Breaking News

ବର୍ଷାଙ୍କୁ ଫୁଣି ଟାର୍ଗେଟ କଲେ ଜାଗୃତି କହିଲେ କିଛି ଏପରି କଥା ଆପଣ ଜାଣିଲେ …

ସୋସିଆଲ ମିଡିଆରେ ବର୍ଷାଙ୍କ ନାଁ ନନେଇ ବର୍ଷିଲେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ତେବେ ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛହାନ୍ତି ସାମ୍ବାଦିକ ଜାଗୃତି ଶୁକ୍ଳା ସେ ବର୍ଷା ଙ୍କୁ ବ୍ୟକ୍ତିଗତ ଦସ୍ତାବିଜ ରେ ଜାଲିଆତି କରିଥିବା ଅଭିଯୋଗ ସହ ଏହାର ତଦନ୍ତ ହେବା ଉଚିତ କି ନାହିଁ ପ୍ରଶ୍ନ ଉଠାଇଛନ୍ତି ତେବେ ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ ଜଣେ ସାଂସଦଙ୍କ ପତ୍ନୀ ଭିନ୍ନ ଭିନ୍ନ ପରିଚୟ ପତ୍ର ଓ ଡକୁମେଣ୍ଟ ରେ ଭିନ୍ନ ଦ୍ଭିନ୍ନ ନାଁ ରଖିଛନ୍ତି |

ନିଜର ବିବାହ ପ୍ରମାଣ ପତ୍ର ମ୍ୟାଟ୍ରିକ ପ୍ରମାଣପତ୍ର ବ୍ୟାଙ୍କ ଖାତା ପାସପୋର୍ଟ ପାନକାର୍ଡ ଆଦି ସବୁ କାଗଜ ପତ୍ରରେ ଅଲଗା ଅଲଗା ସଂଜ୍ଞା ରଖିଛନ୍ତି ସେ ନିଜ ପିତା ମାତା ଙ୍କର ଅଲଗା ଅଲଗା ସଂଜ୍ଞା ରଖିଛନ୍ତି ଏହା ଏକ ଠକେଇ ଜାଲିଆତି ନୁହେଁ କି ଏହାର ତଦନ୍ତ ହେବା ଉଚିତ ନୁହେଁ କି ଅଥବା ଜଣେ ସାଂସଦ ର ପତ୍ନୀ ହିସାବରେ ଜଣେ ତାଙ୍କ ପ୍ରତି ଆଇନ ଲାଗୁହେବ ନାହିଁ |

ଏହି ଭଳି ଭାବରେ ପ୍ରତିକ୍ରିୟା ରଖିଛନ୍ତି ଜାଗୃତି ଶୁକ୍ଳା ଯାହାକି ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ରୂପେ ଆଙ୍ଗୁଠି ଉଠାଉଛି ବର୍ଷାଙ୍କ ଉପରକୁ ସୂଚନା ଯୋଗ୍ୟ ଅନୁଭବଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ମିଳିଥିବା ସ୍ପାଉଜ ପତ୍ନୀ ପରିଚୟପତ୍ର ଫେରାଇବା ପାଇଁ ପାଲୟାମେଣ୍ଟ ହାଉସ ଉପନିର୍ଦେଶକ ସୁରକ୍ଷା 2021 ଡିସେମ୍ବର ଜାରି କରିଥିବା ଚିଠି ଉପରେ ଓଡିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି |

ତେବେ ଦର୍ଶକବନ୍ଧୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ କି ଅନୁଭବ ବର୍ଷା ହେଉଛନ୍ତି ଓଲିଉଡ଼ ର ଜଣେ ଜଣାଶୁଣା ନାଁ ଏମାନେ ବହୁତ ସାରା ଫିଲ୍ମ ରେ ଏକାଠି ନଜର ଆସିଛନ୍ତି ତେବେ ଦୁହେଁ ପ୍ରେମ ବିବାହ ମଧ୍ୟ କରିଥିଲେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ଜାଗୃତି ଶୁକ୍ଳା ଙ୍କୁ ନେଇ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.