Breaking News

ଦେଖନ୍ତୁ ଭିଡିଓ- ବିବାଦ ଭିତରେ ବି ବର୍ଷା ଅନୁଭବଙ୍କ ଘରେ ମାଣବସା ଓଷା କରିଲେ, କେମିତି ଓଷା ପାଳନ କରିଲେ

ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିଦର୍ଶିନୀ ତାଙ୍କ ଶାଶୁ ଘରେ ମାଣ ବସାଉଛନ୍ତ୍ । ଆପଣ ମାନେ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କର ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି । ଯାହା ଫଳରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଏବେ ଅଲଗା ରହୁଛନ୍ତି ।

ଅନୁଭବ ମହାନ୍ତି ତାଙ୍କ୍ ପରିବାର ସହ ଗୋଟେ ଭଡ଼ା ଘରେ ରହୁଛନ୍ତି । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଘରେ ଏକାକୀ ରହୁଛନ୍ତି । ଗତ କିଛି ଦିନ ତଳେ ଯେତେ ବେଳେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ରୁମ୍ ଙ୍କୁ ଯିବାକୁ ଚାହୁଥିଲେ । ସେତେ ବେଳେ ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତି ଙ୍କୁ ଆସିବା ପାଇଁ ମନା କରିଦେଇଥିଲେ ।

ଯାହା ସୂଚନା ମିଳିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆସନ୍ତା କାଲି ନିଜର ବୟାନ ଦେଇଛନ୍ତି । ଏବଂ ଆସନ୍ତା ଡିସେମ୍ବର ମାସ ୨୯ ତାରିଖ ଦିନ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକ କୋର୍ଟ ରେ ଯାଇଁ ବୟାନ ଦେବେ । ଆଜି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁ ଘରେ ମାଣ ବସାଇ ଛନ୍ତି ।

ଏବଂ ଘର ର ବିଭିନ୍ନ ଜାଗାରେ ଝୋଟି ପକାଇଛନ୍ତି । ଆପଣ ମାନଙ୍କୁ କଣ ଲାଗୁଚି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି କଣ ସତରେ ଅଲଗା ହୋଇଯିବେ ନା ହେବେନି ।

ଏହି କଥା ଆପଣ ମାନେ ଜାଣିଥିବେ ଆଜିର ପିଲା ମାନେ ଆମ ସଂସ୍କୃତି ପରମ୍ପରାକୁ ଭୁଲି ଯାଉଛନ୍ତି। କିନ୍ତୁ ବର୍ଷା ଓଡିଆ ଘର ସଂସ୍କୃତି ପରମ୍ପରାକୁ ସଫଳତାର ଶିଖରରେ ପହଞ୍ଚିବା ପରେ ମଧ୍ୟ ଭୁଲି ନାହାନ୍ତି । ସେ ଯେ କୌଣସି ପର୍ବ ପର୍ବାଣୀ ଆସିଲେ ଜଣେ ଓଡିଆ ବୋହୁ ହିସାବରେ ସବୁ ରୀତିନୀତି ସହିତ ପାଳନ କରି ଆସୁଛନ୍ତି ।

ଆଉ ସେ ସବୁବେଳେ ଜଣେ ଖାଣ୍ଟି ଓଡିଆଣୀ ଭାବେ ନିଜକୁ ପ୍ରାମାଣିତ କରିଛନ୍ତି । ମା ଲକ୍ଷ୍ମୀ ବର୍ଷାଙ୍କ ସବୁ ଇଚ୍ଛାକୁ ପୂରଣ କରନ୍ତୁ ଏହା ଆମର ପାର୍ଥନା । ଯଦି ଆପଣ ମାନେ ବର୍ଷାଙ୍କର ମଙ୍ଗଳ କାମନା କରି ନିଶ୍ଚୟ ଗୋଟିଏ ଲାଇକ ଓ ସେୟାର କରନ୍ତୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *