର ରେ ଛୋଟ ବେକ ଥିବା କନ୍ୟା ମାନେ ଲକି ହୋଇଥାନ୍ତି । ବାରରେ ଯେଉଁ କନ୍ୟା ମାନଙ୍କର ଓଠ ସବ୍ରଦା ଲାଲ୍ ହୋଇଥାଏ ସେମାନେ ଯେଉଁ ସ୍ଥାନରେ ରହିଥାନ୍ତି ସେଥି ମା ଲକ୍ଷ୍ମୀ ବସକରିଥାନ୍ତି ।

ତେରରେ ଯେଉଁ କନ୍ୟା ର ପଦରେ ଚକ୍ର , ଫୁଲ ଓ ଶଙ୍ଖ ଆଦି ଚିହ୍ନ ଥାଏ ସେହି କନ୍ୟା ଉଚ୍ଚ ଅଧିକାରୀଙ୍କ ସ୍ତ୍ରୀ ହେବାର ସମ୍ଭାବନା ରହିଛି । ଚଉଦ ରେ ଯେଉଁ କନ୍ୟା ର ନାକଟି ସିଧା ଓ ଆଗକୁ ଟିକେ ବଡ଼ ହୋଇଥାଏ । ଏହା ଐଶ୍ରଜ୍ୟ ର ସଙ୍କେତ ଦେଇଥାଏ । ପନ୍ଦରରେ ଯେଉଁ କନ୍ୟା ର ଗୋଇଠୀ ରେ ଶ୍ରପ ଆକାର ଚିହ୍ନ ରହିଥାଏ ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ସର୍ବଦା ରହିଥାଏ ।

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.