Breaking News

ବାସ୍ତୁ ଶାସ୍ତ୍ର ଅନୁସାରେ ପତିଙ୍କ ଭୋଜନ ପତ୍ନୀ କରିବା ଅନୁଚିତ ? କାରଣ କ’ଣ ଜାଣନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ପତିଙ୍କ ପତ୍ନୀ ଭୋଜନ କରିବା ଅନୁଚିତ ,କାରଣ କ’ଣ ଜାଣିବା ପାଇଁ ଆମ ଲେଖାଟିକୁ ପଢନ୍ତୁ । ଆମର ସବୁ କାର୍ଯ୍ୟକଳାପ ଆମ ବାସ୍ତୁ ଉପରେ ପ୍ରଭାବ ପକେଇଥାଏ |ଆମର ରହିବା ,ଖାଇବା ,ପିଇବା ଯେଉଁ ପ୍ରକାର ର ହୋଇ ଥାଏ ସେହି ପ୍ରକାର ପ୍ରଭାବ ଆମ ଜୀବନ ଉପରେ ପଡି ଥାଏ |ବାସ୍ତୁ ଶାସ୍ତ୍ର ର କିଛି କାମ ଆମକୁ ମାନି ବାକୁ ପଡି ଥାଏ |ଯେପରି ପ୍ରତିଦିନ ସ୍ନାନ କରିବା |ଠିକ ସମୟ ରେ ଶୋଇବା ,ଖାଇବା ଆଦି କରିବା ଦରକାର |ଆଜି ଆମେ ଶୋଇବା ସମ୍ବନ୍ଧିତ ନିୟମ କିଛି ଜାଣିବା |ସର୍ବ ପ୍ରଥମେ ଜାଣନ୍ତୁ ପରିବାର ର ମୁଖ୍ୟ ଲୋକ ଘର ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗ ରେ ରହିବା ଉଚିତ |

ଏହି ଦିଗ ରେ ଶୟନ କକ୍ଷ ହେବା ଦ୍ଵାରା ସେହି ବ୍ୟକ୍ତି କୁ ବ୍ୟାପାର ରେ ଧନ ମିଳି ଥାଏ |ତା ସହ ପରିବାର ରେ ପ୍ରେମ ଆଦର ଭରି ରହେ |ଶୋଇବା ସମୟ ରେ ଆମ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗ କୁ ରହିବା ଉଚିତ |ଏହା ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଭଲ ହୋଇ ଥାଏ |ଘର ର ମୁଖ୍ୟ କିମ୍ବା ବଡ ମହିଳା କୁ ଦକ୍ଷିଣ ଦିଗ ରେ ଶୋଇବା ଉଚିତ |

କାରଣ ଦକ୍ଷିଣ ଦିଗର ପ୍ରଭାବ ସବୁଠୁ ଅଧିକା ହୋଇ ଥାଏ |ଏଥି ପାଇଁ ଘରର ଦକ୍ଷିଣ ଦିଗ ରେ ଶୋଇବା ଦ୍ଵାରା ଘର ର ମୁଖ୍ୟ ମହିଳା ଙ୍କ ସ୍ଵଭାବ ମହତ୍ତ୍ଵ ବନି ରହେ |ଶୟନ କକ୍ଷ ରେ ପତି ପତ୍ନୀ ଝଗଡା କରିବା ଉଚିତ ନୁହେଁ |ରାହୁ ଓ କେତୁ ଗ୍ରହ ଝଗଡା ର କାରଣ ହୋଇ ଥାନ୍ତି |ଏହି ଗ୍ରହ କବଳ ରୁ ବଞ୍ଚିବା ଉଚିତ |

ଶାସ୍ତ୍ର ଅନୁସାରେ ପତ୍ନୀ ଙ୍କୁ ପତି ଙ୍କର ବାମ ପଟେ ଶୋଇବା ଉଚିତ |ମହିଳା ଙ୍କୁ କେବେ ମଧ୍ୟ ନିଜ ଚୁଟି ରେ ତେଲ କିମ୍ବା ଗଜରା ଲଗେଇ ଶୋଇବା ଉଚିତ ନୁହେଁ |ଏହା ଖରାପ ଶକ୍ତି କୁ ଆକର୍ଷିତ କରେ |ପତି ଏବଂ ପତ୍ନୀ ଙ୍କ ସମ୍ପର୍କ ଦୁନିଆ ର ସବୁଠାରୁ ମଜଭୁତ ସମ୍ପର୍କ ହୋଇ ଥାଏ |ଏହା ସବୁଠାରୁ ଦୁର୍ବଳ ସମ୍ପର୍କ ମଧ୍ୟ ଅଟେ |ପତି ଏବଂ ପତ୍ନୀ ଙ୍କ ମଧ୍ୟ ରେ ମିତ୍ରତା ରହିବା ନିହାତି ଦରକାର |କୌଣସି ବି କାରଣ ରୁ ଦୁହେଁ ଅଲଗା ହେବା ଉଚିତ ନୁହେଁ ସେହିପରି ପତି ଏବଂ ପତ୍ନୀ ଙ୍କ ମଧ୍ୟ ରେ ମିତ୍ରତା ରହିବା ନିହାତି ଦରକାର |ଘରେ କିମ୍ବା ସମାଜ ରେ ପତି ଏବଂ ସମସ୍ତଙ୍କ ଆଗରେ ଝଗଡା କରିଥାନ୍ତି |ଏବଂ ଜଣେ ଅନ୍ୟ ଜଣଙ୍କୁ ଖରାପ ବୋଲି ମଧ୍ୟ କହି ଥାନ୍ତି |ପତ୍ନୀ ଙ୍କୁ ପତି ଙ୍କ ପରେ ହିଁ ଭୋଜନ କରିବା ଉଚିତ |ଏହା ଦ୍ଵାରା ତାଙ୍କୁ ପତିବ୍ରତା ନାରୀ କୁହା ଯାଇ ଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌….

ଭାରତର ପୂର୍ବତନ କ୍ରିକେଟର ସମିକ୍ଷ ଅରୁନୁ ଲାଲ ୬୬ 5ବର୍ଷ ବୟସରେ ଦ୍ୱତୀୟ ଥର ବିଭାହ କରିଛନ୍ତି ଅରନୁ 38 …

Leave a Reply

Your email address will not be published.