ଓଡିଶାରେ ଘରେ ଘରେ ବର୍ଷା ପ୍ରିୟଦର୍ଶିନୀ ପରିଚିତ ଅଟନ୍ତି । ବର୍ଷା ତାଙ୍କ ଅଭିନୟର ଦକ୍ଷତା ବଳ ଆଜି ଓଡିଶାରେ ଲୋକପ୍ରିୟ ଚେହେରା ହୋଇ ପାରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବର୍ଷାଙ୍କର ପ୍ରଥମ ପ୍ରେମ ବିଷୟରେ କହିବୁ । ତେବେ ବର୍ଷା ଯାହାକୁ ପ୍ରଥମେ ପ୍ରେମ କରୁଥିଲେ ସେଇ ମଣିଷଟି ପାଇଁ ଆଜି ବି ବର୍ଷାଙ୍କ ମନରେ ଭଲ ପାଇବା ରହିଛି ଓ ତାଙ୍କର ବହୁତ ଯତ୍ନ ବି ସେ ନେଇଛନ୍ତି । ତେବେ ଚାଳନ୍ତୁ ଜାଣିବା ଏହି ଘଟଣା ଟି ବିଷୟରେ କଣ ରହିଛି ।
ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ ବର୍ଷା ଓ ଅନୁଭବ ଙ୍କ ର ପ୍ରେମ ବିବାହ ହୋଇଥିଲା । କିନ୍ତୁ ସେମାନେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଏବଂ ସେମାନେ ଏବେ ଅଲଗା ହୋଇ ରହୁଛନ୍ତି । ତେବେ ବର୍ଷା ତାଙ୍କ ପ୍ରେମ ବିଷୟରେ ଯାହା କହିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଥା କୁ ନେଇ ବର୍ଷା ନିଜର ସୋସିଆଲ ମିଡିଆଆରେ ଏକ ଫଟୋ ପୋଷ୍ଟ ମଧ୍ୟ କରିଥିଲେ । ବର୍ଷା ଏହି ପୋଷ୍ଟ ରେ ଲେଖିଥିଲେ ସେ ନିଜ ବଗିଚାରେ ଲାଗିଥିବା ଗଛ ମାନଙ୍କର ବହୁତ ଭଲ ଭାବରେ ଯତ୍ନ ନେଉଛନ୍ତି ଏବଂ ସେ ଏହା କହିଛନ୍ତି ଯେଉଁ ବ୍ୟକ୍ତିର ଭଲ ବଗିଚା ରହିଛି ତାର ଭଲ ବିଶ୍ଵସ୍ଥ ବନ୍ଧୁ ଟିଏ ରହିଛି ।
ବର୍ଷା ଙ୍କର ଏହି ପୋଷ୍ଟ ଟି ତାଙ୍କର ପ୍ରଶଂସକ ମାନେ ବହତୁ ପରିମାଣରେ ଲାଇକ ଓ ସେୟାର କରୁଛନ୍ତି । ବର୍ଷା ନିଜ ବଗିଚାରେ ଅନେକ ପ୍ରକାରର ଗଛ ଲଗାଇଛନ୍ତି ଓ ଏହା ସହିତ ସେହି ଗଛ ଗୁଡିକର ବହୁତ ଭଲ ଭାବରେ ଯତ୍ନ ମଧ୍ୟ ନେଉଛନ୍ତି । ଆଉ ସେହି ସୁନ୍ଦର ଗଛ ଗୁଡିକର ଉତ୍ତମ ପରିବେଶ ମଧ୍ୟରେ ନିଜର ସମୟକୁ ଅତିବାହିତ କରି ଟିକେ ଖୁସି ପାଇ ପାରୁଛନ୍ତି । ଏପର୍ଯ୍ୟନ୍ତ ବର୍ଷାଙ୍କର ଏହି ପୋଷ୍ଟ ଟିକୁ ୧୪ ହଜାର ରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି ।
ତେବେ ବର୍ଷାଙ୍କର ଗଛ ମାନଙ୍କ ପ୍ରତି ଥିବା ଏହି ଭଲପାଇବାକୁ ନେଇ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ତେବେ ବର୍ଷା ଏକ ସାକ୍ଷାତକାରରେ କହିଥିଲେ ଅନୁଭବ ତାଙ୍କର ପ୍ରଥମ ପ୍ରେମ ଥିଲେ ଆଉ ଆଜି ବି ତାଙ୍କ ପାଇଁ ତାଙ୍କର ଭଲପାଇବା ରହିଛି । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ