Breaking News

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଆରଡ଼ି ଠାରେ ଅବସ୍ଥିତ ବାବା ଆଖଣ୍ଡଳମଣି ( ଆରଡ଼ି ) କିମ୍ବଦନ୍ତୀ କଣ ରହିଛି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ !

ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ କୂଳରେ ରେ ଆରଡ଼ି ଠାରେ ଭଦ୍ରକ ଠାରୁ 40 କିଲୋମିଟ ଦୂରରେ ଅବସ୍ତିସ୍ତ ବୈତରଣୀ ଓ ସାଲନ୍ଧି ନଦୀ ସଂଘାମ ସ୍ଥଳରେ ଆଖଣ୍ଡଳମଣି ବାବାଙ୍କ ମନ୍ଦିର ଅବସ୍ତିତ ତତକାଳୀନ ଜମିଦାର ନୀଳାଦ୍ରି ସମରସଙ୍ଗୀ ଦିନେ ନିଜ ଜମିରେ ହଲ କରୁଥିଲେ ଅନନ୍ତ ନାମକ ଜଣେ ହଳୁଆକୁ କହିଥିଲେ ହଳ କରିବାକୁ |

ଅନନ୍ତ କିଛି ସମୟ ହଲ ବୁଲାଇବାପରେ ହଠାତ ନଙ୍ଗଲ ମୁନ ଟି ମାଟି ତଳେ ଥିବା ଏକ ବସ୍ତୁରେ ବାଜି ଭଣ୍ଡି ଯାଇଥିଲା ସାଙ୍ଗେ ସାଙ୍ଗେ ଆକାଶରେ କଲା ବାଦଲ ଛାଇ ଗଲା ପ୍ରଚଣ୍ଡ ଘଡ ଘଡି ସହିତ ବିଜୁଳି ଚମକିବାରେ ଲାଗିଲା |

ଲୁହରେ ନୀରିମିତ ଫାଳଟି ଭାଙ୍ଗି ଯିବା ସହିତ ପ୍ରକୁତିର ଅବସ୍ଥାରେ ହଠାତ ପରିବର୍ତନ ରେ ଆତଙ୍କିତ ହୋଇଯାଇଥିବା | ଅନନ୍ତ ବସ୍ତୁ ଟିର ଚାରି ପଟେ ମାଟି ଖଲୋବକୁ ଲାଗିଲା ଏକ କଲା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନଦୀ ଆଡକୁ ବହିଯାଉଥିବାର ଦେଖିଲା ଏହା ପରେ ଯାଇ ସେ ଜମିଦାରଙ୍କୁ ସମସ୍ତ ଘଟଣା ଜଣାଇଲା ଜମିଦାର ସମରସିଙ୍ଗି କିଛି ଗ୍ରାମ ବାସୀଙ୍କୁ ନେଇ ଘଟଣା ସ୍ଥଳରେ ପହଁଚିଲେ | ସେତେବେଳେ ଆ ଶବ୍ଦ ରଡି କରି ବାବା ଆଖଣ୍ଡଳମଣି ଶିବ ରୂପରେ ବିଦ୍ୟମାନ ହେଲେ |

ଆ ଶବ୍ଦ ରଡି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି ସେହି ଲିଙ୍ଗଟିରେ ଖେତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁ ଥିବାର ସମସ୍ତେ ଦେଖିଲେ ଏବଂ ଶିବ ଙ୍କର ମସ୍ତକ ଉପରେ କ୍ଷୀର ବର୍ଷା ହେବ ସହ ସେଠାରେ ଏକ ନାଗ ସେହି କ୍ଷୀରରେ ଗାଧଉଥିଲା ସେଦିନ ରାତିରେ ଜମିଦାରଙ୍କଲୁ ସ୍ୱପ୍ନରେ ସାଧୁ ତାଙ୍କର ସମସ୍ତ କାହାଣୀ ବିଷୟରେ ଜଣାଇଲେ ସେ ଦ୍ଵାପର ଯୁଗରୁ ଅଖଣ୍ଡଳଶ୍ୱର ଭାବରେ ସମାଧି ସ୍ୱତ ଥିଲେ |

ସେହି ନଙ୍ଗଲର ଫାଳ ବାଜିବାରୁ ସେ ଲିଙ୍ଗ ରୂପରେ ଆସିଲେ ଏହା ପର ଠାରୁ ଖଣ୍ଡ ମଣ୍ଡଳର ଇଶ୍ୱର ଭାବରେ ମହା ପ୍ରଭୁ ଆଖଣ୍ଡଳମଣି ଭାବରେ ପ୍ରସିଦ ହେଲେ | ଏବଂ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହେଲା ଏହି ସ୍ଥାନଟିକୁ ଭଗବାନଙ୍କର ଆଶ୍ରିବ୍ଦ ଭାବରେ ଗଣା ଗଲା | ହିନ୍ଦୁ ଧର୍ମ ଅନୁସାରେ ଦେବୀ ଦେବତା ମାନଙ୍କର ମାନବ ଭଳି ସେବା କରାଯାଇଥାଏ ବାବା ଆଖଣ୍ଡଳମଣି ଗ୍ରୀଷ୍ମ ଋତୁରେ ସକାଳ 4ଟା ରେ ଏବଂ ଅନ୍ୟ ସମସ୍ତ ଋତୁରେ ସକାଳ 4ଟା 30 ରେ ଶଯ୍ୟା ତ୍ୟାଗ କରିଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.