Breaking News

ବେଶ୍ୟାଲୟ ମାଟିରେ ମା Durga ଙ୍କ ମୂର୍ତ୍ତି କାହିଁକି ତିଆରି କରଯାଏ, ଏହା ପଛର ରହସ୍ୟ ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଉତ୍ତର ଭାରତ ଓ ଉତ୍ତର ପୂର୍ବରେ ଧୁମ ଧାମରେ ନବରାତ୍ରି ପୂଜା କରାଯାଏ ପୁରା 9 ଦିନ ଧରି ବିଧି ବିଧାନ ସହିତ ମାଙ୍କୁ ପୂଜା କରାଯାଏ ମାଙ୍କର ସ୍ଥାପନା ପୂର୍ବରୁ ମାଙ୍କର ପ୍ରତିମା ପ୍ରସ୍ତୁତ କରାଯାଏ ଆପଣମାନେ ଜାଣିଛନ୍ତି କି ମାଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ ଆପଣମାନେ ଜାଣି ଅର୍ଶ୍ଚଯ୍ୟ ହେବେ ଯେ ମାଙ୍କର ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଲୟ ର ମାଟି ବ୍ୟବହୃତ ହୁଏ

ମାଙ୍କ ମୂର୍ତ୍ତି ତିଆରି ପାଇଁ ଗଙ୍ଗା ମାଟି ଗୋମୁତ୍ର ଗୋବର ଏବଂ ବେଶ୍ୟାଳୟର ମାଟି ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି ତେବେ ଆସନ୍ତୁ ଜାଣିବା ମା ଦୂର୍ଗାଙ୍କ ମୂର୍ତ୍ତି କାହିଁକି ବେଶ୍ୟାଳୟ ମାଟିରେ ତିଆରି ହୁଏ

ସାଧାରଣଃ ବେଶ୍ୟା ମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖା ଯାଏ ଏନେଇ ସେମାନଙ୍କ ସମାଜ ପ୍ରତି ଥିବା ଗୁରୁତ୍ଵ ପୂର୍ଣ୍ଣ ଭୂମିକା କୁ ଦର୍ଶାଇବାକୁ ନେଇ ମା ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାନଗଣ ମାଟିରୁ ନିର୍ମିତ ହୁଏ ଯାହା ସେମାନଙ୍କର ଗୁରୁତ୍ଵ ମଧ୍ୟ ବଢି ପାରେ ଏବଂ ତାଙ୍କୁ ମଧ୍ୟ ପବିତ୍ର ବିବେଶନା କରାଯାଏ ବେଶ୍ୟାଳୟ ମାଟିରେ ଦୁର୍ଗା ମାଙ୍କ ପ୍ରତିମା ତିଆରି କରିବା ପଛରେ ଅନେକ ବିଶ୍ଵାସ ମଧ୍ୟ ଅଛି

ବିଶ୍ଵାସ କରାଯାଏ ଯେ ପୂର୍ବରୁ ମନ୍ଦିରର ପୁରୋହିତ ମାନେ ବେଶ୍ୟାଳୟ ନିକଟକୁ ଯାଇଁ ବେଶ୍ୟାମାନଙ୍କ ଠାରୁ ସେମାନଙ୍କର ଆଗଣାର ମାଟିକୁ ଆଣୁଥିଲେ ଏବଂ ଏହା ପାରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା ଧୀରେ ଧୀରେ ଏହି ପରମ୍ପରା ବଢିଲା ଏବଂ ନବରାତ୍ରି ପୂଜା ପାଇଁ ଯେଉଁ ମୂର୍ତ୍ତି ଗୁଡ଼ିକ ତିଆରି ହେଉଥିଲା

ସେଥିରେ ମଧ୍ୟ ବେଶ୍ୟାଳୟ ମାଟିର ବ୍ୟବହାର ହେଲା କୁହାଯାଏ ଯେ ସେତେ ବେଳେ ବେଶ୍ୟା ମାନେ ମା ଦୁର୍ଗା ଙ୍କୁ ପ୍ରର୍ଥାନ କରିଥିଲେ କି ସେମାନଙ୍କ ଅଗଣାର ମାଟିରେ ଦେବୀ ମାଙ୍କ ମୂର୍ତ୍ତି ନିର୍ମିତ ହେବା ପାଇଁ ମାତା ଦୁର୍ଗା ସେମାନଙ୍କ ପ୍ରାର୍ଥନା କୁ ଶିକ୍ୟାର କରି ତାଙ୍କ ଭକ୍ତ ମାନଙ୍କୁ ବେଶ୍ୟାଳୟର ପ୍ରାଣଗରୁ ଅଣା ଯାଇଥିବା ମାଟି ରେ ତାଙ୍କ ପ୍ରତିମା ନିର୍ମାଣ କରିବା ପାଇଁ କହିଥିଲେ

ମାତା ଦୁର୍ଗା ସେମାନଙ୍କୁ ବରଦାନ ଦେଇଥିଲେ ଯେ କେବଳ ବେଶ୍ୟାଳୟ ମାଟି ରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କଲେ ହିଁ ସେମାନଙ୍କର ପୂଜା ଓ ବ୍ରତ ସଫଳ ହେବ ସେହି ଦିନ ଠାରୁ ବେଶ୍ୟାଲେର ପ୍ରଣଗରୁ ଅଣାଯାଇଥିବା ମାଟିରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.