Breaking News

ଭଗବାନ ଶିବଙ୍କୁ ସବୁବେଳେ ଭଲ ଲାଗେ ଏହି ୨ ରାଶି !

ଦର୍ଶକବନ୍ଧୁ ଆମେ ଆପଣଙ୍କୁ କହିରଖୁଛୁ କି ଆପଣଙ୍କର ଧାର୍ମିକ ଭାବନା ଏ ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଓ ଶୁଭଦାୟକଃ ହେବ ଆପଣଙ୍କର ଜୀବନସାଥୀଙ୍କ ସହ ସମ୍ବଦ୍ଧ ମଧୁର ହେବ ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ଭଲ ରହିବି ସ୍ୱାମୀ ସ୍ତ୍ରୀ କୌଣସି ବାହାରକୁ ବୁଲିବାକୁ ଯାଇପାରନ୍ତି ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର ଲଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ |

ବିବାହିତା ଲୋକଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ଯାହା ପାଇଁ ଆପଣ ଶୁଣି ବହୁତ ଖୁସି ହେବେ ଏହି ଖୁସି ଖବର ଆପଣଙ୍କର ପ୍ରେମ ମାମଲା ରେ ଲାଭ ଦାୟକ ହେବ ଆପଣଙ୍କର ଆର୍ଥିକ ସ୍ତିତି ମଜବୁତ ରହିବ ଆପଣଙ୍କର କଳାତ୍ମକ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ |

ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୁରେଇ ରୁହନ୍ତୁ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ଆପଣଙ୍କର ଆର୍ଥିକ ସମୟ ଗୁଡିକ ଦୂର ହେବ ଆପଣଙ୍କୁ ଖୁବ ଶୀଘ୍ର ଚାକିରୀ ମିଳିବାରେ ବହୁତ ସମ୍ଭାବନା ବନୁଛି ଅବିବାହିତା ଲୋକମାନଙ୍କର ବିବାହ ଖୁବ ଶୀଘ୍ର ହେବାକୁ ଯାଉଛି ଆପଣଙ୍କୁ ଖବର ମିଳିବାକୁ ଯାଉଛି |

ନିଜର ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କର ସବୁ କାର୍ଯ୍ୟ ସୁରୁଖୁରୁ ରେ ଚାଲୁ ହେବ ଆପଣଙ୍କର ଆତ୍ମବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳପାରେ ଯଦି ଆପଣ କାହାକୁ ନିଜ ମନକଥା ଖୋଲି କହିବାକୁ ଚାହୁଁଛନ୍ତି ତେବେ ଏବେ କହି ପାରନ୍ତି ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି |

ଆପଣ ଏହି ସମୟରେ ନିଜର ସ୍ଵସ୍ଥ କୁ ନେଇ ସଚେତନ ରହିବାର ଆବଶ୍ୟକତା ରହିଛି ତେବେ ଦର୍ଶକବନ୍ଧୁ ଚାଲନ୍ତୁ ଏବେ ଆପଣଙ୍କୁ କହିବୁ ଯେ କଣ ସେହି ଦୁଇ ରାଶି ଯାହାର ବିଷୟରେ ଆମେ ଆମେ କଥା ହେଉଛେ ତେବେ ଦର୍ଶକବନ୍ଧୁ ସେହି ଦୁଇଗୋଟି ରାଶିର ନାମ ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି ଜାହାରୀ ଉପରେ ପ୍ରଭୁ ମହାଦେବଙ୍କ ଅପାର କୃପା ଲାଗି ରହିଛି | ତେବେ ଦର୍ଶକବନ୍ଧୁ ଆପଣ ଯଦି ଭୋଳାନାଥଙ୍କ ଭକ୍ତ ତେବେ ଏହି ପୋଷ୍ଟ କୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.