Breaking News

ବର୍ଷା – ଅନୁଭବ ବିବାଦରେ ନୂଆ ମୋଡ , କୋର୍ଟଙ୍କ ନିର୍ଦେଶ ପରେ ଦୁହେଁ ଏକାଠି ରହିବା ପାଇଁ ନିଷ୍ପତି ନେଲେ!

ବର୍ଷା ଆଉ ଅନୁଭବ ବିବାହ ବିବାଦରେ ନୂଆ ମୋଡ଼ ଆସିଲା । ଆପଣ ମାନେ ଜାଣିଥିବେ ଓଡିଶା ଏହି ଦୁଇ ଲୋକପ୍ରିୟ ଯୋଡିଙ୍କ ମଧ୍ୟରେ ବିବାଦ ବହୁତ ଦିନ ଧରି ଚାଲି ଆସିଲାଣି । ଏଇ ଦୁଇ ଯୋଡି ଓଡିଶା ସବୁଠାରୁ ଲୋକପ୍ରିୟ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।  ଦୁହିଁଙ୍କ ଯୋଡି ପରଦାରେ ବେଶ ହିଟ ସାବ୍ୟସ୍ତ ହୋଇଥିଲା କିନ୍ତୁ ବାସ୍ତବ ଜୀବନରେ ସେମାନେ ଏକାଠି ରହି ପାରିଲେ ନାହିଁ ।

ଅନୁଭବ ବର୍ଷାଙ୍କୁ ଡିଭର୍ସ ଦେବା ପାଇଁ କେସ କରିଥିବା ବେଳେ, ବର୍ଷା ବି ଅନୁଭବତାଙ୍କୁ ନି  ର୍ଯ୍ୟା ତନାଦେଉଥିବାର କୋର୍ଟରେ ଅଭିଯୋଗ କରିଥିଲେ । ତେବେ ଆପୋଷ ବୁଝାମଣା ପାଇଁ ଆମ୍ନା ସାମ୍ନା କଥା ହେଲେ ବର୍ଷା ଆଉ ଅନୁଭବ ଆସନ୍ତୁ ଜାଣିବା କଣ ରହିଛି ସଂପୂଣ୍ଣ ଖବର ।

ଦିନ କୁ ଦିନ ଗମ୍ଭୀର ହେବା କୁ ଲାଗିଚି ବର୍ଷା ଓ ଅନୁଭବ ଙ୍କ ବିବାଦ ଆପସ ବୁଝାବଣା ଭିତରେ ବହାରିଲାନି ବର୍ଷା ଓ ଅନୁଭବ ଙ୍କ ବିବାଦ ବିଚ୍ଛେଦ ମାମଲା । ଆଠ ଥର ବର୍ଷା ଓ ଅନୁଭବ ମଧ୍ୟସତା କେନ୍ଦ୍ରରେ ଆମ୍ନା ସାମ୍ନା ଆଲୋଚନା କରିବା ପରେ ବି କୌଣସି ସମାଧାନ ବାହାରି ପାରିଲା ନାହିଁ ।

ଏବେ ଗତ କାଲି ଶେଷ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀ ଙ୍କ ପକ୍ଷରୁ ଓକିଲ୍ ଯାଇଁ କହିଥିଲେ ଯେ ବର୍ଷା ଆଉ ମଧ୍ୟସ୍ତତା କେନ୍ଦ୍ରରେ ଆଉ ଆଲୋଚନା କରିବେ ନାହିଁ । ବରଂ ଯାହା ଆଲୋଚନା କରିବେ କୋର୍ଟ ରେ ହିଁ କରିବେ । ଫଳରେ ଏହି କର୍ମରେ ଆଗକୁ ବର୍ଷା ଆଉ ଅନୁଭବ ଙ୍କ ବିବାଦ ମାମଲ୍ ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରର ବନ୍ଦ ରହିଲା।

 

ବର୍ଷା ଅନୁଭବ ଙ୍କ ବିବାହ ବିଚ୍ଛେଦ ମାମଲା ସୁପ୍ରିମକୋର୍ଟ ଯିବା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ଉଭୟ ପକ୍ଷଙ୍କ ସମ୍ମାନ କୁ ଦୃଷ୍ଟି ରେ ରଖି ମଧ୍ୟସ୍ଥତା କେନ୍ଦ୍ରରେ ଆପସ ବୁଝାବଣା କୌଣସି ସମାଧାନ କୁ ପରାମର୍ଶ ଦେଇଥିଲେ ହେଲେ ଏଥିରେ କୌଣସି ସୁଫଳ ବାହାରି ପାରିଲା ନାହିଁ ।

ଏହା ବର୍ତ୍ତମାନ ସବୁଠୁ ବଡ଼ ଖବର ସୁପ୍ରିମ କୋର୍ଟରେ ପରାମର୍ଶ ପରେ ଆପୁଷ ବୁଝା ମଣା ବହୁ ଚେଷ୍ଟା ପରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ ।ଏଣିକି କୋର୍ଟ ରେ ଲଢେଇ ହେବ ବର୍ଷା ଆଉ ଅନୁଭବ ଙ୍କ ର । ତେବେ ଏହି ବିଷୟରେ ଆପଣମାନଙ୍କର ମତ କଣ ରହିଛି ଆମକୁ କମେଣ୍ଟରେ ଜଣାନ୍ତୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *