ନମସ୍କାର ବନ୍ଧୁଗଣ ଆପଣମାନେ ପ୍ରତିଦିନ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ତାର ତାରିଣୀ ତ ନିଶ୍ଚୟ ଭାବରେ ଦେଖିଥିବେ ଏହି ଧାରାବାହିକ ରେ ଥିବା ସମସ୍ତ କଳାକାର ନିଜର ଅଭିନୟ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି | ଏବଂ ଦର୍ଶକ ମାନଙ୍କୁ ନିଜର ଅଭିନୟ ରେ ପ୍ରଦର୍ଶନ କରିଛନ୍ତି | କିନ୍ତୁ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ନିଜ ଅଭିନୟ ର ଯଦି ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ତାଙ୍କ ଅଭିନୟ ଯୋଗୁ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ସାଜିଛନ୍ତି ଏହି ଅଭିନେତ୍ରୀ ସେହି ଧାରାବାହିକ ରେ ତାରିଣୀ ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରେ ନଜର ଆସୁଛନ୍ତି |
ତେବେ ବନ୍ଧୁଗଣ ଏହା ପ୍ରଶ୍ନ ଉଠିଛି ଜେ ତାର ତାରିଣୀ ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଏପର୍ଯ୍ୟନ୍ତ କଣ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ଏହା ର ପଛରେ କଣ ରହସ୍ୟ ରହିଛି ତେବେ ଏହା ସମ୍ପର୍କ ରେ ଆଜି ଆମେ ଆପଣଙ୍କୁ କହିବୁ | ଆସନ୍ତୁ ଆମେ ଏହି ସମ୍ବଧ୍ୟ ରେ ଜାଣିବା ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାର ବାହିକ ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ନାମ ହଉଛି ଲିପି | ଲିପି ଦେଖିବାକୁ ଯେତେ ସୁନ୍ଦର ସେ ସେଟ ମଧ୍ୟ ସୁନ୍ଦର ଅଭିନୟ କରନ୍ତି | ଲିପି ଙ୍କୁ ଅନେକ ଆଲବମ୍ ରେ ମଧ୍ୟ ଦେଖିବାକୁ ମିଳିଛି କିନ୍ତୁ ଲିପି ବିବାହ ବନ୍ଧନ ମଧ୍ୟ ରେ ବାନ୍ଧି ହୋଇନାହାନ୍ତି।
ଆପଣ ମାନଙ୍କୁ କହିବାକୁ ଯାଉଛୁ ଜେ ଲିପି ଏକ ଇଣ୍ଟର୍ଭ୍ୟୁ ରେ ଏହି ସମ୍ପର୍କ ରେ ପ୍ରଶ୍ନ କରାଯାଇଥିଲା ଏହା ସମ୍ପର୍କ ରେ ଲିପି କହିଥିଲେ ଯେ ତାଙ୍କୁ ଉପଯୁକ୍ତ ଜିବନ ସାଥୀ ଟିଏ ମିଳିନାହିଁ | ଏହି କାରଣ ରୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି | କିନ୍ତୁ ଯେବେ ତାଙ୍କୁ ଉପଯୁକ୍ତ ଜୀବନ ସାଥି ମିଳିଯିବ ସେ ନିଶ୍ଚୟ ବିବାହ କରିବେ ବୋଲି କହିଛନ୍ତି | ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଲିପି ଙ୍କ ସମ୍ବଧ୍ୟା ରେ ଜାଣି ନିଶ୍ଚିନ୍ତ ଭାବେ ପସନ୍ଦ ଆସିଥିବା |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …