ଆଜି ଆମେ ଆପଣ ମାନଙ୍କୁ ପାଇଁ କେତୋଟି ଅନୁଚିନ୍ତା ନେଇ ଆସିଛୁ। ଲେମ୍ବୁ ରସ ସହ ସୋରିଷ ତେଲ ମିଶାଇ ପାଦରେ ମାରିଲେ ଭଲ ନିଦ ହୋଇଥାଏ ।ଚୁଟି ପଚୁଥିଲେ ହିଡ଼ିମୁଚା ଶାଗ ୨ ମାସ ଖାଇଲେ ଚୁଟି ପାଚିବା ବନ୍ଦ ହୁଏ ।ଶ୍ୱାସ ଜଦି ବଢିଯାଉଛି ପାଚିଲା କଦଳୀ କୁ ଗରମ କରି ଗୋଲୋମରିଚ ସହ ମିଶାଇ ଖାଇଲେ ଆରାମ ମିଳିଥାଏ । କବାଟ କୁ କେବେ ଗୋଡ଼ ରେ ମାରି ଖୋଲନ୍ତୁ ନାହିଁ କି ଗୋଡାରିକେ ବନ୍ଦ କରନ୍ତୁ ନାହିଁ ଏପରି କଲେ ମାନସିକ ସ୍ତିତୀ ବିଗିଡି ଯାଏ ।
ସ୍ତ୍ରୀ ଲୋକ ଘର ର ଦୁଆର ମୁହଁକୁ ଲଗିକି ଖାଇଲେ ଘରେ ଦରିଦ୍ରର ବୃଦ୍ଧି ହୁଏ।ରୁଟି କରିସାରିବା ପରେ ରୁଟି କୁ କେବେ ଗଣନ୍ତୁନି କିମ୍ବା ହୋଟକେସ କୁ କେବେ ଖାଲି ରଖନ୍ତୁ ନାହିଁ ।ଶିବ ଙ୍କୁ ପୂଜା କଲା ବେଳ କେବେ ହେଲେ ଶଙ୍ଖ ବାଜନ୍ତୁ ନାହିଁ ।ସୂର୍ଯ୍ୟ ଙ୍କୁ ପାଣି ଟେକିଲେ ତମ୍ବା ପାତ୍ର ରେ ପାଣି ଦେଲ ମଙ୍ଗଳ ହୁଏ।ରାତି ସମୟ ରେ ଅଶ୍ଵସ୍ଥ ଗଛ ମୂଳେ ଠିଆ ହୁଅନ୍ତୁ ନାହିଁଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ |
ଦର୍ଶକବନ୍ଧୁ ଗାଧେଇବା ସମୟ ରେ ସର୍ବଦା ମୁନା ପୂର୍ବ ଦିଗକୁ ମୁଖ କରି ଗାଧାନ୍ତୁ ଏହା କଲେ ଆପଣଙ୍କର ମଙ୍ଗଳ ହୁଏ କଣ୍ଠ ସ୍ୱର ମଧୁର କରିବାକୁ ହେଲେ କଅଁଳିଆ ମୂଳ ଖାଇବା ଆବଶକ୍ୟ | ଧାତୁ ଅତ୍ୟଧିକ ନଷ୍ଟ ହେଉଥିଲେ ସୋଲାକୁ ପାଣିରେ ବତୁରେଇ ୭ ଦିନ ଖାଆନ୍ତୁ ଦେଖିବେ ଆପଣଙ୍କର ଧାତୁ ନଷ୍ଟ ସମସ୍ୟା ଦୂର ହୋଇଯିବ |
ସ୍ବାମୀ ସ୍ତ୍ରୀ ଖାଇଲା ବେଳେ ସ୍ବାମୀ ସ୍ତ୍ରୀ ର ବାମ ପଟେ ବସି ଖାଇବା ଉଚିତ। ଛାଞ୍ଚୁଣି ଯଦି କେବେ କାହା ଦେହ ରେ ବାଜୁଛି ତେବେ ଛିଣ୍ଡାନ୍ତୁ ନାହିଁ ଏପରି କଲେ ମା ଲକ୍ଷ୍ମି ଖରାପ ପ୍ରଭାବ ପଡିଥାଏ ।ପୁଷ୍ୟ ନକ୍ଷେତ୍ରରେ ଦାନ ଧ୍ୟାନ ଓ ଜପ କଲେ ବୋହୁତ ମଙ୍ଗଳ ହୋଇଥାଏ । ଅଳା ଖାଇଲେ ଆୟୁଷ ବୃଦ୍ଧି ହୋଇଥାଏ ଓ ଏହାକୁ ଯଦି ଆପଣ ପିଉଛନ୍ତି ଦରିଦ୍ରତା ଦୂର ହୋଇଥାଏ |
ସ୍ତ୍ରୀ ସ୍ବାମୀ ଙ୍କର ନାମ ଧରି ଡ଼ାକିଲେ ସ୍ବାମୀ ଙ୍କର ଆୟୁଷ କମି ଥାଏ ।ଏକ ଆଖିଆ ନଡ଼ିଆକୁ ଲାଲ କପଡ଼ାରେ ଘୋଡାଇ ରଖିଲେ ଶୁଭ ହୋଇଥାଏ | ଯଦି ଛୁଆଙ୍କୁ କୃମି ହେଉଥାଏ ନଡ଼ିଆ ଅତାକୁ ସିଝାଇ ତା ପାଣିକୁ ପିଲାଙ୍କୁ ପିଆନ୍ତୁ ଏହା ଦ୍ୱାରା କୃମି ସମସ୍ୟା ଦୂର ହୋଇଯିବ ।ପୁରୁଷ ଙ୍କ ଆଖି ପତାର ଚୁଟି କେବେବି କାଟନ୍ତୁ ନାହିଁ ଏହା ଦ୍ଵାରା ଆୟୁ କାମ ହୋଇଥାଏ ।
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …