Breaking News

ଜରୁରି ସୂଚନା : ପୃଥିବୀ ପ୍ରତି ମା-ଡି ଆସୁଛି ଭ-ୟ-ଙ୍କ-ର ବିପଦ, ବୈଜ୍ଞାନିକ ଦେଲେ ବଡ ପ୍ରମାଣ !

ଖାଲି କଣ ସେତିକି ଏହି ରିପୋର୍ଟରେ ଏହା ବି ଲେଖା ଅଛି ପୃଥିବୀ ପୃଷ୍ଟରୁ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅଭାବରୁ ମୃ-ତୁ ବରଣ କରିବେ । ଆହୁରି ମଧ୍ୟ ଏଥିରେ ପୃଥିବି ଧ୍ୱଂ-ସ ପାଇବାର ବି ଅନୁମାନ କରାଯାଇଥିବା ଜଣାପଡିଛି। ଆଉ ୟାର ପ୍ରମୁଖ କାରଣ ସାଜୀବ ମରୁଡି। ବାୟୁମଣ୍ଡଳରେ ଭାରି ଅଙ୍ଗାରକାମ୍ଳ ଆଵଶ୍ୟକ ଥିବା ବୃକ୍ଷର ଯଥେଷ୍ଟ ଅଭାବ ତା ସାଙ୍ଗକୁ କ୍ଳାଇମେଟ ରେ ବ୍ୟାପକ ପରିବର୍ତ୍ତନ ହିଁ ମାନବ ସମାଜକୁ ଆଉ ଏକ ବି-ପ-ଦ ଆଡ଼କୁ ଠେ-ଲି ଦେବ ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଏକଥାବି ରିପୋର୍ଟରେ ଲେଖାଅଛି କି ବର୍ତ୍ତମାନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ଫ୍ୟାରିନେଟ ପର୍ଯ୍ୟନ୍ତ ବୃଦ୍ଧି ପାଉଚି।ତେଣୁ ଆଗକୁ ପ୍ରତିବର୍ଷ ତାପମାତ୍ରା ରେ ତିନି ଡିଗ୍ରୀ ଲେଖାଏଁ ବୃଦ୍ଧି ଘଟିବ ଜାହାଫଳରେ ଆଗାମୀ ୨୯ ବର୍ଷ ବେଳକୁ ତାତି ଏତେ ଅସହ୍ୟ ହେଇଯାଇଥିବ ଯେ ମାନବ ଜାତି ଏହାକୁ ସହ୍ୟ କରିବା ଅସମ୍ଭବ ହେଇପଡିବ।ତେଣୁ ଏହା ପୃଥିବି ଧ୍ୱଂ-ସ ର ଅନ୍ୟ ଏକ କାରଣ ସାଜିବ। ଯଦି ଆଗାମୀ ୨୭ ବର୍ଷ ପରେ ବିଶ୍ୱ ତାପମାନ ରେ ଏଭଳି ଏକ ପରିବର୍ତ୍ତନ ଘଟେ ତେବେ ତାହାର ପରିଣାମ ମଧ୍ୟ ଅଧିକ ଭ-ୟ-ଙ୍କ-ର ହେବ ବୋଲି କୁହାଯାଉଛି।

 

ବନ୍ଧୁଗଣ ଏହା କୌଣସି କାହାଣି ନୁହେଁ ବରଂ ଏହି ରିପୋର୍ଟ ସମଗ୍ର ମାନବଜାତି ପାଇଁ ଏକ ସତର୍କ ବାର୍ତା। ଯଦି ଆପଣ ଚାହୁଁଛନ୍ତି ଏ ସମସ୍ୟା ଆଗକୁ ଦେଖାନଯାଉ ତେବେ ଏବେ ବି ଆପଣଙ୍କ ପାଖେ ୨୯ ବର୍ଷ ସମୟ ଅଛି । ଏହି ସମୟ ଭିତରେ ଯଦି ଆପଣ ଚାହିଁବେ ତାହାଲେ ଜଳବାୟୁ ରେ ନିଶ୍ଚୟ ପରିବର୍ତ୍ତନ ଆଣି ପାରିବେ ଏଥିରେ କିଛି ସନ୍ଦେହ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *