Breaking News

ଦେଖନ୍ତୁ ଭିଡିଓ – ବର୍ଷା ଓ ଅନୁଭବଙ୍କ ଝଗଡା ହେଉଥିବା ସମୟର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଆପଣମାନେ ଜାଣିଥିବେ ବହୁତ ଦିନ ହେବ ବର୍ଷା ଆଉ ଅନୁଭବ ଙ୍କ ଭିତରେ ଯେଉଁ ସବୁ ସମସ୍ୟା ଲାଗିରହିଛି। ସୋସିଆଲ ମିଡ଼ିଆ ରେ ଏମିତି ବହୁତ ଫଟ ଭାଇରଲ ହଉଛି ଯାହାକି ବର୍ଷା ଆଉ ଅନୁଭବ ବିବାଦକୁ ନେଇ। ବର୍ତ୍ତମାନ ଆପଣମାନେ ଦେଖିଥିବେ ଅନୁଭବ ଆଉ ଜାଗୃତି ଙ୍କ ଫଟ ଭାଇରଲ ହେବାରେ ଲାଗିଛି।ତେବେ ଆସନ୍ତୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ବର୍ଷା ଆଉ ଅନୁଭବ ଙ୍କୁ ନେଇ।

ଆପଣମାନେ ଜାଣିଥିବେ ବର୍ଷା ଆଉ ଅନୁଭବ ଙ୍କୁ ନେଇ ଯୋଉ ବିବାଦ ଚାଲିଛି।ଦୁଇଜଣଙ୍କ ମାମଲା ଏବେ ସୁପ୍ରିମକୋର୍ଟ ରେ ବିଚାରାଧୀନ ଅବସ୍ଥା ରେ ଅଛି।ଏପରି ଦିନକୁ ଦିନ ବର୍ଷା ଆଉ ଅନୁଭବ ଙ୍କୁ ନେଇ ନୂଆ ଘଟଣା ମାନ ଆସୁଛି।କିଛି ଦିନ ହେବ ଜାଗୃତି ଆଉ ଅନୁଭବ ଙ୍କ ଫଟ ଭାଇରଲ ହେବାରେ ଲାଗିଛି ।

ଏହି ଫଟ ରେ ଅନୁଭବ ତାଙ୍କ ଓକିଲଙ୍କ ଘରେ ଜାଗୃତିଙ୍କ ସହ ଚା ପିଉଥିବାର ଫଟ ଭାଇରଲ ହେବାରେ ଲାଗିଛି।ଏହାରି ଭିତରେ ଅନୁଭବ ଆଉ ଜାଗୃତି ଙ୍କୁ ନେଇ ଏକ ମାମଲା ସାମ୍ନା କୁ ଆସିଛି।ତେବେ ଆସନ୍ତୁ ଜାଣିବା ମାମଲା ଟି କଣ?ତେବେ ପୁଣି ଏହାପରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅନୁଭବ ଏବଂ ବର୍ଷାଙ୍କ ଭିତରେ କଥାବାର୍ତ୍ତା ହେଉଥିବାର ଦେଖା ଯାଉଛି। ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ବର୍ଷା ଭିତରେ ଥାଇ କିଛି କହୁଥିବା ବେଳେ କିନ୍ତୁ ଅନୁଭବ ମହାନ୍ତି ଭିଡିଓ ରେ ଦେଖା ଯାଉଛନ୍ତି। ଅନୁଭବ ବର୍ଷା ଙ୍କୁ କହୁଛନ୍ତି ଏହିଭଳି ଭାଇଓଲେନ୍ସ ନକରିବା ପାଇଁ।ସେ ଆଉ କାହା ସହ କଥା ହେଉ ଥିବାର ଜଣା ପଡୁଛି।

ଏହି ଭିଡିଓ ଟି ରେ ବର୍ଷା ଭିତରେ କିଛି କହୁଥିବାର ଶୁଣିବା ପାଇଁ ମିଳୁଛି, ଅନୁଭବ ବର୍ଷାଙ୍କୁ କହୁଛନ୍ତି ଏମିତି ଭାଓଲେନ୍ସ ନକରିବା ପାଇଁ । ଅନୁଭବ ଏଠାରେ କାହାକୁ ମାଡାମ ବୋଲି ସମ୍ବୋଧନ କରି କିଛି କହୁଛନ୍ତି । ବର୍ଷା ଅନୁଭବଙ୍କୁ କହିବା ପାଇଁ ଦେଉ ନଥିଲେ ତେଣୁ ବର୍ଷା କହୁଛନ୍ତି ଦୟାକରି ଚୁପ ହୁଅନ୍ତୁ, ମୋତେ କହିବାକୁ ଦିଅନ୍ତୁ ବୋଲି କହୁଛନ୍ତି ।

ଏହି ଭିଡିଓ ଟି ଏହି ଖବର କୁ ନେଇ ଅନୁଭବ କହିଛନ୍ତି ଯେପର୍ଯ୍ୟନ୍ତ ମୋ ବାପା ଆଉ ମା ଙ୍କର ଆଶ୍ରିବାଦ ଅଛି ମୋତେ କେହି ବି ହରେଇ ପାରିବେନି।  ତେବେ ଭିତରେ କିଏ ଅଛନ୍ତି ଜଣା ପଡୁ ନାହିଁ । ତେବେ ଏହି ଭିଡିଓ କିଏ ସୁଟ କରିଛି ଓ କିଏ ଏହାକୁ ଭାଇରାଲ କରିଛି ଜଣା ପଡି ନାହିଁ । ଭିଡିଓ ଟି ବାହାରୁ ସୁଟ ହୋଇଛି କାରଣ ଏଥିରେ କେବଳ ଅନୁଭବ ନଜର ଆସୁଛନ୍ତି ।

ସେ ପୁଣି କହିଛନ୍ତି ଜାଗୃତି ମୋର ଜଣେ ଭଲ ବନ୍ଧୁ ତାଙ୍କୁ ନେଇ ମିଛ ପ୍ରଚାର କରନ୍ତୁ ନାହିଁ।ସେ ଆହୁରି ପୁଣି କହିଛନ୍ତି ବର୍ଷା ଦିନକୁ ଦିନ ତାଙ୍କ ନାମରେ ମିଛ ପ୍ରଚାର କରୁଛନ୍ତି ।ଏବଂ ବର୍ଷା ଆଣିଥିବା ଅଭିଯୋଗ କୁ ଅନୁଭବ ଖଣ୍ଡନ କରିଛନ୍ତି। ଅନୁଭବ କହିଛନ୍ତି ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *