Breaking News

ବର୍ଷା କରି ଦେଖାଇଛନ୍ତି ଏପରି କାମ ଆପଣ ଜାଣିଲେ କରିବେ ସାବାସ …

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବର୍ଷା ପ୍ରିୟଦର୍ଶନୀ ବର୍ଷା ଗତ କଲି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଗୋଟେ ପୋଷ୍ଟରେ ସେ କିଛି ଫୋଟୋ ସହ କିଛି କଥା ମଧ୍ୟ ସେୟାର କରିଥିଲେ ତାଙ୍କ ଫ୍ୟାନ ମାନଙ୍କ ସହିତ | ତେବେ ବର୍ଷା ପ୍ରିୟଦର୍ଶନୀ ଲେଖିଥିଲେ ଆଜି କଟକ ରମାଦେବୀ ଶିଶୁ ଵିଵାହାର ବିଦ୍ୟାଳୟର ଶିଶୁ ଭାବନ ପରିସରରେ ଛାତ୍ର ଛାତ୍ରୀଙ୍କୁ ହୁଇଲ ଚେୟାର ଓ ୱାର୍କର ଦିଆଯାଇଥିଲା |

ମୋର ଏହି ଛୋଟ ଉପହାରକୁ ଗ୍ରହଣ କରିଥିବାରୁ ରମାଦେବୀ ବିଦ୍ୟାଳୟର ଅଧକ୍ଷ ପ୍ରବୀଣ ମ୍ୟାଡ଼ାମଙ୍କୁ ଧନ୍ୟବାଦ ଜଣଉଛି | ଏହି କାର୍ଯ୍ୟକ୍ରମଟି ସାନମାନିତାର ସଦସ୍ୟ ମାନଙ୍କର ସହାୟତାରେ ଭଲରେ ହେଉଥିବାରୁ ମୁ ସେମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି |

ଏହି ଭଳି ଭାବରେ ବର୍ଷା ଲେଖିକି କିଛି ଫୋଟୋ ସେୟାର କରିଥିଲେ | ଏହି ଭଳି ଭାବରେ ସୋସିଆଲ ୱାର୍କରେ ଜଡୀତଅଛନ୍ତି ବର୍ଷା ପ୍ରିୟଦର୍ଶନୀ ଏହି ଭଳି ଗୋଟେ ଗୋଟେ ଭଲ କାମ କରି ଚର୍ଚ୍ଚାରେ ଆସିଛନ୍ତି ଏବଂ ଓଡିଶା ବାସୀତାଙ୍କୁ ବହୁତ ଭଲ ପାଉଛନ୍ତି |

ତେବେ ଆପଣମାନେ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭଳି କାମରେ ଅପାଙ୍କର କଣ ପ୍ରତିକ୍ରିୟା ରଖିବେ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ ଏବଂ ଏହି ଭଳି ଓଲିଉଡ଼ ସମ୍ବନ୍ଧିତ ଖବର ଜାଣିବାକୁ ଆମସାହିତ ଯୋଡିହେଇ ରହିଥାନ୍ତୁ ଧନ୍ୟବାଦ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.