Breaking News

ଭାଗ୍ୟ ହେବତ ଏମିତି, ଖଣି ଖୋଳିବା ବେଳେ ମିଳିଲା Hira, ମାଉସୀ ହେଇଗଲେ ଧନୀ, ପୁରା ଘଟଣା ଜାଣିଲେ ସ୍ତବ୍ଦ ରହିଯିବେ…

ଭାଗ୍ୟ ହେବତ ଏମିତି ଖଣି ଖୋଲିଲା ବେଳେ ମିଳିଲା ଦାମୀ ହୀରା ରାତା ରାତି ବଦଳି ଗଲା ମହିଳାଙ୍କ ଜୀବନ ମଧ୍ୟପ୍ରଦେଶ ର ପନାଖନିରୁ ହୀରା ବାହାରିବା କିଛି ନୂଆ କଥା ନୁହେଁ ସେଠାରେ ପ୍ରତିଦିନ କାମ କରୁଥିବା ଲୋକଙ୍କୁ ଦାମୀ ଦାମୀ ହୀରା ମିଳେ ଏଥର ଜଣେ ମହିଲାକୁ ଖଣି ଖନନ ବେଳେ ତାକୁ ୨.୦୮କ୍ୟାରେଟ ର ହାଇ କ୍ୱାଲିଟୀ ର ହୀରା ମିଳିଛି ଯାହା ଫଳରେ ତାଙ୍କ ଭାଗ୍ୟ ଚମକି ଉଟିଚି ଏହି ହୀରା ର ଆନୁମାନିକ ମୂଲ୍ୟ ୧୦.୦୦୦୦୦ ହେବ ବୋଲି କୁହା ଯାଉଛି ।

ପନା ସ୍ଥିତ ହୀରା କାର୍ଯ୍ୟାଳୟର ଅଧିକାରୀ ଅନୁପମ ସିଂହ କହିଛନ୍ତି ଇନ୍ତାବାଲା ଗାଁ ର ଚାମେଲି ବାଇଙ୍କୁ ନିକଟରେ କୃଷ୍ଣ କଲ୍ୟାଣ ପୁର ଠାରୁ ପଟିଲ ମୋଉଥଳି ହୀରା ଖଣିରୁ ୨.୦୮କ୍ୟରେଟ ହୀରା ମିଳିଛି ଏହା ଖଦନରୁ ପତାରେ ନେଇଥିଲେ ସେ କହିଥିଲେ ଏହି ହୀରା କୁ ମଙ୍ଗଳ ବାର ଦିନ ହୀରା କର୍ଯ୍ୟଲଳୟରେ ଜମା କରିଛନ୍ତି ।

ଅନୁପମ ସିଂହ କହିବା ଅନୁସାରେ ଏହା ଏକ ହାଇ କ୍ୱାଲିଟି ହୀରା ଏହି ହୀରା ର ମୂଲ୍ୟ ୧୦.୦୦୦୦୦ ହେବ ବୋଲି କହିଛନ୍ତି ଆଗାମୀ ଦିନରେ ଏହା କୁ ନିଲାମ କରାଯିବ ନିଲାମ ପରେ ଏହାର ୧୨% ରାଜସ୍ବ କାଟି ନେବେ ଆଊ ବାକି ଜେତକ ସେହି ମହିଳା କୁ ନିଆଯିବ ହୀରା ପାଇ ଥିବା ମହିଳାଙ୍କ ସ୍ଵାମୀ କହିଛନ୍ତି ହୀରା ମିବ ଅର୍ଥରେ ସେ ପନ ରେ ଭୂମି କିଣି ଘର କରିବେ ସେ କହିଛନ୍ତି ।

କିଛି ଦିନ ତଳେ ଖରା ଦିନେ ପଥରେ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତି ନେଇଥିଲେ ଏହା ପରେ ଖାଦାନରେ ପଟା କରା ଯାଇଥିଲା ହୀରା ମିଳିବା ପରେ ତାଙ୍କ ପରିବାର ର ଭାଗ୍ୟ ଚ
ମିକିଛି ପନ ରେ ପାଖ ପାଖି ୧୨୦୦୦୦୦ କ୍ୟାରେଟ୍ ର ହୀରା ର ଭଣ୍ଡାର ରହିଛି । ତେବେ ପନ ରେ କାହାରିକୁ ହୀରା ମିଳିବା ପ୍ରଥମ କଥା ନୁହେଁ । ପୂର୍ବରୁ ଫେବୃଆରୀ ୱାର୍ତିଥ ଖଣିରେ ରାଣା ପ୍ରତାପ ନାମକ ଜଣଙ୍କୁ ୪.୫୭ କ୍ୟରେଟ ରେ ହୀରା ମିଳି ଥିଲା ଯାହାର ଦାମ୍ ୧୦୦୦୦୦୦ ଟଙ୍କା ହେବ ଅପାନଙ୍କର ମତାମତ ଜଣାନ୍ତୁ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.