Breaking News

ବାସ କରନ୍ତୁ ଏହି ଛୋଟ କାମ, ଆପଣଙ୍କୁ କୋଟିପତି କରାଇଦେବ କାଉ …

ଦର୍ଶକବନ୍ଧୁ ଅଧିକାଂଶ ଲୋକ କାଉ କୁ ଅଶୁଭ ବୋଲି କୁହାଯାଇଥାଏ | ହ୍ୱିନ୍ଧୁ ଧର୍ମରେ ବି କୁଆ କୁ ଅଶୁଭ ବୋଲି କୁହାଯାଇଥାଏ ତେବେ କୁଆ ଅନେକ ବିଷୟରେ ମନୁଷ୍ୟ କୁ ଘଟି ବାକୁ ଥିବା ଘଟଣାର ଆଗୁଆ ସୂଚନା ଏବଂ ସଂକେତ ଦେଇଥାଏ କୁଆ ଅତିଥି ଙ୍କ ଆଗମନର ସୂଚନା ଦେଇଥାଏ କାହା ଘରର ଛାତରେ କିମ୍ବା ଚାଲରେ ବସି କୁଆ ବାରମ୍ବାର ରବି ଦେଲେ ଘରକୁ କୁଣିଆ ଆସିବେ ବୋଲି ବିଚାର କରାଯାଇଥାଏ |

ସେହି ଭଳି କୁଆଙ୍କ ଶରୀରରେ ପିତୃ ପୁରୁଷ ଙ୍କ ଅବତାର ବୋଲି କୁହାଯାଇଥାଏ | ପିତୃ ପୁରୁଷଙ୍କୁ ଦିଆଯାଇଥିବା ପିଣ୍ଡ କୁଆ ଖାଇଲେ ପିତୃ ପୁରୁଷଙ୍କ ଆତ୍ମ ଶାନ୍ତି ହେଲେ ବୋଲି ବିଶ୍ୱାସ କରାଯାଏ | ଯଦି ଆମେ ଧର୍ମ ଗ୍ରନ୍ଥ ଏବଂ ପୁରାଣର କଥା କହିବା ତେବେ ଏହି ପକ୍ଷୀ ଅମୃତ ର ଶ୍ରଦ୍ଧା ଚାଖି ଥିଲା ସେଥି ପାଇଁ କୁଆର କେବେ ଶୋଭାବିକ ମୃତୁ ହୋଇନଥାଏ |

ଏପରି ମଧ୍ୟ କୁହାଯାଇଥାଏ କୁଆ କେବେବି ଏକୁଟିଆ ଭୋଜନ କରିନଥାଏ କୁଆ ମଣିଷକୁ ଅନେକ ସଂକେତ ଦେଇଥାଏ ତେବେ ଆସନ୍ତୁ ଜାଣିବା ଏହି ସଂକେତ ବିଷୟରେ ଯଦି ପାଣି ଭର୍ତି ମାଠିଆ କିମ୍ୱା ଅନ୍ୟ କୌଣସି ପଦାର୍ଥ ଉପରେ କାଉ ବସେ ତାହାଲେ ତାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ |

ପାଣି ଭର୍ତି ମାଠିଆ ରେ କୁଆ ବସିବା ଦ୍ୱାରା ଧନ ବର୍ଷା ହୋଇଥାଏ ବୋଲି ବିଶ୍ୱାସ କରାଯାଏ ଯଦି କାଉ ଥଣ୍ଟରେ ରୁଟି କିମ୍ବା ମାଂସ ଟୁକୁଡା ନେଇ ଯାଉଥାଏ ତାହାଲେ ତାକୁ ମଧ୍ୟ ଶୁଭ ବୋଲି ବିଚାର କରାଯାଇଥାଏ ମନସ୍କମାନ ପୂର୍ଣ୍ଣ ହେବ ବୋଲି କାଉ ଏଭଳି ସୂଚନା ଦେଇଥାଏ ଏହି ସବୁ ବିଶିଷ୍ଟ ଲୋକେ ମତ ପୋଷଣ କରିଛନ୍ତି ଅନେକ ସମୟରେ ଆମେ ଦେଖି ଥାଉ ଅନେକ କାଉ ଏକାଠି ମିଶି ବହୁତ ଜୋରରେ ରାବି ଥାନ୍ତି ଏତେ ଗୁଡ଼ାଏ କାଉ ଏକା ସାଙ୍ଗେ ରାଗିବ ଅଶୁଭ ବୋଲି ଦର୍ଶଇ ଥାଏ |

ଯେବେ ଯେଉଁ ଗାଁ ରେ କିମ୍ବା ସହରରେ ଯେଉଁ ମାନେ କାଉ ଏଭଳି ରାବନ୍ତି ସେହି ସ୍ଥାନ ପାଇଁ ଅଶୁଭ ହୋଇଥାଏ କିମ୍ବା କୌଣସି ଦୁଃଖ ସମ୍ବାଦ ପ୍ରାପ୍ତି ହୋଇ ଥାଏ ବୋଲି ବିଶ୍ୱାସ ରହିଛି ସେହି ସ୍ଥାନରେ କୌଣସି ବଡ଼ ବିପଦ ଆସିବାର ସଂକେତ ଦେଇଥାଏ କାଉ ଙ୍କ ରାବ ଯଦି କାଉ କୌଣସି ବ୍ୟକ୍ତିଙ୍କ ଉପରେ ଆସି ବସିଥାଏ ତାହାଲେ ସେହି ବ୍ୟକ୍ତିଙ୍କର ଧନ ଏବଂ ସନମାନର ହାନି ଘଟି ଥାଏ ମୁତୁ ତୁଲ୍ୟ କଷ୍ଟ ଭୋଗିବାକୁ ପଡିଥାଏ |

ଯଦି କୌଣସି ମହିଳା ଙ୍କ ଉପରେ କାଉ ବସି ପଡେ ତାହାଲେ ମହିଳା ଙ୍କ ସ୍ୱାମୀ ଙ୍କୁ ଗଂଭୀର ସଙ୍କଟର ସମୁଖୀନ ହେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଛି | ଯଦି ଆପଣ ସକାଳେ କେଉଁ ଠାକୁ ଯାଉଛନ୍ତି ଏବଂ ଅଚାନକ କାଉ ଉଡି ଆସି ଆପଣଙ୍କ ପାଦ ସ୍ପର୍ଶ କରି ଯାଉଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏହା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ଖୁବୁ ସଫଳତା ଅର୍ଜନ କରିଥାଏ |

ଜୀବନରେ ଅନେକ ଉର୍ନତି ହୋଇଥାଏ ଯଦି କୁଆ କୌଣସି ବ୍ୟକ୍ତିଙ୍କ ଉପରେ ମଳ ତ୍ୟାଗ କରିଥାଏ ତେବେ ଏହାକୁ ଅଶୁଭ କୁହାଯାଇଥାଏ | ଯଦି କାଉ ଆସି ମନୁଷ୍ୟର ମୁଣ୍ଡର ବସି ଥାଏ ତେବେ ସେହି ବ୍ୟକ୍ତିଙ୍କୁ ଦୃଦିନ ଆସିଥାଏ ଯଦି ସକାଳେ କୁଆ କାହା ପାଖକୁ ଆସି ଲାଲ ରଙ୍ଗର କିଛି ବସ୍ତୁ ପକାଇଦେଇଥାଏ ତେବେ ସେହି ବ୍ୟକ୍ତିକୁ ଖୁବୁ ଶୀଘ୍ର ଜେଲେ ଦଣ୍ଡ ହୋଇପାରେ କୌଣସି ବଡ଼ ଅସୁବିଦାର ସମୁଖୀନ ହେବାକୁ ପଡିପାରେ ଆପଣଙ୍କ ଜୀବନରେ ଆସୁଥିବା ପ୍ରତେକ ସମସ୍ୟା ର ସମାଧାନ ପାଇଁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.