Breaking News

ବୟସରେ ସାନ କିନ୍ତୁ ତାର ମହାନ, ଅଢେଇ ବର୍ଷ ଶିଶୁ ୭ଜଣଙ୍କୁ ଦେଲା ନୂଆ ଜୀବନ, ପୁରା ଖବର ଟି ପଢିଲେ ଆଖିରେ ଲୁହ ଆସିଯିବ

ନିଜ ଜୀବନ କୁ ଅବା କାହାର ଲୋଭ ନାହିଁ।ଗୋଟିଏ ଅଢେଇ ବର୍ଷ ର ଶିଶୁଟି ନିଜ ଜୀବନ ଦେଇ 7 ଟି ଜୀବନ ବଞ୍ଚାଇଲା । ତେବେ ଆସନ୍ତୁ ଡେରିନକରି ପୁରା ଘଟଣା ଜାଣିବା।କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ।ଘଟଣା ଟି ଘଟିଛି ଗୁଜୁରାଟ ର ସୁରଟ ଜିଲ୍ଲା ରେ।ମୃତ୍ୟୁ ବରଣ କରିଥିବା ପିଲାଟି ର ନାମ ଯସ ଓଝା ।ତେବେ ଖୁବ କମ ବୟସରେ ଅଙ୍ଗଦାନ କରି ସେ ଏକ ଉଦାହରଣ ସୃଷ୍ଟି କରିଛି। ଆମେ ଏହି ପିଲାଠାରୁ କିଛି ଶିକ୍ଷା କରିବା ଦରକାର।ଅସନ୍ତୁ ପୁରା ଘଟଣା କ୍ରମ ଜାଣିବା।

ସୂଚନା ମୁତାବକ ପିଲାଟି ତାଙ୍କ ପଡିଶା ଘର ଛାତ ଉପରେ ଖେଳୁଥିଲା ଖେଳିବା ବେଳେ ଭାରସାମ୍ୟ ହରେଇ ଦିତୀୟ ମହଲା ଛାତ ଉପରୁ ଖସିପଡିଥିଲା।ପିଲାଟି ମୁଣ୍ଡ ରେ ବହୁତ ବଡ଼ ଆଘାତ ଲାଗିଥିବାରୁ ପିଲାଟିକୁ ମେଡିକାଲ ନିଆଗଲା ସେଠି ଡାକ୍ତର ମାନେ ପିଲାଟିର ବ୍ରେନ ଦେଡ଼ ହେଇଯାଇଛି ବୋଲି ଡାକ୍ତର ମାନେ ଘୋଷଣା କରିଥିଲେ।ଏହାପରେ ପିଲାଟିର ବାପା ଆଉ ମା ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।ଫଳରେ ସାତ ଜଣଙ୍କ ଜୀବନ ବଂଚିପରିଥିଲା।


ପିଲାଟି ର ଦାନ କରାଯାଇଥିବା ଫ ହୃତପିଣ୍ଡ କୁ ବିମାନ ଯୋଗେ ଚେନ୍ନାଇ ପଠାଯାଇଥିଲା ଫଳରେ ଋଷିଆର ଗୋଟିଏ ଚାରି ବର୍ଷ ର ଶିଶୁ ଠାରେ ପ୍ରତିରୋପଣ କରାଯାଇଥିଲା ଶିଶୁ ଟି ନୂଆ ଜୀବନ ଦାନ ପାଇଥିଲା।ସେହିପରି ଦାନ କରାଯାଇଥିବା ପୁସ ଫୁସ କୁ ୟେକେନ ଗୋଟିଏ 4 ବର୍ଷ ଶିଶୁ ଠାରେ ପ୍ରତିରୋପଣ କରାଯାଇଥିଲା ଫଳରେ ଏହି ଶିଶୁ ଟି ବି ଏକ ନୂତନ ଜୀବନ ପାଇଥିଲା।ଏହି ଦୁଇଟି ପ୍ରତିରୋପଣ ଚେନ୍ନାଇ ର ଏକ ମେଡିକାଲ ରେ ହୋଇଥିଲା।

ଦାନ କରାଯାଇଥିବା କିଡନୀ ଦୁଇଟିରୁ ଗୋଟିଏ ଜଣେ 17 ବର୍ଷ ର ଝିଅ ଠାରେ ପ୍ରତିରୋପଣ କରାଯାଇଥିଲା।ଆଉ ଗୋଟିଏ କଡନୀ ଗୋଟିଏ 13 ବର୍ଷ ର ଝିଅ ଠାରେ ପ୍ରତିରୋପଣ କରାଯାଇଥିଲା।ଫଳରେ ଏହି ଦୁଇଟି ଜଝିଅଙ୍କ ଜୀବନ ବଂଚିପରିଥିଲା।ଦାନ କରାଯାଇଥିବା ଲିଭର କୁ 2 ବର୍ଷ ର ଝିଅ ଠାରେ ପ୍ରତିରୋପଣ କରାଯାଇଥିଲା।ଏହି ପ୍ରତି ରୋପଣ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମ ନିଭାଇଛି ଏନଜିଓ ସଂସ୍ଥା ଡ଼ୋନେଟ ଲାଇଫ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *